ମନୋରଞ୍ଜନ

ଭଉଣୀର ପ୍ରତିଶୋଧ ନେଇ ପାରିଲିନି…’ Funny Anugulia ଖୋଲି କହିଲେ ନିଜ ମନର ଦୁଃଖ, ଦେଖନ୍ତୁ ତାଙ୍କର ଏହି Exclusive Interview

ନମସ୍କାର ବନ୍ଧୁଗଣ ତେବେ ଆଜିର ଏହି ଇଣ୍ଟରନେଟ ଯୁଗରେ ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର ହେଉଥିବା ଆପଣ ମାନେ ଦେଖିବା କୁ ପାଉଥିବେ । ଦେଶ ବିଦେଶର ପ୍ରତିଟି ଗୁରୁତ୍ତ୍ୱପୂର୍ଣ୍ଣ ନ୍ୟୁଜ ଅତି ସହଜରେ ଘରେ ବସି ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଖି ପାରୁଥିବେ । ସେଥି ମଧ୍ୟରୁ ଅନେକ ଖବର ଆପଣଙ୍କୁ ଭୟଭୀତ , ଆଶ୍ଚର୍ଯ୍ୟ କରୁଥିବା ବେଳେ କିଛି ଖବର ଆପଣଙ୍କ ମନରୋଞ୍ଜନ କରିବା ପାଇଁ ସୁରାକ ଯୋଗାଇ ଥାଏ ।


ତେବେ ସୋସିଆଲ ମିଡ଼ିଆ ର ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି । ଏତଦ୍ବ୍ୟତୀତ ସୋସିଆଲ ମିଡ଼ିଆ ସାହାଯ୍ୟ ରେ ଅନେକ ବଣ ମଲ୍ଲୀ ସଦୃଶ ବ୍ୟକ୍ତି ମାନେ ନିଜ ଭିତରେ ଲୁକ୍କାୟିତ ହୋଇ ରହିଥିବା ଚମତ୍କାର ଓ ଆକର୍ଷଣୀୟ ପ୍ରତିଭା କୁ ସାଧାରଣ ଲୋକ ମାନଙ୍କ ସାମ୍ନାକୁ ଆଣିବାରେ ସକ୍ଷମ ହୋଇ ପାରୁଛନ୍ତି ।

ତେବେ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୟସରେ ଉପନୀତ ହୋଇ ଥିବା ବ୍ୟକ୍ତି ମାନେ ସମସ୍ତେ ନିଜ ଭିତରେ ସମାହିତ ହୋଇ ରହିଥିବା କଳା ପ୍ରଦର୍ଶନ କରି ଦର୍ଶକ ମାନଙ୍କ ମନରେ ନିଜର ଏକ ସ୍ଥାନ ସୃଷ୍ଟି କରିବା ସହିତ ସେମାନଙ୍କ ପ୍ରତିଭା ର ଚାତୁରୀରେ ଆକୃଷ୍ଟ କରି ରଖୁଛନ୍ତି । ତେବେ ଆପଣ ମାନେ ତ ଏବିଷୟରେ ଜାଣିଥିବେ ଯେ ପୂର୍ବରୁ ଲୋକମାନେ ନିଜର ଟ୍ୟାଲେଣ୍ଟ ଦେଖାଇବା ପାଇଁ କୌଣସି ପ୍ଲାଟଫର୍ମ ନ ଥିଲା ।

କିନ୍ତୁ ଆଜିର ସମୟରେ ସୋସିଆଲ ମିଡ଼ିଆ ଲୋକମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ବଡ଼ ପ୍ଲାଟଫର୍ମ ଅଟେ । ତେବେ ଆପଣ ମାନେ ତ ୟୁଟିୟୁବ,ଇଂଷ୍ଟାଗ୍ରାମ ଆଦି ରେ ବିଭିନ୍ନ ପ୍ରକାର ଭିଡିଓ ଦେଖିବା କୁ ପାଉଥିବେ । ତେବେ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ହାସ୍ୟ ଅଭିନେତା ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ତେବେ ଏହି ଅଭିନେତା ମାନେ ନିଜ ଜବରଦସ୍ତ କମିଡି ପାଇଁ ବେସ ଲୋକ ପରିଚିତ ।

