ଅପରାଧ

ଅଚାନକ୍ ସିବିଲ୍ ଡ୍ରେସ ରେ ଆସିଲେ ଲେଡି IPS, ଅସାମାଜିକ ଯୁବକଟି କରିବାକୁ ଲାଗିଲା ଅଶ୍ଳୀଳ ବ୍ୟବହାର, ତାପରେ ଯାହା ହେଲା ଜାଣିଲେ ଚମକି ପଡିବେ..

ନମସ୍କାର ବନ୍ଧୁ ମାନେ ସ୍ଵାଗତ ଆପଣ ସମସ୍ତଙ୍କୁ ପୁଣିଥରେ, ଆଜି ଆମେ ଆପଣଙ୍କୁ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା କି ଉତ୍ତରପ୍ରଦେଶ ର ଅଟେ । ଉତ୍ତରପ୍ରଦେଶ ର ବରେଲି ଜିଲ୍ଲା ର ଏହି ଆଇପିଏସ ଅଭଦ୍ର ଅଶ୍ଳୀଳ ବ୍ୟବହାର କରୁଥିବା ଟୋକା ମାନଙ୍କୁ ଶିଷ୍ଟାଚାର ଶିଖେଇବା ଆରମ୍ଭ କରିଦେଇଛନ୍ତି । ଏନ୍ଟୀ ରୋମିୟୋ ସ୍କ୍ୱାଡ ର ଲୀଡର ଆଈପୀଏସ ରୱୀନା ତ୍ଯାଗୀ ଯେତେବେଳେ ବରେଲି ର ଗେଟ ବାହାରେ ଛିଡା ହୋଇଥିବା କିଛି ପିଲାଙ୍କୁ ପଚରା ପଚରି କରିବାକୁ ଲାଗିଲେ ସେହି ଯୁବକ ଗୁଡିକ ତାଙ୍କୁ ଓଲଟା ସିଧା କହିବାକୁ ଲାଗିଲେ । ଏହାପରେ ସେ ସେହି ଚାରି ଯୁବଙ୍କୁ ଜେଲ ପଠେଇ ଦେଲେ । ଉପି ରେ ସେହିଭଳି ଅଭଦ୍ର ଙ୍କ ପାଇଁ ଏନ୍ଟୀ ରୋମିୟୋ ସ୍କ୍ୱାଡ ତିଆରି କରାଯାଇଛି ।

ଯେତେବେଳେ ଲେଡି ଆଇପିଏସ ଶିବିଲ ଡ୍ରେସ ରେ ସେଠାରେ ପହଞ୍ଚିଲେ ଏବଂ ସେଠି ଥିବା ଯୁବକ ତାଙ୍କୁ ଚିହ୍ନି ପାରିଲେ ନାହିଁ । ଆଇପିଏସ ରବିନା ତ୍ୟାଗୀ କହିଲେ କି ସେ ନିଜର ଟିମ ସହ ବରେଲି ର ଛାତ୍ରୀ ମାନଙ୍କ ସହ କଥା ହେଉଥିଲେ ସେତେବେଳେ ସେଠି ଥିବା କିଛି ଯୁବକମାନେ ବାହାର କଲେଜ ପଟେ ଇସାରା କରୁଥିଲେ । ଯୁବକ ମାନେ କଲେଜ ଆଡକୁ ଦେଖି କଥାବାର୍ତା କରୁଥିଲେ ସେହି ସମୟରେ ସେହି ଛାତ୍ରୀମାନେ କହିଲେ କି ପ୍ରାୟତଃ ଲୋକମାନେ ତାଙ୍କ ସହ ଅସଦାଚରଣ କରନ୍ତି ।

ସେହି ସମୟରେ ସେ ବାହାର କୁ ବାହାରିଲେ ଏବଂ ସେ ଯୁବକ ମାନଙ୍କ ପାଖକୁ ଯାଇଥିଲେ । ରବିନା ତ୍ୟାଗୀ କହିଲେ କି ସିବିଲ ଡ୍ରେଶ ରେ ଥିବାରୁ ତାଙ୍କୁ କେହି ଚିହ୍ନି ପାରିଲେ ନାହିଁ ତାହା ପରେ ସେ ସେହି ଚାରି ଯୁବକ ମାନଙ୍କୁ ଜେଲ ପଠେଇ ଦେଇଥିଲେ ।

ଏନ୍ଟୀ ରୋମିୟୋ ସ୍କ୍ୱାଡ ମାନେ ଅନ୍ୟ ଜାଗା ଉପରେ ମଧ୍ୟ ଛାପା ମାରିଥିଲେ । ଏହି ଅଭିଯାନ ରେ ଟିମ କିଲା ପୋଲ ତଳେ ଏକ ଛାତ୍ରୀ ଉପରେ କମେନ୍ଟ କରୁଥିବା ଯୁବକ କୁ ଧରିଲେ । ଏହି ଅଭିଯାନ ରେ ଅଲଗା ଅଲଗା ସ୍କୁଲ ପାଖରେ ୬ ଲଫଙ୍ଗା ଙ୍କୁ ଧରିଲେ । ଜିଏକି ଛାତ୍ରୀମାନକୁ ଅଶ୍ଳୀଳ କମେନ୍ଟ କରୁଥିଲେ । ଏନ୍ଟୀ ରୋମିୟୋ ସ୍କ୍ୱାଡ ର ପ୍ରଭାରୀ ସୁପେନ୍ଦ୍ର ସିଂହ କହିଲେ କି ଅଭିଯାନ ଆଗକୁ ବି ଏମିତି ଚାଲିବ । ଆମେ ଅଭିଭାବକ ମାନଙ୍କୁ ନିବେଦନ କରୁଛୁ ଯେ ନିଜର ପିଲା ମାନଙ୍କୁ ସ୍କୁଲ ବାହାରେ ଛିଡା କରନ୍ତୁ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button