ମନୋରଞ୍ଜନ

କାହାର ନାମ ଭାବି ବାଛନ୍ତୁ ଯେ କୌଣସି ଗୋଟେ ନମ୍ବର ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି-Tarto Card Reading

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ 3ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଆପଣ ଏହି 3 ନମ୍ବର 3 ଜଣଙ୍କ ପାଇଁ ଚୁଜ କରିପାରିବେ । ଏହା ଏକ ପ୍ରକାର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

1- ଯଦି ଆପଣଙ୍କୁ ପ୍ରଥମ ଗୋଲାପ ଟି ଅଧିକ ଆକର୍ଷିତ କରିଛି ତେବେ ଆପଣଙ୍କ ସାଥି ଭାବୁଛନ୍ତି କି ଆପଣ ଏମିତି ଏକ ବ୍ୟକ୍ତି ଯିଏ ନିଜ ଦୁନିଆରେ ଫସି ଯାଇଥାନ୍ତି । ଆପଣ କାହାକୁ ବି ଭଲ ପାଇଥାନ୍ତି ତାଙ୍କ ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଆପଣ ଅନ୍ୟ ର ଇସାରା ରେ ସବୁ କାମ କରିଥାନ୍ତି । ଆପଣଙ୍କ ଆଖ ପାଖର ଲୋକେ ନେଗେଟିଭ ଅଛନ୍ତି । ଆପଣଙ୍କର ବ୍ୟବହାର କରୁଛନ୍ତି । ଆପଣ ଏମିତି ଲୋକଙ୍କ ମଧ୍ୟରେ ଅଟକି ରହିଛନ୍ତି ଯିଏ ଆପଣଙ୍କର ଦୁର୍ବ୍ୟବହାର କରୁଛନ୍ତି । ଆପଣ କାହାକୁ ଭଲ ପାଇଗଲେ ତାର ଭଲ ଖରାପ ଗୁଣ ସବୁ କିଛି ମାନିଥାନ୍ତି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ଗୋଲାପ ଟି ଚୁଜ କରିଛନ୍ତି ଆପଣ ଏବେ ଏକା ଅନୁଭବ କରୁଛନ୍ତି ଦୁଖୀ ଅଛନ୍ତି । ଆପଣ ଭବିଷ୍ୟତରେ ବେହତର କରିବାକୁ ଭାବୁଛନ୍ତି । ଜୀବନରେ ଯାହା ବି ଚେଞ୍ଜ କରିବେ ତାହା ସ୍ଥିର କରିଛନ୍ତି । ବାସ ସମୟର ଅପେକ୍ଷା କରିଛନ୍ତି ଆପଣ । ବର୍ତ୍ତମାନ ଆପଣ ନିଜକୁ କମଜୋର ଅନୁଭବ କରୁଛନ୍ତି । ସେ ଆପଣଙ୍କର ଲଭର୍ସ ହୋଇପାରନ୍ତି । ତାଙ୍କୁ ଲାଗୁଛି ଆପଣ ତାଙ୍କ ସ୍ଟେପ ର ଅପେକ୍ଷାରେ ଅଛନ୍ତି । ଆପଣ ଏମିତି ବ୍ୟକ୍ତି ଯିଏ ଲାଇଫରେ ଖୁସି କେବେ ଦେଖି ନାହାନ୍ତି । ଆପଣ ଆଶା ରେ ରହିଥାନ୍ତି । ଏହି ଆଶା କୁ ନେଇ ଆପଣ ଜୀବନରେ ଆଗକୁ ବଢିଥାନ୍ତି ।

3- ଆପଣ ଯଦି ତୃତୀୟ ଗୋଲାପ ଟି ଚୟନ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଆପଣଙ୍କୁ ନେଇ ପଜେଟିଭ ଭାବୁଛନ୍ତି । ଆପଣ କିଛି ବି କରିପାରନ୍ତି ନିଜ ବୁଦ୍ଧି ବଳରେ । ଆପଣ ବହୁତ ଉଚ୍ଚ କୁ ଯିବେ କାରଣ ଆପଣଙ୍କ ଠାରେ ଧର୍ଯ୍ୟ, ସାହସ ଅଛି । ଯାହା ସଫଳତା ବ୍ୟକ୍ତିଙ୍କ ଠାରେ ଦେଖାଯାଏ । ଆପଣ ଯାହା ସାମ୍ନାରେ କୁହନ୍ତି ।

କାହା ସହ ସ୍ଵାର୍ଥରେ ବନ୍ଧୁତା ରଖନ୍ତି ନାହିଁ । ଆପଣ କେତେ ବୁଦ୍ଧିମାନ ସେ ଜାଣିଛନ୍ତି । ଆପଣଙ୍କ ଆଖି ଦେଖିବାକୁ ସୁନ୍ଦର ହେବା ସହ ଆପଣଙ୍କ ଠାରେ ଆକର୍ଷଣ ଭାବ ରହିଛି । ସମସ୍ତେ ଆପଣଙ୍କ ସହ ବନ୍ଧୁତା ରଖିବାକୁ ପସନ୍ଦ କରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button