ଦେଶ- ବିଦେଶ

SSR ମାମଲା- 92 ଦିନ ପରେ ଡକ୍ଟର ସ୍ଵୀକାର କଲେ ଏହି ବଡ ଭୁଲ

ଆପଣ ମାନେ ସମସ୍ତେ ସୁଶାନ୍ତ ସିଂହଙ୍କ କେସ ବିଷୟରେ ଜାଣିଛନ୍ତି ଓ ସମସ୍ତେ ସୁଶାନ୍ତଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରୁଛନ୍ତି ଯାହା ଦ୍ଵାରା ତାଙ୍କୁ ନ୍ୟାୟ ମିଳୁ, ତେବେ ଆପଣଙ୍କ ପ୍ରାର୍ଥନା ସ୍ଵୀକାର ହୋଇଛି ସିବିଆଇ ଏହା ଜାଣି ପାରିଛନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା କରି ନଥିଲେ ତାଙ୍କ ହତ୍ୟା କରା ଯାଇଥିଲା ଓ କେମିତି ଏହି କାଣ୍ଡରେ ପୋଲିସ ମଧ୍ୟ ଅପରାଧୀ ମାନଙ୍କ ସାହାର୍ଯ୍ୟ କରିଛନ୍ତି ତାହା ମଧ୍ୟ ଜଣା ପଡିଛି । ତେବେ ଏମ୍ସ ଡକ୍ଟର ନିଜ ଭୁଲ ମାନିଛନ୍ତି ଓ ତାଙ୍କ ଭୁଲ କଣ ଥିଲା ତାହା ଆସନ୍ତୁ ଜାଣିବା କେମିତି କଣ କଣ ପର୍ଦା ଫାଶ କରା ଯାଇଛି ।

ସୁଶାନ୍ତ କେସ ଏମିତି ଗୋଟେ ନିଆ ଲଗାଇଛି ଯାହା ଦ୍ଵାରା ବଲୀଉଡ ଅସଲ ଚେହେରା ବର୍ତମାନ ପୂରା ଦୁନିଆ ଦେଖିବାକୁ ପାଇଛି, ତେବେ ସୁଶାନ୍ତକୁ ବହୁତ ନିର୍ଦୟ ଭାବରେ ହତ୍ୟା କରା ଯାଇଛି ବୋଲି କୁହା ଯାଉଛି ।

ଏମ୍ସ ୩ଟି ଡକ୍ଟର ସୁଶାନ୍ତ ବଡିକୁ ଆଉଥରେ ପୋସ୍ଟମଟମ କରିଥିଲେ ଯାହା ପରେ ତାଙ୍କ ରିପୋର୍ଟ ଅନୁଯାଇ ଏହା ହତ୍ୟା ଅଟେ ଆତ୍ମହତ୍ୟା ନୁହ । ତେବେ ଏମ୍ସ ଡକ୍ଟର କୁପର ହସ୍ପିଟଲ ୫ଟି ଡକ୍ଟର ଯିଏ ପୋସ୍ଟମଟମ କରିଥିଲେ ତାଙ୍କୁ ବହୁତ କିଛି ପ୍ରଶ୍ନ ମଧ୍ୟ ପଚାରିଥିଲେ ଯାହା ଅନୁଯାଇ ବେକରେ ପଡିଥିବା ଘା ଚିହ୍ନ ସିଧା ଅଛି କିନ୍ତୁ ଆତ୍ମହତ୍ୟା କେସରେ ଏହା ଟେଢା ହୋଇଥାଏ ଓ ଆମ୍ପୁଡିଲା ପରି ହୋଇଥାଏ କିନ୍ତୁ ସୁଶାନ୍ତ ବେକରେ ସିଧା ଗଭୀର ଗାର ପଡିବାର ଦେଖା ଯାଇଛି । ତେବେ ଏମ୍ସ ଡକ୍ଟର ମାନଙ୍କ ପ୍ରଶ୍ନ ଉତ୍ତର କୁପର ହସ୍ପିଟଲ ୫ଟି ଡକ୍ଟର ଦେଇଛନ୍ତି ଯାହାକୁ ଶୁଣି ଏମ୍ସ ଡକ୍ଟର ଜମା ବି ସନ୍ତୁଷ୍ଟ ଦେଖା ଦେଇ ନାହାନ୍ତି । ତେବେ ଏମ୍ସ ଡକ୍ଟରମାନଙ୍କ ପ୍ରଶ୍ନ ଏହା ଥିଲା ।

୧. ସୁଶାନ୍ତ ବେକରେ ଥିବା ଘା ଚିହ୍ନ (ଲିଗେଚର ମାର୍କ) ଉପରେ ଆପଣ କଣ ଭାବନ୍ତି ?

