ମନୋରଞ୍ଜନ

ଝିଅ ସହ କମେଡିଆନ Papu Pom Pom ଙ୍କ ନାଚ ଦେଖିଲେ ହସି ହସି ଗଡିଯିବେ ଆପଣ… ଦେଖନ୍ତୁ ଏହି ମଜାଦାର Video

ନମସ୍କାର ବନ୍ଧୁଗଣ ତେବେ ଓଡ଼ିଆ ଅଭିନୟ ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ପପୁ ପମପମ ଙ୍କୁ ଆପଣ ମାନେ ନିଶ୍ଚିତ ଜାଣିଥିବେ । ସେ ନିଜର ଅଭିନୟ ପାଇଁ ବର୍ତ୍ତମାନ ଘରେ ଘରେ ପରିଚିତ ଅଟନ୍ତି । ଏହା ସହିତ ତାଙ୍କର ଅଭିନୟ କୁ ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ଏବଂ ଦେଖିବାକୁ ଭଲ ମଧ୍ୟ ପାଆନ୍ତି । ତେବେ ଓଡ଼ିଶା ଏବଂ ଓଡ଼ିଆ ର ପ୍ରତ୍ୟେକ ବ୍ୟକ୍ତି ଙ୍କ ମନରେ ପପୁ ପମପମ ବାସ କରନ୍ତି ।

ତେବେ ସ ନିଜର ସୁନ୍ଦର ଅଭିନୟ ଏବଂ ଅନ୍ଦାଜ ରେ ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ହୋଇ ପାରିଛନ୍ତି । ତେବେ ସେ ନିଜ କମେଡି ମାଧ୍ୟମରେ ଲୋକ ମାନଂକୁ ହସାଇବା ରେ ସଫଳତା ମଧ୍ୟ ହୋଇ ପାରିଛନ୍ତି । ଏହା ସହିତ ଏଭଳି କୌଣସି ବ୍ୟକ୍ତି ନାହିଁ ଯେ ତାଙ୍କ ଅଭିନୟ ଦେଖି ନ ହସି ରହି ପାରିବ । ତାଙ୍କର ଅଭିନୟ ବାସ୍ତବରେ ଲୋକ ମାନଙ୍କୁ ଖୁବ ଆକର୍ଷିତ ମଧ୍ୟ କରିଥାଏ । ଏହା ସହିତ ପପୁ ପ୍ରଥମ ଓଡ଼ିଆ ହାସ୍ୟ ଅଭିନେତା ଯେ କି ମୁଖ୍ୟ ଚରିତ୍ର ରେ ମଧ୍ୟ ସିନେମା ରେ ଅଭିନୟ କରିଛନ୍ତି ।

ସେ ଆମ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ହିଟ ସିନେମା ପ୍ରଦାନ କରିଛନ୍ତି ଏବଂ ସବୁ ସିନେମା ରେ ତାଙ୍କର ଅଭିନୟ ବହୁତ ଭଲ ହୋଇଥାଏ ଲୋକମାନେ ପସନ୍ଦ କରନ୍ତି ତାଙ୍କର ସବୁ ଚରିତ୍ର କୁ । ତେବେ ବର୍ତ୍ତମାନ ପପୁ ସିନେମା ଏବଂ ୟୁଟଯୁବ ରେ ଗୀତ ମଧ୍ୟ ଗାଇ ଏବଂ ମିୟୁଜିକ ଭିଡିଓ ମଧ୍ୟ ବନାଉ ଛନ୍ତି ଏବଂ ତାଦ୍ୱାରା ମଧ୍ୟ ସେ ଲୋକପ୍ରିୟ ହୋଇ ପାରିଛନ୍ତି । ତେବେ ପପୁ ଙ୍କର ଦୁଇଟି ସନ୍ତାନ ରହିଛି ଜଣେ ପୁଅ ଏବଂ ଜଣେ ଝିଅ ।

ପୁଅ ର ବୟସ ୧୭ ଏବଂ ଝିଅ ର ବୟସ ୧୨ତେବେ ତାଙ୍କ ପୁଅ ଦେଖିବାକୁ ବହୁତ ଭଲ ଏବଂ ନମ୍ର ମଧ୍ୟ ତେବେ ସେ ଓଲିଉଡ ରେ ହିରୋ ହେବେ ବୋଲି କହିଛନ୍ତି । ଏହା ଛଡା ଝିଅ ବର୍ତ୍ତମାନ ପାଠ ପଢିବାରେ ମନ ଲଗାଉଛି । ତେବେ ବର୍ତ୍ତମାନ ୨୦୧୬ରୁ ୨୦୨୨ । ୬ ବର୍ଷ ତଳର କଳଙ୍କରୁ ମୁକ୍ତ ହୋଇଗଲେ ଅଭିନେତା ପପୁ । ବହୁଚର୍ଚ୍ଚିତ କାଷ୍ଟିଂକାଉଚ ମାମଲାରେ ଆଜି ମୁକ୍ତ ହୋଇଛନ୍ତି ଅଭିନେତା ପପୁ ପମ୍ ପମ୍ ।

ଜଣେ ନାବାଳିକାକୁ ଅସଦାଚରଣ ଅଭିଯୋଗ ମାମଲାରେ ସ୍ୱତନ୍ତ୍ର ପକ୍ସୋକୋର୍ଟ ଆଜି ଖଲାସ କରିଛନ୍ତି ପପୁ ଏବଂ ତାଙ୍କ ସହଯୋଗୀ ଗିଟୁ ଓରଫ୍ ପ୍ରଦୀପ୍ତ କୁମାର ସ୍ୱାଇଁଙ୍କୁ । ଉଭୟଙ୍କ ବିରୋଧରେ ସାକ୍ଷ୍ୟ ପ୍ରମାଣ ଅଭାବ ଦର୍ଶାଇ ସ୍ୱତନ୍ତ୍ର ପକ୍ସୋକୋର୍ଟ ଆଜି ଖଲାସ କରିଛନ୍ତି ।

ତେବେ ବର୍ତ୍ତମାନ ତାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେଉଛି ଯେଉଁଥିରେ ସେ ନିଜ ଛୋଟ କୁନି ଝିଅ ସହ ମଜା ମସ୍ତି କରୁଛନ୍ତି ଏବଂ ତାଙ୍କ ସହ ଖେଲୁଛନ୍ତି । ଝିଅ ସହ ନୃତ୍ୟ ମଧ୍ୟ କରିଛନ୍ତି । ରିଲସ ଭିଦୁଇ କରି ତେବେ ଏହି ବାପା ଝିଅ ଙ୍କ ମଜା ମସ୍ତି ର ଭିଡିଓ ବର୍ତ୍ତମାନ ଖୁବ ଭଲ ପାଉଛନ୍ତି ଦର୍ଶକ ମାନେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button