ମନୋରଞ୍ଜନ

13 ବର୍ଷ ବୟସରୁ ସନୀ ଲିୟୋନିଙ୍କର ଥିଲା ଏମିତି ଅଭ୍ୟାସ, ଯାହାକୁ ଭାରତରେ ଅଶ୍ଳୀଳତା କୁହାଯାଏ, ଲୋକମାନେ ପାପ କୁହନ୍ତି

ଆଜିକାଲି ପର୍ନ ଷ୍ଟାର ମିୟା ମଲ୍କୋୱା ବହୁତ ଚର୍ଚାରେ ଅଛନ୍ତି । ସେ ସନୀ ଲିୟୋନୀ ଙ୍କ ପରେ ଦ୍ଵିତୀୟ ଇଣ୍ଟରନ୍ୟାସନାଲ ଷ୍ଟାର ଯିଏ କି ଇଣ୍ଡିଆନ ଫିଲ୍ମରେ ମଧ୍ୟ କାମ କରୁଛନ୍ତି । ସନୀ ଲିୟୋନୀ ୨୦୧୨ ରେ ଡାଇରେକ୍ଟର – ପ୍ରୋଡ୍ୟୁସର ପୂଜା ଭଟ୍ଟ ଙ୍କର ଫିଲ୍ମ ‘ଜିସ୍ମ – ୨’ ଦ୍ଵାରା ବଲୀଉଡ ରେ ଆସିଥିଲେ । ବଲୀଉଡ ରୁ ଆସିବା ପୂର୍ବରୁ ସେ ବିଗବସ – ୫ ରେ ଅଂଶଗ୍ରହଣ କରିଥିଲେ । ଗୋଟିଏ ଏପିସୋଡ ରେ ଫିଲ୍ମ ଲେଖକ ମହେଶ ଭଟ୍ଟ ସେହି ସୋ କୁ ଆସିଥିଲେ ଏବଂ ସେ ସନୀ ଲିୟୋନୀଙ୍କୁ ଫିଲ୍ମ ‘ଜିସ୍ମ – ୨’ ପାଇଁ ସାଇନ କରିଥିଲେ ।

ସନୀ ଙ୍କର ଜନ୍ମ ୧୯୮୧ ମସିହା ସର୍ନିୟା ଓଂଟାରିୟୋ, କାନାଡା ରେ ପଞ୍ଜାବୀ ଶିଖ ପରିବାର ରେ ହୋଇଥିଲା । ସେତେବେଳେ ସେ ୧୧ ବର୍ଷ ର ଥିଲେ, ଯେତେ ବେଳେ ପରିବାର ସହ UAS କୁ ପଳେଇ ଆସିଥିଲେ । ସନୀଙ୍କର ବାପା ଇଞ୍ଜିନିୟର ଥିଲେ, ଏବଂ ମା ଗୃହିଣୀ । ତାଙ୍କର ଜଣେ ଭାଇ ବି ଅଛନ୍ତି, ତାଙ୍କ ନାମ ସନ୍ଦୀପ ସିଂହ ବୋହରା ଅଟେ ଏବଂ ସେ ଆମେରିକା ରେ ରୋଷେୟା କାମ କରନ୍ତି ।

ରିପୋଟ ଅନୁସାରେ ଡକ୍ୟୁମେଣ୍ଟ୍ରି “ମୋସ୍ଟଲୀ ସନୀ” ରେ କୁହାଯାଇଛି କି ସନୀ 13 ବର୍ଷ ବୟଶରୁ ବାୟସେକ୍ଶୁଆଲ ଅଟନ୍ତି ବୋଲି ଇଣ୍ଟରଭିୟୁ ରେ କହିଛନ୍ତି। ନିଜେ ସନୀ ଇଣ୍ଟରଭିୟୁ ଦେଇ ଏହା କହିଛନ୍ତି ଯେ ସେ ଯେତେବେଳେ 16 ବର୍ଷର ଥିଲେ ତାଙ୍କୁ ଗୋଟିଏ ପୁଅ ସହିତ ପ୍ରେମ ହୋଇ ଯାଇଥିଲା । ଏବଂ ସେ ହାଇସ୍କୁଲ ରେ ବାସ୍କେଟବଲ ଖେଳୁଥିଲା ।

 

ତାହାର ବୟସ ମୋର ଯେତିକି ସେତିକି ଥିଲା । ଆମେ ପରସ୍ପରକୁ ପସନ୍ଦ କରୁଥିଲୁ । ମୁଁ ଯାହା ବି କରିଛି ମୋତେ ତାହା ପାଇଁ ପଶ୍ଚାତାପ ନାହିଁ । ମୁଁ ଗୋଟେ ଭଲ ଜୀବନ ଅତିବାହିତ କରୁଛି । ମୋ ପାଖରେ ଭଲ ପରିବାର ଅଛି । ଭଲ ସାଙ୍ଗ ମାନେ ଅଛନ୍ତି ଏବଂ ମୁଁ ତାଙ୍କ ସହ ଖୁସି ଅଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button