ଦେଶ- ବିଦେଶ

16 ବର୍ଷ ପରେ ଜେଲ୍ ରୁ ବାହାରିଲା ପରେ ଏହି କଏଦୀ ଜଣକ ଲେଖିଲା ଭାରତୀୟଙ୍କୁ ଭାବୁକ କରିଦେଲା ଭଳି ଚିଠି, ପଢିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁ ମାନେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁରୁଣା ରାଗ ଅଛି କିନ୍ତୁ ଦୁଇ ଦେଶ ମଧ୍ୟରେ ରହୁଥିବା ଲୋକମାନଙ୍କ ବହୁତ ପୁରୁଣା ସମ୍ପର୍କ ଅଛି । ଯାହାର ଉଦାହରଣ ହେଉଛି ବନାରସ ଜେଲ ରୁ 16 ବର୍ଷ ପରେ ବାହାରିଥିବା ଜଣେ’ ଅପରାଧୀ, ସେ ଜେଲରୁ ବାହାରି ଯିବା ସମୟରେ ଗୋଟିଏ ଚିଠି ଲେଖିଛି ଏବଂ ସେହି ଚିଠି ରେ ସେ ଏଠାକାର ଲୋକମାନଙ୍କ ବିଷୟରେ କହିଛି, ସେ ଭାରତରେ ମିଳିଥିବା ସମ୍ମାନ ଏବଂ ଭଲ ପାଇବା ବିଷୟରେ ସେହି ଚିଠି ରେ କହିଛି , ଯାହାକୁ ପଢିଲେ ଆପଣ ବି ଭାବୁକ ହୋଇଯିବେ ।

ଆପଣଙ୍କୁ କହି ଦେଉଛୁ ଯେ ପାକିସ୍ତାନ ର ସିନ୍ଧ ପ୍ରାନ୍ତ ର ନିବାସୀ ଜଲାଲୁଦ୍ଦୀନ ଙ୍କୁ ୧୬ ବର୍ଷ ପରେ ବାରାନାସି ସେଣ୍ଟ୍ରାଲ ଜେଲ ରୁ ରିହା କରା ଯାଇଛି । ଆପଣଙ୍କୁ କହିଦେଉଛୁ କି ଜେଲ ରେ ରହୁଥିବା ଜଲାଲୁଦ୍ଦୀନ ଇଂଟର ବୀଏ ଏବଂ ଏମ୍ଏ ପର୍ଯ୍ଯନ୍ତ ପଢି ଛନ୍ତି । ସେ ଜେଲ ରେ ହଉଥିବା ପ୍ରୀମିୟର ଲୀଗ ରେ ଜଲାଲୁଦ୍ଦୀନ ଅମ୍ପାୟରିଙ୍ଗ କରୁ ଥିଲେ । ସେ ନିଜର ଚିଠି ରେ ଲେଖିଲେ ମୁଁ ଭାରତ ର ଜେଲ ରେ ୧୬ ବର୍ଷ ବିତେଇଲି କିନ୍ତୁ କେବେବି ମୋତେ ଅନୁଭବ ହେଲା ନାହିଁ କି ମୁଁ ହିନ୍ଦୁସ୍ଥାନ ଜେଲ ରେ ସଜା କାଟୁଛି ।

ସେ ହିନ୍ଦୁସ୍ଥାନ ଜେଲ ର ବନ୍ଦୀ ଥିବା ଲୋକମାନଙ୍କ ପ୍ରଶଂସା କରି କହିଲେ କି ମୋତେ ଜେଲ ଏତେ ଭଲ ପାଇବା ମିଳିଲା ମୋତେ କେବେ ବି ଲାଗିଲାନି ଯେ ମୁଁ ନିଜ ପରିବାର ଠାରୁ ଦୂରରେ ଅଛି । ସମସ୍ତେ ମୋର ସବୁ ସୁଖ ଏବଂ ଦୁଖ ରେ ଛିଡା ହୋଇଛନ୍ତି । ଏହା ସହିତ ମୁଁ ସମସ୍ତଙ୍କ ସହିତ ଈଦ, ଦିବାଲି, ହୋଲି ଏବଂ ମହରମ ଏକା ସାଙ୍ଗରେ ମନେଇଥିଲି ।

ସେ ଜେଲ ର ପ୍ରଶାସନ ର ବି ଧନ୍ୟବାଦ କରିଛନ୍ତି କି ମୋତେ ଜେଲ ର ପ୍ରଶାସନ କେବେ ବି ଏହି ଅନୁଭବ କରିବାକୁ ଦେଇ ନାହାନ୍ତି ଯେ ମୁ ଏକ ପାକିସ୍ତାନ ବନ୍ଦୀ ଅଟେ । କିନ୍ତୁ ଶେଷରେ ସେ ନିଜ ଚିଠିରେ ହିନ୍ଦୁସ୍ଥାନ ଏବଂ ପାକିସ୍ତାନ କୁ ନେଇ ଭାବିବା ପାଇଁ କହିଛନ୍ତି କି ମୋର ଅନୁରୋଧ ଅଛି କି UAS, UK, UAE ଭଳି ସାର୍କ ଦେଶ ଙ୍କୁ ଭି ଲାଇନ ଅଫ କନ୍ଟ୍ରୋଲ (LOC) ଶେଷ କରି ଦେବା ଉଚିତ ।

 

ଏବଂ ସବୁ ଦେଶ ଗୋଟିଏ ହୋଇଯାନ୍ତୁ ଯାହା ଦ୍ଵାରା କେହି ବି ବାହାର ଦେଶ ଆମ ଉପରେ ଖରାପ ନଜର ରଖିବ ନାହିଁ । ପୁଲିସ ଜଲାଲୂଦ୍ଦୀନଙ୍କୁ ବାଘା ବର୍ଡର ରେ ପାକିସ୍ତାନ ଙ୍କୁ ପଠାଇ ଦେଇ ଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button