ମନୋରଞ୍ଜନ

Bollywood ର ଏହି 4 ଜଣ ଷ୍ଟାର ଙ୍କ ସାମ୍ନାରେ ମୁଣ୍ଡ ନୂଆଁନ୍ତି Salman Khan, ନମ୍ବର 2 ଙ୍କୁ ତ ସେ ନିଜର ଗୁରୁ ମାନିଥାନ୍ତି

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ବଲିଉଡ଼ ରେ ଅନେକ ସୁପର ଷ୍ଟାର ରହିଛନ୍ତି।ଯେଉଁମାନେ ନିଜର ଦମଦାର ଅଭିନୟ ଜରିଆରେ ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।ସମସ୍ତ ସୁପର ଷ୍ଟାର ଙ୍କର ଅନେକ ଫ୍ୟାନ ରହିଛନ୍ତି।ସେମାନଙ୍କ ଫ୍ୟାନ ମାନଙ୍କ ଭଲ ପାଇବା ପାଇଁ ହିଁ ସେମାନେ ଆଜି ଏହି ସ୍ଥାନ ରେ ପହଞ୍ଚି ପାରିଛନ୍ତି।କିନ୍ତୁ ଯଦି ଆମେ ଫ୍ୟାନ ଙ୍କ ବିଷୟରେ କହିବା ତେବେ ବଲିଉଡ଼ ର ଦବଙ୍ଗ ଷ୍ଟାର ସାଲମାନ ଖାନ ସେହି ଲିଷ୍ଟର ସବୁଠାରୁ ଉପର ସ୍ଥାନ ରେ ରହିବେ।ନିଜର ଅଭିନୟ,ଆକ୍ସନ ଓ ଷ୍ଟାଇଲିଶ ଲୁକ ପାଇଁ ସେ ବହୁତ ପ୍ରସିଦ୍ଧ ଅଟନ୍ତି।

ଯଦି ଆମେ ତାଙ୍କର ସ୍ଵଭାଵ ସମ୍ପର୍କରେ କଥା ହେବା ତେବେ ବନ୍ଧୁଗଣ ଆପଣ ମାନେ ଜାଣିରଖନ୍ତୁ ଯେ ସେ ସ୍ଵଭାଵ ରେ ବହୁତ ଭଲ ଓ ଟିକେ ରାଗି ଅଟନ୍ତି।ରାଗି ହେଲେ ମଧ୍ୟ ସେ ବହୁତ ଦୟବାନ ହୃଦୟ ର ବ୍ୟକ୍ତି ଅଟନ୍ତି।ଆବେକ ସମୟରେ ସେ ଟିକେ ଟିକେ କଥା ରେ ମଧ୍ୟ ରାଗିଯାଇଥାନ୍ତି।କିନ୍ତୁ କୌଣସି ଦୁଖୀ ଦରିଦ୍ର ଙ୍କୁ ଦେଖିଲେ ସେ ପ୍ରଥମେ ସାହାଯ୍ୟ ର ହାତ ବଢାଇଥାନ୍ତି।ତେବେ ବନ୍ଧୁଗଣ ସଲମାନ ଖାନ ବଲିଉଡର ଏତେ ବଡ ଅଭିନେତା ହେବା ସତ୍ୱେ ମଧ୍ୟ ବଲିଉଡର କିଛି ଏପରି କଳାକାର ଅଛନ୍ତି ଯାହା ଆଗରେ ସେ ନିଜର ମୁଣ୍ଡ ନୁଆଇଁ ଥାଆନ୍ତି।

ସେ କୌଣସି ଡର କିମ୍ବା ଭୟ ରେ ମୁଣ୍ଡ ନୁଆଇଁ ନଥାନ୍ତି।ବରଂ ସେ ତାଙ୍କୁ ସମ୍ମାନ କରୁଥିବାରୁ ସେ ତାଙ୍କ ପାଖରେ ମୁଣ୍ଡ ତଳକୁ କରିଥାନ୍ତି।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କିଏ ସେହି କଳାକାର ଯାହାଙ୍କ ଆଗରେ ଭାଇଜାନ ମୁଣ୍ଡ ନୁଆଇଁ ଥାଆନ୍ତି।

