ରାଜ୍ୟ

ଏୟାରପୋର୍ଟ ରେ Pintu ଙ୍କ ପାଇଁ କାନ୍ଦି କାନ୍ଦି ଭିକ ମାଗିଲେ ଯାତ୍ରା ଅଭିନେତ୍ରୀ Rani Priyadarshini, କହିଲେ କିଛି ଏମିତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏୟାରପୋର୍ଟ ଯାଇ ପିନ୍ଟୁ ନନ୍ଦଙ୍କ ପାଇଁ ଭିକ ମାଗିଲେ ରାଣୀ ପ୍ରିୟଦର୍ଶିନୀ । ଏହା ସହିତ ଏହା ମଧ୍ୟ କହିଲେ ମୋ ଦ୍ଵାରା ଯେତେ ସମ୍ଭବ ମୁଁ ସାହାଜ୍ଯ କରିବି । ତେବେ ଯାତ୍ରା କଳାକାର ରାଣୀ ପ୍ରିୟଦର୍ଶିନୀଙ୍କ ମୁହଁରୁ ଏପରି କିଛି ଶୁଣିବାକୁ ମିଳିଛି । ତେବେ ନିକଟ ଅତୀତରେ ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ଅବସ୍ଥା ଗୁରୁତର ହୋଇ ବର୍ତ୍ତମାନ ସମୟରେ ପିନ୍ଟୁ ନନ୍ଦ ଲିଭର ଶିରୋସିସ ସମସ୍ଯା ସହ ଲଢେଇ କରୁଛନ୍ତି ।

ତେଣୁ ତାଙ୍କର ଚିକିତ୍ସା ତଥା ଦିଲ୍ଲୀ ଥରେ ହେବାକୁ ଥିବା ଲିଭର ଟ୍ରାନ୍ସପ୍ଳାଣ୍ଟେସନ ପାଇଁ ୫୦ ରୁ ୬୦ ଲକ୍ଷ ଟଙ୍କାର ମଧ୍ୟ ଆବଶ୍ୟକ ପଡୁଛି । ତେବେ ଅଭିନେତା ପିନ୍ଟୁ ନନ୍ଦଙ୍କୁ ସ୍ଵାସ୍ଥର ଚିକିତ୍ସା ନିମନ୍ତେ ଆବଶ୍ୟକ ହେଉଥିବା ଆର୍ଥିକ ସାହାଜ୍ଯ କରିବା ପାଇଁ ପିନ୍ଟୁ ନନ୍ଦ ନିଜସ୍ଵ ପ୍ରତିକ୍ରିୟା କିଛି ତଳେ ଗଣ ମାଧ୍ୟମ ଆଗରେ ରଖିଥିଲେ । ତେବେ ତାପରେ ପରେ ପିନ୍ଟୁଙ୍କୁ ସାହାଜ୍ଯ କରିବା ପିନ୍ଟୁଙ୍କ ଅନେକ ଫ୍ୟାନ ତଥା ଶୁଭଚିନ୍ତକ ମାନେ ପିନ୍ଟୁ ନନ୍ଦଙ୍କୁ ସାହାଜ୍ଯ କରିବାକୁ ଆଗେଇ ଆସିଛନ୍ତି ।

ଏହା ସହିତ ଓଡିଆ ସିନେ କଳାକାର ମାନେ ମଧ୍ୟ ପିନ୍ଟୁ ନନ୍ଦଙ୍କୁ ସାହାଜ୍ଯ କରିବାକୁ ଅଣ୍ଟା ଭିଡିଛନ୍ତି । ଏହା ସହିତ ଯେ ଯାହା ଶକ୍ଷ ଅନୁସାରେ ପିନ୍ଟୁ ନନ୍ଦଙ୍କୁ ଆର୍ଥିକ ସହାୟତା କରୁଛନ୍ତି । ତେବେ ଏଠାରେ ଯାତ୍ରା କଳାକାର ରାଣୀ ପ୍ରିୟଦର୍ଶିନୀ ପିନ୍ଟୁ ଭାଇଙ୍କ ପାଇଁ ଏୟାରପୋର୍ଟକୁ ଆସି ବୁଲି ବୁଲି ପିନ୍ଟୁ ଭାଇଙ୍କ ପାଇଁ ଭିକ ମାଗିଛନ୍ତି । ତେବେ ତାଙ୍କ କହିବା ଅନୁସାରେ ପିନ୍ଟୁ ନନ୍ଦଙ୍କୁ ମୁଁ ଭାଇ କରିଛି ।

ତେଣୁ ତାଙ୍କ ସୁଖ ଓ ଦୁଃଖରେ ମଧ୍ୟ ମୁଁ ତାଙ୍କ ସହିତ ସବୁବେଳେ ସବୁ ପରିସ୍ଥିତିରେ ଛିଡା ହେବି । ତେବେ ମୁଁ ମୋ ଶକ୍ଷ ଅନୁସାରେ ୧୦ ହଜାର ଟଙ୍କାର ଆର୍ଥିକ ରାଶି ପିନ୍ଟୁ ଭାଇଙ୍କୁ ଦେଇଛି । ଏହା ଛଡା ଯେତିକି ପାରିବି ନିଜ ଅର୍ଜିତ ଧନରୁ ପିନ୍ଟୁ ଭାଇଙ୍କ ଚିକିତ୍ସା ନିମନ୍ତେ ଲଗାଇବି । ଦରକାର ପଡିଲେ ଏପରି ବୁଲି ବୁଲି ଅର୍ଥ ପାଇଁ ଭିକ୍ଷା ମାଗିକି ପିନ୍ଟୁ ଭାଇଙ୍କ ସ୍ଵାସ୍ଥର ଆରୋଗ୍ଯ ନିମନ୍ତେ ଦେବି ।

ତେବେ ସମସ୍ତ ଓଡିଶାବାସୀ ମଧ୍ୟ ନିହାତି ଭାବରେ ପିନ୍ଟୁ ନନ୍ଦଙ୍କ ପାଇଁ ଭଗବାନଙ୍କ ନିମନ୍ତେ ତାଙ୍କ ଆରୋଗ୍ଯ ନିମନ୍ତେ ପ୍ରାଥନା କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button