ମନୋରଞ୍ଜନ

ବିବାହ ପରେ ଆଜି ବହୁତ ବଦଳି ଯାଇଛନ୍ତି ଅଭିନେତ୍ରୀ ileana d’cruz, ଦେଖନ୍ତୁ କ’ଣ ରୁ ଆଜି କ’ଣ ହେଇଯାଇଛନ୍ତି ଇଲିଆନା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ବଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନେତ୍ରୀ ‘ଇଲିୟାନା ଡିକ୍ରୁଜ’ ନିଜର କାୟା ବିସ୍ତାର କରି ସାରିଛନ୍ତି ଏବଂ ଏହି ଅଭିନେତ୍ରୀ ପ୍ରାୟ ସମୟ ଚର୍ଚ୍ଚା ରେ ଆସୁଛନ୍ତି। ଏହି ଅଭିନେତ୍ରୀ ନିଜର ସୁନ୍ଦରତା ସହିତ ନିଜର ଆକର୍ଷଣୀୟ ଫିଗର ପାଇଁ ମଧ୍ୟ ବହୁତ ମାତ୍ରା ରେ ପ୍ରସିଦ୍ଧ ଅଟନ୍ତି । ଅଭିନେତ୍ରୀ ଇଲିୟାନା ଡିକ୍ରୁଜ ଙ୍କ ଶେଷ ଫିଲ୍ମ ୨୦୧୮ ମସିହାରେ ରିଲିଜ ହୋଇଥିଲା ଏବଂ ଫିଲ୍ମ ର ନାମ ଥିଲା ‘ରେଡ଼’।

ଏହି ଫିଲ୍ମ ରେ ଇଲିୟାନା ଙ୍କ ସହିତ ଅଭିନେତା ‘ଅଜୟ ଦେବଗନ’ ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ। ଇଲିୟାନା ବଲିଉଡ ଇଣ୍ଡଷ୍ଟ୍ରି ରେ ବହୁତ ଗୁଡ଼ିଏ ଫିଲ୍ମ ରେ ଅଭିନୟ କରି ସାରିଛନ୍ତି।


ଏହି ଅଭିନେତ୍ରୀ ନିଜର ପ୍ରଥମ ଡେବ୍ୟୁଟ ଫିଲ୍ମ ‘ବର୍ଫି’ ରୁ ଆରମ୍ଭ କରିଥିଲେ। ଏହି ଫିଲ୍ମ ରେ ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ।ଏହାପରେ ଅଭିନେତ୍ରୀ ଇଲିୟାନା ଡିକ୍ରୁଜ ଙ୍କ ଫିଲ୍ମ ଏତେ ମାତ୍ରାରେ ହିଟ ହୋଇନଥିଲା।ଯଦିଓ ସେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଅଭିନୟ ପାଇଁ ସଫଳତା ହାସଲ କରି ପାରି ନାହାନ୍ତି କିନ୍ତୁ ତାଙ୍କର ଫିଗର ପାଇଁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସିଦ୍ଧ। ଶୁଣିବାକୁ ମିଳେ ଯେ, ଏହି ଅଭିନେତ୍ରୀ ଜିମ୍ ଯାଆନ୍ତି ନାହିଁ। କିନ୍ତୁ ସେ ନିଜର ଫିଗର କୁ ମେଣ୍ଟେନ କରି ରଖିଛନ୍ତି।

ଏହି ଅଭିନେତ୍ରୀ ନିଜର ସମସ୍ତ ଫଟୋ କୁ ସୋସିଆଲ ମିଡିଆ ରେ ସେୟାର କରୁଥିବାର ଦେଖିବାକୁ ମିଳେ। କିଛି ଦିନ ପୂର୍ବରୁ ଇଲିୟାନା ଙ୍କ ଏକ ଫଟୋ ସୋସିଆଲ ମିଡିଆ ରେ ଖୁବ ମାତ୍ରାରେ ଭାଇରାଲ ହୋଇଥିଲା। ସେହି ଫଟୋ ରେ ସେ ବହୁତ ହିଁ ମୋଟୀ ଦେଖା ଯାଉଥିଲେ। ତାଙ୍କ ଶରୀରର ତଳ ଭାଗ ଅଧିକ ମୋଟା ଦେଖା ଯାଉଥିଲା। ଫିଲ୍ମ ‘ରେଡ଼’ ରେ ଅଜୟ ଦେବଗନ ଙ୍କ ସହିତ କାମ କରିଥିବା ସମୟରେ ଇଲିୟାନା ବହୁତ ହିଁ ସ୍ଲିମ ଏବଂ ଫିଟ ନଜର ଆସୁଥିଲେ।

କିନ୍ତୁ ବର୍ତ୍ତମାନ ସେ ବହୁତ ମୋଟା ଦେଖା ଯାଉଛନ୍ତି। ଅଭିନେତ୍ରୀ ଇଲିୟାନା ଏକ ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି। ସେହି ରୋଗରେ ଶରୀରର ତଳ ଭାଗ ଅଧିକ ମୋଟା ହୋଇଯାଇଥାଏ। ସେ ନିଜର ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ ଯେ, ସେ ଛୋଟ ବେଳୁ ହିଁ ଏହି ରୋଗର ସମୁଖୀନ୍ନ ହୋଇଛନ୍ତି ଏବଂ ଏଥିପାଇଁ ସେ ଡିପ୍ରେସନ ର ଶିକାର ମଧ୍ୟ ହୋଇଛନ୍ତି। କିନ୍ତୁ ପରେ ସେ ଡିପ୍ରେସନ ରୁ ବାହାରକୁ ଆସିଥିଲେ ଏବଂ ନିଜକୁ ଏହି ରୂପରେ ହିଁ ଆପଣାଇ ଥିଲେ।

 

ଇଲିୟାନା ନିଜର ବିଦେଶୀ ବଏଫ୍ରେଣ୍ଡ ଙ୍କୁ ଵିଵାହ କରି ସାରିଛନ୍ତି। ଦର୍ଶକ ମାନଙ୍କ କହିବାନୁସାରେ ବିବାହ ପରେ ଇଲିୟାନା ଙ୍କ ଓଜନ ଅଧିକ ବଢି ଯାଇଛି। ଏହି କାରଣରୁ ସେ ଫିଲ୍ମ ଦୁନିଆ ରୁ ଦୂରରେ ଅଛନ୍ତି । କିଛି ଦିନ ପୂର୍ବରୁ ପରିବା କିଣୁଥିବା ସମୟରେ ମଧ୍ୟ ତାଙ୍କର ଏକ ଫଟୋ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିଲା ।

ବନ୍ଧୁଗଣ ଆପଣ ଏହି ଫଟୋ ମାଧ୍ୟମରେ ଅଭିନେତ୍ରୀ ଙ୍କୁ ଦେଖି ପାରୁଥିବେ। ହୁଏତ ଆପଣ ତାଙ୍କୁ ଚିନ୍ହି ପାରୁ ନଥିବେ।କିନ୍ତୁ ଇଲିୟାନା ନିଜର ବଢିଥିବା ଓଜନ ରେ ମଧ୍ୟ ସୁନ୍ଦର ଦେଖା ଯାଉଛନ୍ତି। ଅଭିନେତ୍ରୀ ଇଲିୟାନା ଡିକ୍ରୁଜ ଙ୍କ ଫାନ୍ସ ମାନେ ବହୁତ ଶୀଘ୍ର ତାଙ୍କର କମ୍ ବ୍ୟାକ୍ ର ଅପେକ୍ଷା ରେ ଅଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button