୨. ଦୟାକରି ଏହା କୁହନ୍ତୁ ଯେ ଆପଣ ଲିଗେଚର ଷ୍ଟ୍ରାଙ୍ଗୁଲେସନ ଆଶଙ୍କାକୁ କେମିତି ଖାରିଜ କଲେ ?

୩. ସୁଶାନ୍ତ ବେକ ଉପରେ ଥିବା ଘା ଚିହ୍ନ ‘କୁର୍ତା’ ଦ୍ଵାରା କେମିତି ହୋଇ ପାରିବ, ଯାହାକୁ କଥିତ ରୂପରେ ଲିଗେଚର ମେଟେରିଅଲ କୁହା ଯାଉଛି ।

୪. ଏହା କୁହନ୍ତୁ ଯେ ସୁଶାନ୍ତ ଆତ୍ମହତ୍ୟା ପାଇଁ ଯେଉଁ ହୋମୋସିଡଲ ଲିଗେଚର ଷ୍ଟ୍ରଙ୍ଗୁଲେସନ ଧାରଣା ଯାହା ଦୁନିଆରେ ବ୍ୟାପିଛି ତାହା ଦ୍ଵାରା ଯେଉଁ ଆଶଙ୍କା ଜନ୍ମ ହୋଇଛି ତା ନିବାରଣ ଆପଣ ମାନେ କେମିତି କରିବେ ?

ଏମ୍ସ ଡକ୍ଟର ଯିଏ ଏହି ପର୍ଦାଫାଶ କରିଛନ୍ତି ଓ କୁପର ହସ୍ପିଟଲ ଡକ୍ଟରମାନଙ୍କୁ ପ୍ରଶ୍ନ କରିଛନ୍ତି ତାଙ୍କ ନାମ ଟି ମିଲବ, ଡକ୍ଟର ଆଦର୍ଶ କୁମାର ଓ ଡକ୍ଟର ଅଭିଷେକ ୟାଦବ ମୁମ୍ବାଇ ରେ ପୋସ୍ଟମଟମ ସବୁ ପ୍ରଶ୍ନ ହସ୍ପିଟଲ ଡକ୍ଟରକୁ ପଚାରୁଛନ୍ତି । ଏହି କେସରେ ଆଦିତ୍ୟ ଠାକରେ ଯିଏ ୟୁବା ନେତା ଅଟନ୍ତି ତାଙ୍କ ନା ବହୁତ ସାମ୍ନାକୁ ଆସୁଛି ଓ ଖବର ଅନୁଯାୟୀ ସବୁ ସେଲିବ୍ରେଟି ଷ୍ଟାର କେବଳ ଗୋଟେ ୟୁବା ନେତାକୁ ବଞ୍ଚାଇବା ପାଇଁ ବା ତାଙ୍କ ଠାରୁ ଡରିକି କିଛି କରୁ ନାହାନ୍ତି ।

ତେବେ ବଲୀଉଡ ଆହୁରି ଗୋଟେ ଚେହେରା ସାମ୍ନାକୁ ଆସିଛି ଯାହା ଆପଣ ମାନେ ଜାଣିଥିବେ ତାହା ହେଉଛି ଡ୍ରଗ୍ସ, ଡ୍ରଗ୍ସ ପାଇଁ ମୁମ୍ବାଇ ରେ କୌଣସି ପ୍ରକାର ରୋକ ଟୋକ ନହିଁ, ଏଥିରେ ସରକାର ତାଙ୍କୁ ସାହାଜ୍ଯ କରିଥାଏ ସେଥିପାଇଁ ବର୍ତମାନ କିଛି ବି ହେଲେ ବଲୀଉଡ ଦୁନିଆ ବର୍ତମାନ ଶାନ୍ତ ଅଛି କାହିଁକିନା କେହି ଏହି ଝାମେଲାରେ ପଡିବାକୁ ଚାହୁଁ ନାହାନ୍ତି କିନ୍ତୁ ଜିଏବି ଏମିତିକା କାମ କରିଛି ତାଙ୍କୁ ସିବିଆଇ ଗୋଟି ଗୋଟି କରି ବାହାର କରୁଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button