ମନୋରଞ୍ଜନ

ନଦିଆ କେ ପାର ଫିଲ୍ମର ଗୁଞ୍ଜାଙ୍କ ଝିଅ ଏବେ ଦେଖାଯାଉଛନ୍ତି ଏତେ ବୋଲ୍ଡ ଓ ସୁନ୍ଦର, ଦେଖି ଆପଣଙ୍କ ହୋସ ଉଡିଯିବ

ଯଦି ଆପଣଙ୍କୁ ମନେ ଥିବେ ତେବେ ଗୋଟେ ଫିଲ୍ମ ଆସିଥିଲା ୧୯୮୨ରେ ଯାହାର ନା “ ନଦିଆ କେ ପାର” ଥିଲା । ସଚିନ ପିଲଗାଂୱକର ଓ ସାଧନା ସିଂହଙ୍କର ମୁଖ୍ଯ ଭୂମିକା ସହ ଏହି ଫିଲ୍ମ ପୂର୍ବ ଭାରତ ଓ ବିହାର ଉପରେ ବିଷୟବସ୍ତୁ ଥିଲା । ଏହି ଫିଲ୍ମ ଲୋକଙ୍କ ମନକୁ ଏମିତି ଛୁଇଁଥିଲା ଯେ ଲୋକ ଏହି ଫିଲ୍ମ ବାରମ୍ବାର ଦେଖିବାକୁ ପସନ୍ଦ କରୁ ଥିଲେ ।

ଏହି ଫିଲ୍ମ ମୁଖ୍ୟ ଅଭିନେତ୍ରୀ ଯାହାଙ୍କ ନା ଫିଲ୍ମ ରେ ଗୁଞ୍ଜା ଥିଲା ସେ ଆପଣଙ୍କୁ ମନେ ଥିବେ ତେବେ ତାଙ୍କ ଅସଲ ନା ସାଧନା ସିଂହ ଅଟେ ଏହି ଫିଲ୍ମ ରେ ସେ ବହୁତ ସରଳ ଓ ଚୁଲବୁଲି ଝିଅ ପରି ଅଭିନୟ କରିଥିଲେ ଏବଂ ତାଙ୍କ ଅଭିନୟ ଲୋକଙ୍କୁ ବହୁତ ପ୍ରଭାବିତ କରିଥିଲା ।

ଲୋକ ତାଙ୍କୁ ଦେଖିବା ପାଇଁ ବହୁତ ପସନ୍ଦ କରୁଥିଲେ । ଏହି ଫିଲ୍ମ ଦ୍ଵାରା ସାଧନାଙ୍କୁ ଫିଲ୍ମ ଜଗତ ରେ ଲୋକ ଚିହ୍ନିବା ଆରମ୍ଭ କରି ଦେଇଥିଲେ ଯାହା ପରେ ସେ ପ୍ରସିଦ୍ଧ ହବାକୁ ଲାଗିଥିଲେ ।

 

ଏହି ଫିଲ୍ମ ବହୁତ ପ୍ରସିଦ୍ଧ ହୋଇ ଥିଲା କିନ୍ତୁ କେହି ଏକଥା ଜାଣି ନାହାନ୍ତି ଯେ ଏହି ଫିଲ୍ମ ସାଧନାଙ୍କୁ ତାଙ୍କ ଭାଗ୍ୟ ଦ୍ଵାରା ପ୍ରାପ୍ତ ହୋଇଥିଲା ଘଟଣା ଏହା ଥିଲା ଯେ ସାଧନା ନିଜ ଭଉଣୀ ସହ ଫିଲ୍ମ ସୁଟିଙ୍ଗ ଦେଖିବା ପାଇଁ ଯାଇଥିଲେ ଯେଉଁଠି ସୂରଜ ବଡଜାତ୍ୟ ଗୋଟେ ବହୁତ ବଡ ଡାଇରେକ୍ଟର । ତାଙ୍କ ନଜର ସାଧନା ଉପରେ ପଡିଲା ଓ ସେ ନିଜ ଆସନ୍ତା ଫିଲ୍ମ ନଦିଆ କେ ପାର ପାଇଁ ସାଧନାଙ୍କୁ ଚାନସ ଦେଇଥିଲେ ।

ଏହି ଫିଲ୍ମ ପରେ ସାଧନାଙ୍କୁ ବହୁତ ପ୍ରକାର ଫିଲ୍ମ ପ୍ରାପ୍ତ ହେଇଥିଲା ଓ ସେ ଫିଲ୍ମ ଜଗତ ରେ ଗୋଟେ ବଡ ନା ରେ ପ୍ରସିଦ୍ଧ ହୋଇ ଗଲେ । ସାଧନାଙ୍କ ବିବାହ ବିହାରର ଗୋଟେ ଫିଲ୍ମ ନିର୍ମାତା ରାଜକୁମାର ସାହାବାଦୀ ସହ ହୋଇଥିଲା ଏବଂ ତାଙ୍କ ଝିଅ ଶୀନା ଶାହାବାଦୀ ଏବେ ହିନ୍ଦୀ ଫିଲ୍ମ ର ନୂଆ ଅଭିନେତ୍ରୀ ହବାକୁ ଯାଉଛନ୍ତି । ସାଧନାଙ୍କ ଝିଅ ନିଜ ମାଁ ପରି ହୋଇଛନ୍ତି ଓ ଲୋକ ଏହା ମଧ୍ୟ କହୁଛନ୍ତି ଯେ ଝିଅ ନିଜ ମାଁ ଠାରୁ ଅଧିକ ସୁନ୍ଦର ହୋଇଛନ୍ତି ତେବେ ଆସନ୍ତୁ ଦେଖିବା ଶୀନା ଓ ତାଙ୍କ ମାଁ ସାଧନାଙ୍କ କିଛି ଫଟୋ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button