ମନୋରଞ୍ଜନ

ଗୋଟିଏ ବର୍ଷରେ ହିଁ 3 ଟି ପିଲାର ମା ହେଇଗଲେ Bollywood ର ଏହି ଫେମସ ହିରୋଇନ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ବନ୍ଧୁଗଣ ଆପଣ ମାନେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ବଲିଉଡର ସମସ୍ତ ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି ଦୁନିଆର ସମସ୍ତ ମହିଳା ମାନଙ୍କ ପାଇଁ ମା ହେବାର ଶୋଭାଗ୍ୟ ସବୁଠାରୁ ଅଧିକ ଖୁସି ଦେଇଥାଏ, ହେଲେ ବଲିଉଡ ଅଭିନେତ୍ରୀ ମାନେ ନିଜ ଫିଲ୍ମ କାରିୟରକୁ ବଞ୍ଚାଇବା ପାଇଁ ମା ହୁଅନ୍ତି ନାହିଁ, ହେଲେ ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ୧ ବର୍ଷ ମଧ୍ୟରେ ତିନୋଟି ଛୁଆର ମା ହୋଇଛନ୍ତି ।

ବନ୍ଧୁଗଣ ଆପଣ ମାନେ ସେହି ଅଭିନେତ୍ରୀଙ୍କ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ସନି ଲିଓନି । ବନ୍ଧୁଗଣ ଆପଣ ମାନେ ସାମସ୍ତେ ସନିଙ୍କୁ ବହୁତ ଫିଲ୍ମରେ ଦେଖିଥିବେ । ବନ୍ଧୁଗଣ ସନି ଲିଓନି ବହୁତ ସୁପର ହିଟ ଫିଲ୍ମରେ ଆଇଟମ ସଙ୍ଗରେ ନଜର ଆସିଛନ୍ତି  । ସନି ନିଜର ସୁନ୍ଦରତା ଓ ନିଜର ବୋଲ୍ଟ ଲୁକ୍ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।


କେବଳ ଆତମ ସଙ୍ଗ ନୁହେଁ ବନ୍ଧୁଗଣ ଅନେକ ଫିଲ୍ମରେ ସେ ମୁଖ୍ୟ ଅଭିନେତ୍ରୀର ଭୂମିକା ମଧ୍ୟ କରିଛନ୍ତି । ତାଙ୍କର କେତେକ ଚର୍ଚିତ ଫିଲ୍ମ ହେଉଛି ‘ରାଗିନୀ ଏମଏମଏସ ୨, ଲିଲା, ଅର୍ଜୁନ ପଟିଆଲା, ଭୂମି ଓ ରଇସ ଆଇ ଫିଲ୍ମ । ବନ୍ଧୁଗଣ ଦର୍ଶକ ମାନଙ୍କୁ ସନିଙ୍କ ଅଭିନୟ ଓ ସୁନ୍ଦରତା ବହୁତ ଅଧିକ ପସନ୍ଦ ଆସିଥାଏ ।

ବନ୍ଧୁଗଣ ସୋସିଆଲ ମିଡିଆରେ ମଧ୍ୟ ସନିଙ୍କର ବହୁତ ଫ୍ୟାନ୍ସ ଫଲୋଇଙ୍ଗ ଅଛନ୍ତି । ହେଲେ ବନ୍ଧୁଗଣ ଗୋଟେ ସମୟରେ ସନି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଥିଲେ ଯେତେବେଳେ ସେ ଗୋଟିଏ ବର୍ଷରେ ତିନୋଟି ଛୁଆର ମା ହୋଇଯାଇଥିଲେ । ବନ୍ଧୁଗଣ ସନି ପ୍ରଥମେ ଏକ ପିଲାକୁ ମହାରାଷ୍ଟ୍ରର ଏକ ଗାଁରୁ ଆଣିଥିଲେ ଏହା ପରେ ସେ ସେରୋଗେସୀ ଜରିଆରେ ଦୁଇଟି ଜୁଡୁବା ଛୁଆଙ୍କୁ ଜନ୍ମ ଦେଇଥିଲେ ।

ବନ୍ଧୁଗଣ ବର୍ତ୍ତମାନ ସନି ନିଜର ତିନୋଟି ଛୁଆଙ୍କର ଲାଳନ ପାଳନ କରୁଛନ୍ତି ଓ କାମ ଅପେକ୍ଷା ସେ ନିଜ ଛୁଆ ମାନଙ୍କ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ମଧ୍ୟ ସନି ନିଜ ଛୁଆ ମାନଙ୍କ ସହ ବହୁତ ଫଟୋ ସେୟାର କରିଛନ୍ତି । ସନି ଏକ ଭଲ ଅଭିନେତ୍ରୀ ହେବା ସହ ଜଣେ ବହୁତ ଭଲ ମା ମଧ୍ୟ ଅଟନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button