ଦେଶ- ବିଦେଶ

ତୁ ଡାକ୍ତର ମୁଁ ଡାକ୍ତରାଣୀ ସେ ଏବେ ପିଉ ପାଣି ! ଯେତେ ହେଲେ ରଶ୍ମି ତୁ ମୋର ପ୍ରଥମ ଓ ପୁରୁଣା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ଡାକ୍ତର ତୁ ଡାକ୍ତରାଣୀ ! ଯାହାର ଯାହା ହେଉ ଆମେ ଖାଲି ଏଞ୍ଜୟ କରିବା । ନିକଟ ଅତୀତରେ ପ୍ରିୟ ଡିଜେ ଆଜେକ୍ଷ ଅକ୍ଷୟଙ୍କର ସନ୍ଦେହ ଜନକ ଭାବରେ ପରଲୋକ ଘଟିଯାଇଛି । ଯାହାକୁ ନେଇ ସାରା ଓଡିଶା ପାଇଁ ଏକ ଦୁଃଖଦ ବିଷୟ ଏହା ପାଲଟିଛି । ତେବେ ନିଜର ସୁନ୍ଦରୀ ପ୍ରେମିକା ତଥା ଦାନ୍ତ ଡାକ୍ତରାଣୀକୁ ନପାଇ ଡିଜେ ଆଜେକ୍ଷ ଅକ୍ଷୟ ଏପରି କରିଛନ୍ତି ବୋଲି ଏବେ ଦାଣ୍ଡ ଠାରୁ ପଡି ଘାଟରେ ଚର୍ଚା ଉଠି ଲାଣି ।

ନିଜର ସୁନ୍ଦରୀ ପ୍ରେମିକା ଜିଜ୍ଞାସା କିନ୍ତୁ ଅନ୍ୟ ଜଣେ ଦାନ୍ତ ଡାକ୍ତର ରଶ୍ମି ରଞ୍ଜନଙ୍କୁ ଭଲ ପାଇ ବସିଥିଲେ । ତେବେ ଅକ୍ଷୟଙ୍କର ଲକ୍ଷେ ବାରଣ ସତ୍ବେ ମଧ୍ୟ ଜିଜ୍ଞାସା ତା’ ପୁରୁଷ ବନ୍ଧୁ ରଶ୍ମି ସହ ଜିଜ୍ଞାସା ସମ୍ପର୍କ ରଖୁଥିଲା । ହେଲେ ଏପଟେ ଡିଜେ ଆଜେକ୍ଷ ଅକ୍ଷୟ ସହିତ ମଧ୍ୟ ସମ୍ପର୍କ ରଖୁଥିଲା । ତେବେ ଡିଜେ ଆଜେକ୍ଷ ଅକ୍ଷୟ ଓ ଦାନ୍ତ ଡାକ୍ତରାଣୀ ଜିଜ୍ଞାସା ଯେଉଁ ସମୟରେ ରୁମ୍ କୁ ଯାଇ ଜନ୍ମ ଦିନ ପାଳନ କରିଥିଲେ । ଏହା ସହ କିଛି ଫୋଟ ଓ ଭିଡିଓ ଉଠାଇଥିଲେ ।

ସେହି ସମୟର ସବୁ ଫୋଟ ଜିଜ୍ଞାସାର ପୁରୁଷ ବନ୍ଧୁ ରଶ୍ମି ରଞ୍ଜନଙ୍କ ପାଖରେ ରହିଥିଲା । ଯାହାକୁ ନେଇ ରଶ୍ମି ରଞ୍ଜନ ସବୁବେଳେ ଡିଜେ ଆଜେକ୍ସଙ୍କୁ ବ୍ଲ-ଆ-କ-ମ-ଏ-ଲ୍ କରୁଥିଲା । ତେବେ ଡିଜେ ଅକ୍ଷୟ ଯେତେ ଥର ଜିଜ୍ଞାସାକୁ କହୁଥିଲେ । ରଶ୍ମିକୁ କୁହ ତମର ଆଉ ମୋର ସେହି ରୁମ୍ ବେଳର ଫୋଟ ଓ ଭିଡିଓ ଡିଲିଟ କରିଦେବ । ହେଲେ ରଶ୍ମି ଫୋଟ ଗୁଡିକ ଡ଼ିଲିଟ କରୁନଥିଲା ।

ଏପଟେ ରଶ୍ମି ରଞ୍ଜନଙ୍କ ପଟେ ଜିଜ୍ଞାସା ରହି ମଧ୍ୟ ଡିଜେ ଅକ୍ଷୟଙ୍କୁ manasika ଚାପ ଦେଉଥିଲା । କାରଣ ଜିଜ୍ଞାସା କେବଳ ନିଜର ଟାଇମ ପାସ ପାଇଁ ପ୍ରେମ ନାମରେ ମୋହରା ବନାଇ ଡିଜେ ଅକ୍ଷୟଙ୍କୁ ରଖିଥିଲା । ହେଲେ  ଜଣେ ଡାକ୍ତରାଣୀ ହିସାବରେ ଜଣେ ବୃତ୍ତିରେ ଡାକ୍ତର ରଶ୍ମି ରଞ୍ଜନଙ୍କୁ ଭଲ ପାଉଥିଲା।

ତେବେ ନିଜ ପ୍ରେମିକାକୁ ଅନ୍ୟ କାହା ସାଥିରେ ବାରମ୍ବାର ଦେଖିବା ସହ ବହୁ ଗୁଡିଏ manasika ଚାପରେ ରହି ରହି ଶେଷରେ ନିଜ ଜୀବନ ହରିଦେଲେ ଡିଜେ ଆଜେକ୍ଷ ଅକ୍ଷୟ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button