ତେବେ ବନ୍ଧୁଗଣ ଆଜି ଆମେ ସେହି ଭଳି ଜଣେ କମିଡିଆନ ଙ୍କ ବିଷୟ ରେ ଜାଣିବା ଯିଏ କି ନିଜ ଜବରଦସ୍ତ ଅଭିନୟ ସୋସିଆଲ ମିଡିଆ ରେ ଦେଖାଇ ବେସ ଲୋକ ପରିଚିତ ହୋଇ ପାରିଛନ୍ତି । ତେବେ ଏହି ହାସ୍ୟ ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅନୁଗୁଳିଆ ବଣ୍ଟି , ତେବେ ଆପଣ ମାନେ ବଣ୍ଟି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ନିଜ ଅଭିନୟ ମଧ୍ୟ ଦର୍ଶକ ମାନ ଙ୍କୁ ହସିବା ରେ ବେସ ପାରଙ୍ଗମ ବଣ୍ଟି , ତେବେ ସେ ନିଜେ ୟୁଟିୟୁବ ରେ ଏକ ଚ୍ୟାନେଲ ଖୋଲିଛନ୍ତି ଯାହାର ନାମ ଅନୁଗୁଳିଆ ବଣ୍ଟି ରହିଛି ।


ତେବେ ଆପଣ ମାନେ ବଣ୍ଟି ଙ୍କ ଚ୍ୟାନେଲ ମାଧ୍ୟମ ରେ ଅନେକ ଜାଣିଥିବେ ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଣ୍ଟି ଜଣେ ହାସ୍ୟ ଅଭିନେତା ଭାବେ ପରିଚିତ ହେବା ସହିତ ଜଣେ ଲୋକ ପ୍ରିୟ ଗାୟକ ଭାବେ ବେସ ପରିଚିତ । ତେବେ ବଣ୍ଟି ଙ୍କ ଏକ ଗୀତ ନୂଆବର୍ଷ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ରହିଥିଲା ଓ ଯାହାର ନାମ ହେଉଛି ଗୁଆ ଘିଅ ।
ତେବେ ସେ ବର୍ତ୍ତମାନ ନିଜର ଏକ ଇନ୍ଟର୍ଭିୟୁ ଦେଇଥିଲେ ନନ୍ଦିଘୋଷ ଟିଭିରେ କମେଡିଆନ ଶଙ୍କର ଙ୍କୁ ।

ତେବେ ସେ ନିଜର ଷ୍ଟ୍ରଗଲ ବିଷୟରେ ନିଜର ରୁଚି ଆଦି ବିଷୟରେ ସବୁ କଥା କହିଥିଲେ । ତେବେ ସେ ଏହା ମଧ୍ୟ କହିଥିଲେ କି ତାଙ୍କୁ ଯାତ୍ରା ଦେଖିବା ଏବଂ ଯାତ୍ରା ଡାଇଲଗ କହିବା ବହୁତ ଭଲ ଲାଗେ ଏବଂ ସେହି ଏହି ଯାତ୍ରା ଡାଇଲଗ ରେ ଭିଡିଓ କରି ଫେମସ ହୋଇଥିଲେ ତେବେ ସେ କହିଛନ୍ତି କି ଅଭିନେତ୍ରୀ ଅର୍ଚ୍ଚିତା ଏବଂ ପ୍ରିୟ ପ୍ରକାଶ ତାଙ୍କ ପାଇଁ ଲକ୍ଷ୍ମୀ ତାଙ୍କୁ ରୋଷ୍ଟ କରି ସେ ଫେମସ ହୋଇଥିଲେ । ତେବେ ତାଙ୍କ ପ୍ରିୟ ଅଭିନେତା ହେଉଛନ୍ତି ବାବୁଶାନ ।

ତେବେ ଶେଷରେ ସେ ଶଙ୍କର ଙ୍କ ସହ ଗୁଆ ଘିଅ ଗୀତରେ ନାଚିଥିଲେ ମଧ୍ୟ ଶେଷରେ ସେ ନିଜ ଦର୍ଶକ ମାନଂକୁ ଏତେ ଭଲ ପାଇବା ଦେଇ ଥିବାରୁ ବହୁତ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button