ଜ୍ୟୋତିଷ

ମାଳିକାରେ ମିଳିଲା ଏହି ବଡ ପ୍ରମାଣ, କେବେ ଶେଷ ହେବ କଳିଯୁଗ, ଆଉ ବେଶୀଦିନ ନାହିଁ

ଆପଣ ମାନେ ସମସ୍ତେ ମାଳିକାରେ କଣ ଲେଖା ହୋଇଛି ଜାଣିବା ପାଇଁ ବହୁତ ଇଛା ରୁହନ୍ତି ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କଳିଯୁଗ କେମିତି ସମାପନ ହୋଇବ ବା କଣ ହବ ଯାହା ଦ୍ଵାରା ଏହି ଯୁଗ ସମାପ୍ତ ହବ । ତେବେ ମହାଭାରତ ହେଉ ବା କୌଣସି ଗ୍ରନ୍ଥ ସବୁଥିରେ ସମୟକୁ ବହୁତ ବଳବାନ କୁହା ଯାଇଛି ।

ଏହି ଦୁନିଆରେ ସବୁ କିଛି ଫେରି ମିଳି ପାରେ କିନ୍ତୁ ସମୟ ଥରେ ଗଲା ପରେ କେବେ ଫେରେ ନାହିଁ ସେଥିପାଇଁ କୌଣସି ସମୟକୁ ଖରଚ ବା ବ୍ୟର୍ଥ କରିବା ଆଗରୁ ହଜାର ଥର ଚିନ୍ତା କରିବା ବହୁତ ଆବଶ୍ୟକ ଅଟେ । ଦୁନିଆରେ ସବୁ କାମ ପାଇଁ ଗୋଟେ ସାଥି ବା ଉଚିତ ସମୟ ହୋଇଥାଏ ତାହା ଅନୁଯାଇ ଆପଣଙ୍କୁ କାମ କରିବା ଉଚିତ ।

ତେବେ ସମୟ ନଷ୍ଟ କଲେ ସମୟ ଦିନେ ଆପଣଙ୍କୁ ନଷ୍ଟ କରି ଦବ ସେଥିପାଇଁ ଚିନ୍ତା କରି ସମୟ ଖର୍ଚ କର, ତେବେ ପୁରାଣରେ କୁହା ଯାଇଛି ଯେତେବେଳେ କଳିଯୁଗ ସମାପନ ସମୟ ଆସିବ ସେତେବେଳେ ସବୁ କିଛି ବଦଳିଯିବ, ମଣିଷ ଦିନରେ ସୋଇବେ ରାତିରେ ଚେଇଁବେ, ତେବେ ପୁରାଣ ବା ଗ୍ରନ୍ଥରେ ରାତିରେ ସୟନ ପାଇଁ ଓ ଦିନରେ କାର୍ଯ୍ୟ ପାଇଁ ନିରଧିଷ୍ଠ କରା ଯାଇଥିଲା କିନ୍ତୁ ସବୁ କିଛି ପରିବର୍ତନ ହୋଇଯିବ, ଯାହା ରାତିରେ ହଉଥିଲା ତାହା ଦିନରେ ଲୋକ କରିବେ ଓ ରାତିରେ ସୟନ ବଦଳରେ ନିଜ କାର୍ଯ୍ୟ କରିବେ ।

ଆପଣ ନିଜେ ଚିନ୍ତା କରନ୍ତୁ ଆଗରୁ ଗରମ ଦିନରେ ଗରମ ହଉଥିଲା ଥଣ୍ଡା ଦିନରେ ଥଣ୍ଡା କିନ୍ତୁ ବର୍ତମାନ ସମୟ ଏମିତି ଆସିଛି ଯେମିତି ଗରମ ଦିନ ଛାଡି ଅନ୍ୟ କୌଣସି ରିତୁ ନାହିଁ କାହିଁକିନା ବର୍ଷା ଦିନରେ ବର୍ଷା ହଉ ନାହିଁ ଥଣ୍ଡା ଦିନରେ ଥଣ୍ଡା ହଉ ନାହିଁ । ଥଣ୍ଡା ଦିନରେ ଫ୍ୟାନ ଆବଶ୍ୟକ ହଉ ନଥିଲା କିନ୍ତୁ ବର୍ତମାନ ଫ୍ୟାନ ନହେଲେ ନିଦ ହଉ ନାହିଁ କାହିଁକିନା ଥଣ୍ଡା ଦିନରେ ମଧ୍ୟ ପ୍ରବଳ ଗରମ ହଉଛି ଯାହା ଦ୍ଵାରା ଫ୍ୟାନ ଅତି ଆବଶ୍ୟକ ହୋଇଛି ତେବେ କଳିଯୁଗ ସମାପନ ବେଳେ ରିତୁ କିଛି ରହିବ ନାହିଁ ୧୨ ମାସ କେବଳ ଗରମ ହବ ।

ତେବେ ମାଳିକାରେ ଲେଖା ହୋଇଥିବା ସବୁ କଥା ସତ୍ୟ ବୋଲି ସମସ୍ତେ ମାନନ୍ତି କିନ୍ତୁ ଯିଏ ମାନନ୍ତି ନାହିଁ ତାଙ୍କୁ କିଛି ଜବରଦସ୍ତି ନାହିଁ କିନ୍ତୁ ଆପଣ ମଧ୍ୟ ସବୁ ପରିବର୍ତନ ଦେଖିଲେ ଜାଣି ପାରିବେ ଯେ କଳିଯୁଗ ତା ସମାପନ ଆଡକୁ ଗତି କରି ଚାଲିଛି ଓ ଖୁବ ଶୀଘ୍ର ଏହାର ସମାପନ ମଧ୍ୟ ହବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button