ମନୋରଞ୍ଜନ

ପିଲା ଦିନରୁ ହିଁ Rohit Sardana ଦେଖିଥିଲେ ଏହି ବଡ ସ୍ଵପ୍ନ, ତା’ ପରେ ଜଣେ ବ୍ୟକ୍ତି ଙ୍କ ସହାୟତରେ ଏମିତି ବଦଳି ଯାଇଥିଲା ତାଙ୍କର ଜୀବନ

ବନ୍ଧୁଗଣ ଗତ କିଛି ଦିନ ତଳେ ସମସ୍ତ ଲୋକଙ୍କୁ ଏକ ବଡ ଝଟକା ସେତେବେଳେ ଲାଗିଥିଲା ଯେତେବେଳେ ଲୋକପ୍ରିୟ ସାମ୍ବାଧିକ ରୋହିତ ସର୍ଦନାଙ୍କ ଦେ-ହା-ନ୍ତ ହୋଇଥିଲା । କରୋନା ମହାମାରୀରେ ସଂକ୍ରମିତ ହେବା କାରଣରୁ ତାଙ୍କ ଦେ-ହା-ନ୍ତ ହୋଇଥିଲା ।

ବହୁତ କମ ବୟସରେ ସେ ଏହି ଦୁନିଆ ଛାଡି ଚାଲିଯାଇଥିଲେ । ରୋହିତ ସର୍ଦନା ଥିଲେ ଆଜତକ ଚ୍ଯାନେଲର ମୁଖ୍ୟ ଏଙ୍କର । ୩୦ ଏପ୍ରିଲ ୨୦୨୧ରେ କରୋନାରେ ପୀଡିତ ହେବା କାରଣରୁ ତାଙ୍କ ଦେ-ହା-ନ୍ତ ହୋଇଥିଲା । ରୋହିତଙ୍କ ଦେ-ହା-ନ୍ତ ପରେ ତାଙ୍କ ଜୀବନ ସହ ଜଡିତ କିଛି ରହସ୍ୟପୂର୍ଣ୍ଣ କଥା ସାମ୍ନାକୁ ଆସିଥିଲା । ଏହି କିଛି ଦିନ ହେବ ରୋହିତଙ୍କ ଜୀବନର ଏକ ବଡ ସ୍ଵପ୍ନ ବିଷୟରେ ଜଣା ପଡିଛି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ରୋହିତଙ୍କ ଜନ୍ମ ୨୨ ସେପ୍ଟେମ୍ବର ୧୯୭୯ ମସିହାରେ ହରିୟଣା କୁରୁକ୍ଷେତ୍ରରେ ହୋଇଥିଲା । ରୋହିତ ନିଜ ପାଠ ପଢା ଅମ୍ବେଶ୍ବର ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ପୂରଣ କରିଥିଲେ । ୨୦୦୨ ମସିହାରେ ତାଙ୍କ କଲେଜ ପାଠ ଶେଷ ହୋଇଥିଲା । ରୋହିତ ନିଜ ଜୀବନରେ ସେତେବେଳେ ବଡ ସଫଳତା ହାସଲ କରିଲେ ଯେତେବେଳେ ସେ ଭାରତର ସବୁଠାରୁ ବଡ ନ୍ୟୁଜ ଚ୍ୟାନେଲ ଆଜତକରେ କାମ କରିଲେ ।

ରୋହିତଙ୍କର ପିଲା ଦିନରୁ ଏକ ବଡ ସ୍ଵପ୍ନ ରହିଥିଲା । ତାଙ୍କର ସ୍ଵପ୍ନ ଥିଲା ଟିଭିରେ ଆସିବା ପାଇଁ । ଯେତେବେଳେ ସେ ବହୁତ ଛୋଟ ଥିଲେ ସେତେବେଳେ ସେ ଏହି ବଡ ସ୍ଵପ୍ନ ଦେଖିଥିଲେ । ସେ ନିଜ ସ୍ଵପ୍ନକୁ ସତ କରିବା ପାଇଁ ବହୁତ ପ୍ରୟାସ କରିଥିଲେ । ବନ୍ଧୁଗଣ ଟିଭିରେ ନଜର ଆସିବା ପାଇଁ ଏହା ଜରୁରୀ ନୁହେଁ ଯେ ସମସ୍ତ ଲୋକ ଅଭିନୟ କରିବେ । ତେଣୁ ରୋହିତ ମିଡିଆ ଲାଇନରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ ।


ପତ୍ରକାର ଦୁନିଆରେ ଆସିବା ପରେ ସେ ଟେଲିପ୍ରୋପେଟର ପରି କାମ କରିଥିଲେ । କିଛି ସମୟ ଏହିପରି କାମ କରିବା ପରେ ତାଙ୍କୁ ଏଡିଟର ବୁଲେଟିନରେ କାମ କରିବା ପାଇଁ ମଉକା ଦେଇଥିଲେ । ଏହାପରେ ରୋହିତ ନିଜ ଟ୍ୟାଲେନ୍ଟ ଦେଖାଇଥିଲେ ଓ ବହୁତ ଭଲ ଭାବରେ ନ୍ୟୁଜ ପାଢୀ ସମସ୍ତଙ୍କ ମନକୁ ଜିତି ପାରିଥିଲେ । ଭଲ କାମ କରିବା ହେତୁ ତାଙ୍କୁ ସବୁଦିନ ପାଇଁ ଏହି କାମ ମିଳିଯାଇଥିଲା । ରୋହିତଙ୍କ ସ୍ଵପ୍ନ ପୂରଣ ହୋଇଥିଲା ଓ ଏହା ଥିଲା ତାଙ୍କ ପାଇଁ ବଡ ଗର୍ବର କଥା ।

ମିଡିଆ ଲାଇନରେ ସେ ସଫଳତା ପାଇଥିଲେ ଓ ବହୁତ ବଡ ନାମ ଅର୍ଜନ କରିଥିଲେ । ଏହାପରେ ରୋହିତ ୨୦୧୭ ମସିହାରେ ଆଜତକରେ ସାମିଲ ହୋଇଗଲେ ଓ ଆଜତକ ଚ୍ୟାନେଲର ମୁଖ୍ୟ ଏଙ୍କର ହୋଇଥିଲେ । ନିଜର କଷ୍ଟ ଓ ସଂଘର୍ଷ ଦ୍ଵାରା ସେ ଜୀବନରେ ସଫଳତା ହାସଲ କରିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button