୧.ସଲିମ ଖାନ-ଏହି ଲିଷ୍ଟ ର ପ୍ରଥମ ସ୍ଥାନ ରେ ଅଛନ୍ତି ସଲମାନ ଖାନ ଙ୍କର ପିତା ସଲିମ ଖାନ।ସଲମାନ ଓ ସଲିମ ଦୁହେଁ ପରସ୍ପରକୁ ବହୁତ ଭଲ ପାଇଥାନ୍ତି।ଦୁହେଁ ଅନେକ ଥର ମସ୍ତି ମଜାକ କରୁଥିବାର ମଧ୍ୟ ନଜର ଆସିଛନ୍ତି।ସେ ନିଜ ପିତା ଙ୍କର ସମସ୍ତ କଥା କୁ ମାନିଥାନ୍ତି।ସଲିମ ମଧ୍ୟ ନିଜ ପୁତ୍ର କୁ ସବୁ ସମୟରେ ଗାଇଡ଼ କରିଥାନ୍ତି।ସଲମାନ ସଲିମ ଙ୍କ ଠାରୁ ଅନେକ କିଛି କଥା ଶିଖିଥାନ୍ତି।ସଲମାନ ଖାନ ନିଜ ପିତା ସଲିମ ଖାନ ଙ୍କ ଆଗରେ ସଦା ସର୍ବଦା ମୁଣ୍ଡ ନୁଆଁଇ ଥାଆନ୍ତି।

୨.ଅମିତାଭ ବଚ୍ଚନ-ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନ ରେ ଅଛନ୍ତି ବଲିଉଡ ର ବିଗ ବି ଅମିତାଭ ବଚ୍ଚନ।ଅମିତାଭ ଙ୍କୁ ବଲିଉଡର ମହାନାୟକ ମଧ୍ୟ କୁହାଯାଏ।ସଲମାନ ଅମିତ ଙ୍କୁ ବହୁତ ସମ୍ମାନ କରିଥାନ୍ତି।ସେ ତାଙ୍କୁ ନିଜର ଗୁରୁ ବୋଲି ମଧ୍ୟ ମାନିଥାନ୍ତି।ସଲମାନ ଅମିତ ଙ୍କର ସମସ୍ତ ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି।ଏମାନେ ଅନେକ ଫିଲ୍ମ ରେ ଏକା ସହିତ କାମ ମଧ୍ୟ କରିଛନ୍ତି।ସଲମାନ ଅମିତଙ୍କୁ ବହୁତ ସମ୍ମାନ କରୁଥିବାରୁ ତାଙ୍କୁ ଦେଖିବା ମାତ୍ରେ ନୁଜର ମୁଣ୍ଡ ତଳକୁ କରି ତାଙ୍କୁ ସମ୍ମାନ ଜଣାଇ ଥାଆନ୍ତି।

୩.ଧର୍ମେନ୍ଦ୍ର-ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ସୁପର ଷ୍ଟାର ଧର୍ମେନ୍ଦ୍ର।ଧର୍ମେନ୍ଦ୍ର ଙ୍କ ଆଗରେ ପ୍ରାୟତଃ ସମସ୍ତେ ନିଜର ମୁଣ୍ଡ ନୁଆଇଁ ଥାଆନ୍ତି।ସଲମାନ ଧର୍ମେନ୍ଦ୍ର ଙ୍କର ବହୁତ ସାହାଯ୍ୟ କରିଥିଲେ ତେଣୁ ଏମାନେ ଦୁଇ ଜଣ ପରସ୍ପର ର ବହୁତ ପାଖାପାଖି ରହିଥାନ୍ତି।ସଲମାନ ବବି ଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପୁନର୍ବାର ଆଣିବାକୁ ବହୁତ ସାହାଯ୍ୟ କରିଥିଲେ।ସେ ଧର୍ମେନ୍ଦ୍ର ଙ୍କୁ ବହୁତ ଭଲ ପାଆନ୍ତି ଓ ତାଙ୍କର ସମସ୍ତ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି।

୪.ଅନୀଲ କପୁର-ବନ୍ଧୁଗଣ ଏହି ଲିଷ୍ଟର ଚତୁର୍ଥ ସ୍ଥାନ ରେ ଅଛନ୍ତି ବଲିଉଡର ସୁପର ଷ୍ଟାର ଅନୀଲ କପୁର।ଏମାନେ ଦୁଇ ଜଣ ଦୁଇ ସାଙ୍ଗ ଭଳି ସବୁବେଳେ ରହିଥାନ୍ତି।ଯେତେବେଳେ ବି ଏମାନଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଥାଏ ସେତେବେଳ ସେମାନେ ବହୁତ ମସ୍ତି କରିବାର ନଜର ଆସିଥାନ୍ତି।ଅନୀଲ ସଲମାନ ଙ୍କ ଠାରୁ ବୟସ ଓ ଅଭିଜ୍ଞତା ରେ ବହୁତ ବଡ଼ ହୋଇଥିବାରୁ ସେ ତାଙ୍କର ବହୁତ ସମ୍ମାନ କରନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button