ଦେଶ- ବିଦେଶ

ଏହି 6 ଜଣଙ୍କ ଘରେ ଭୁଲରେ ବି କରିବେ ନାହିଁ ଭୋଜନ, ନହେଲେ ଭୋଗିବେ ଭୟଙ୍କର ପରିଣାମ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ମହାନ ଜ୍ଞାନୀ ଚାଣକ୍ୟ ନୀତି ରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ। ଚାଣକ୍ୟ ଙ୍କ ନୀତି ରେ କିଛି ଏଭଳି ବ୍ୟକ୍ତି ଙ୍କ ସମ୍ବନ୍ଧରେ ଉଲ୍ଲେଖ କରା ଯାଇଛି ଯେଉଁ ମାନଙ୍କ ଘରେ ଭୋଜନ କରିବା ଆଦୋୖ ଉଚିତ ନୁହେଁ। ଏହି ନୀତି ଅନୁସାରେ ଏଭଲି ବ୍ୟକ୍ତି ଙ୍କ ଘରେ ଭୋଜନ କରିବା ଦ୍ୱାରା ମନ ଓ ମସ୍ତିଷ୍କ ଉଭୟ ରେ ଖରାପ ପ୍ରଭାବ ପଡ଼ିଥାଏ।ଗରୁଡ଼ ପୁରାଣ ରେ ମଧ୍ୟ ଏହି ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମତଃ, ଯେଉଁ ବ୍ୟକ୍ତି ମାନେ ନିରୀହ ବ୍ୟକ୍ତି ମାନଙ୍କୁ ଉଦ୍ଧାର ଦେଇ ଏହାର ଦୁଇ ଗୁଣ ସୁଦ୍ଧ ହିସାବରେ ନେଇଥାନ୍ତି, ଅର୍ଥାତ ଯେଉଁ ମାନେ ଆବଶ୍ୟକ ରେ ଥିବା ବ୍ୟକ୍ତି ମାନଙ୍କ ଫାଇଦା ଉଠାଇଥାନ୍ତି, ସେଭଳି ବ୍ୟକ୍ତି ଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ। ଏହାଦ୍ବାରା ଆପଣଙ୍କ ମନ ଓ ମସ୍ତିଷ୍କ ଦୂଷିତ ହୋଇଥାଏ।

୨. ବନ୍ଧୁଗଣ ଦ୍ବିତୀୟତଃ, ଚୋ-ର ଓ ଅ-ପ-ରା-ଧୀ ଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଅ-ପ-ରା-ଧୀ ମାନଙ୍କ ଘରେ ଭୋଜନ କରିବା ଦ୍ୱାରା ସେମାନଙ୍କ ଅ-ପ-ରା-ଧ ର କୁପ୍ରଭାବ ଆପଣଙ୍କ ଉପରେ ମଧ୍ୟ ପଡ଼ିଥାଏ।

୩. ବନ୍ଧୁଗଣ ତୃତୀୟତଃ, ଯେଉଁ ବ୍ୟକ୍ତି ସର୍ବଦା କ୍ରୋଧ ରେ ରୁହନ୍ତି ସେମାନଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ। କ୍ରୋଧ ରେ ମନୁଷ୍ୟ ଠିକ ଓ ଭୁଲ ରେ ଅନ୍ତର କରିବା ମଧ୍ୟ ଭୁଲି ଯାଇଥାଏ। ତେଣୁ ଏପରି ବ୍ୟକ୍ତି ଙ୍କ ଘରେ ଭୋଜନ କରିବା ଦ୍ୱାରା ସେମାନଙ୍କ ସ୍ୱଭାବ ଆପଣଙ୍କ ଉପରେ ମଧ୍ୟ ପରିଲକ୍ଷିତ ହୋଇଥାଏ। ତେଣୁ ଏପରି ବ୍ୟକ୍ତି ଙ୍କ ଘରେ ଆଦୌ ଭୋଜନ କରିବା ଉଚିତ ନୁହେଁ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ବ୍ୟକ୍ତି ବହୁତ ଦିନ ଧରି କୌଣସି ସଂକ୍ରମିତ ରୋଗରେ ପୀଡ଼ିତ ରହିଛି, ସେଭଳି ବ୍ୟକ୍ତି ଙ୍କ ଘରେ ଆଦୋୖ ଭୋଜନ କରିବା ଉଚିତ ନୁହେଁ। କାରଣ ଏହାଦ୍ବାରା ସେହି ରୋଗର କୀଟାଣୁ ଆପଣଙ୍କ ଶରୀରରେ ମଧ୍ୟ ପ୍ରବେଶ କରିବାର ସମ୍ଭାବନା ରହିଥାଏ।

୫. ବନ୍ଧୁଗଣ ପଞ୍ଚମତଃ, କୌଣସି ଚରିତ୍ର ହୀ-ନା ମହିଳା ଙ୍କ ହାତରୁ ଅଥବା ସେମାନଙ୍କ ଘରେ ଆଦୋୖ ଭୋଜନ କରିବା ଉଚିତ ନୁହେଁ। ଶାସ୍ତ୍ର ରେ ଚରିତ୍ର ହୀ-ନା ର ଅର୍ଥ ଯେଉଁ ମହିଳା ଜାଣିଶୁଣି ଅ-ଧ-ର୍ମ ଆଚରଣ କରିଥାଏ। ଏପରି ମହିଳା ଙ୍କ ଘରେ ଭୋଜନ କରିବା ଦ୍ୱାରା ଆପଣ ମଧ୍ୟ ସେମାନଙ୍କ ପା-ପ-ର ଭାଗିଦାର ହୋଇଥାନ୍ତି ଏବଂ ପା-ପ-ର ଫଳ ପ୍ରାପ୍ତ କରିଥାନ୍ତି।

୬. ବନ୍ଧୁଗଣ ଷଷ୍ଠତଃ, ଯେଉଁ ବ୍ୟକ୍ତି ଅନ୍ୟ ମାନଙ୍କ ଉପରେ ମାନବୀୟ ଭାବ ରଖି ନଥାଏ ଏବଂ ସମସ୍ତଙ୍କୁ ଦୁଃଖ ଓ କଷ୍ଟ ଦେଇଥାଏ, ସେଭଳି ବ୍ୟକ୍ତି ଙ୍କ ଘରେ ଆଦୋୖ ଭୋଜନ କରିବା ଉଚିତ ନୁହେଁ। କାରଣ ଏପରି ଘରେ ଭୋଜନ କରିବା ଦ୍ଵାରା ଆପଣଙ୍କ ସ୍ୱଭାବ ମଧ୍ୟ ସେହିଭଳି ହୋଇ ଯାଇଥାଏ। ବନ୍ଧୁଗଣ ଆମେ ଯେପରି ଭୋଜନ ଖାଇଥାଉ, ଆମର ସ୍ୱଭାବ ଓ ବିଚାର ମଧ୍ୟ ସେହିପରି ହୋଇଥାଏ। ତେଣୁ ସର୍ବଦା ଉତ୍ତମ ବ୍ୟକ୍ତି ଙ୍କ ଘରେ ହିଁ ଭୋଜନ କରିବା ଉଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button