ରାଜ୍ୟ

କହୁ କହୁ ସବୁ କିଛି ଖୋଲି କହିଦେଲେ Sura Routray, କହିଲେ ‘ପରିସ୍ରା କରିବାକୁ ଗଲେ ଗୁଣ୍ଡା ଜଗନ୍ତି, ଝାଡା ଗଲେ ବି ଜଗନ୍ତି, ହେଲେ ସେଦିନ…’

ନମସ୍କାର ବନ୍ଧୁଗଣ, ଆପଣ ମାନେ ଆମ ଓଡିଶାର ଖୋଲା ମନ ଥିବା ବିଧାୟକ ସୁର ରାଉତଙ୍କ ସମ୍ପର୍କରେ ଜାଣନ୍ତି । ତାଙ୍କ କାମ ଠିକ ହୋଇଥାଏ ଏବଂ ତାଙ୍କ କଥା ମଧ୍ୟ ଠିକ ହୋଇଥାଏ । ସେ ସମସ୍ତ କଥାର ଜବାବ ଆମ୍ନା ସାମ୍ନା ଦେଇଥାନ୍ତି । ସୁର ରାଉତଙ୍କ ମନରେ ଡର ଭୟ ବିଲକୁଲ ମଧ୍ୟ ନଥାଏ । ତେବେ ଆମ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ହତୟଆ ମାମଲା ସମ୍ପର୍କରେ ମୁହଁ ଖୋଲିଛନ୍ତି ଏବଂ କହୁ କହୁ କହିଦେଇଛନ୍ତି ପ୍ରକୃତ ସହ ତାହା କଣ ଆସନ୍ତୁ ଜାଣିବା ।

ସୁର ରାଉତ କହିଛନ୍ତି ନବ ଦାସ ପାଇଖାନା ଭିତରକୁ ଯିବା ସମୟରେ ମଧ୍ୟ ତାଙ୍କୁ ତାଙ୍କ ସିକୁରିଟି ଜଗିଥାନ୍ତି । କିନ୍ତୁ ଏତେ ବଡ ଘଟଣା ଘଟିବା ଦିନ ତାଙ୍କୁ କାହିଁକି ତାଙ୍କ ସିକୁରିଟି ଜଗି ନଥିଲେ ବା ସୁରକ୍ଷା ଦେଉନଥିଲେ ଏହି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଏତେ ବଡ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସମସ୍ତ ଲୋକ ଥିବା ସମୟରେ ଯଦି ଏଭଳି ଭାବରେ guleekanda କରାଯାଇ ହତୟଆ କରାଯାଇ ପାରିଲା ତେବେ ଆମେ ବିଧୟାକ ମାନେ ତଥା ମୁଖ୍ୟମନ୍ତ୍ରୀ କେତେ ସୁରକ୍ଷିତ ଏହିଥିରୁ ପ୍ରମାଣ ମିଳୁଛି ।

ନବ କୁଆଡେ ଏକଛତ୍ର ବାଦ ଶାସନ ଚଳାଇ ଥିଲେ ତାଙ୍କ ଅଞ୍ଚଳରେ ତେଣୁ ସୁରଙ୍କ କହିବା ଅନୁଯାୟୀ ତାଙ୍କୁ ହୁଏତ କେହି ଷ-ଅଡ-ଯ-ଅନ୍ତ୍ର କରି ଏପରି kanda ଘଟାଇଛି ବୋଲି କହିଛନ୍ତି । ସୁରଙ୍କ କହିବା ଅନୁଯାୟୀ ସେ ବ୍ୟକ୍ତିଗତ ଭାବରେ ଶୁଣିଛନ୍ତି କି ନବ ବହୁତ କିଛି ବେଆଇନ କାମରେ ସମ୍ପୃକ୍ତ ଥିଲେ । ତେଣୁ ତାଙ୍କର ଅନେକ ଶତ୍ରୁ ଥିଲେ ।

ନବଙ୍କ ଏକଛତ୍ର ବାଦ ଶାସନ ପାଇଁ ହୁଏତ ତାଙ୍କୁ ନେତା ମାନେ ଷ-ଅଡ-ଯ-ଅନ୍ତ୍ର କରି ହତୟଆ କରି ଥାଇ ପାରନ୍ତି । କିମ୍ବା ସେ ଅନେକ ବେଆଇନ କାମରେ ସମ୍ପୃକ୍ତ ଥିବାରୁ କିଛି ଲୋକ ହୁଏତ ମିଳିତ ଭାବରେ ଏପରି ଏକ kanda ଘଟାଇ ଥାଇ ପାରନ୍ତି ବୋଲି ସୁର କହିଛନ୍ତି ।

ସୁରଙ୍କ କହିବା ଅନୁଯାୟୀ ସେ ଜଣେ ଭଲ ଲୋଜ ଥିଲେ ଏବଂ ଭଲ ସ୍ଵାଭାବର ମଧ୍ୟ ଥିଲେ । ତେଣୁ ତାଙ୍କୁ ସମସ୍ତ ଲୋକଙ୍କ ସାମ୍ନାରେ ମରାଯାଇପାରିଲା କିପରି । ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ କଣ କରୁଥିଲେ ଏହା ଉପରେ ପ୍ରଶ୍ନ ଆଣିଛନ୍ତି ସୁର ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button