କାହାର ନାମ ଚିନ୍ତା କରି ଗୋଟେ ନମ୍ବର ବାଛନ୍ତୁ ତାଙ୍କ ମନରେ କଣ ଅଛି ଆଗାମୀ ସ୍ଟେପ କଣ ହେବ ?

ବନ୍ଧୁଗଣ ଆପଣଙ୍କ ଆଗରେ ରହିଛି 3ଟି ପକ୍ଷୀ ଙ୍କ ଚିତ୍ର । ସେଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟେ ଚିତ୍ର କୁ ବାଛିବାକୁ ହେବ । ଆପଣ ନିଜ ସାଥିଙ୍କ ନାମ ନେଇ ଏହି 3ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଆପଣ ନିଜ ସାଥିଙ୍କ ବିଷୟରେ ଯାହା ବି ଜାଣିବାକୁ ଚାହୁଁ ଛନ୍ତି ତାହା ନିଶ୍ଚୟ ଜାଣି ପାରିବେ । ଆପଣଙ୍କ ସାଥିଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି । ତାହା ଏହି 3ଟି ଚିତ୍ର ବାଛି ଜାଣି ପାରିବେ । ଆସନ୍ତୁ ଆରମ୍ଭ କରିବା ।

1- ଯଦି ଆପଣ ପ୍ରଥମ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କର ସମ୍ପର୍କ ଯଦି ଭାଙ୍ଗିଯିବ ତେବେ ଆପଣଙ୍କୁ ଫରକ ପଡିବନି ଏମିତି ସେ ଭାବୁଛନ୍ତି । ତଥାପି ସେ ଆପଣଙ୍କ ଠାରୁ ଦୂରେଇ ଯାଉ ନାହାନ୍ତି । କାରଣ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଆପଣଙ୍କ ସାଥିଙ୍କ ମନରେ ଆପଣଙ୍କୁ ନେଇ ପଜେଟିଭ ଚିନ୍ତାଧାରା ରହିଛି । ତାଙ୍କୁ ଲାଗୁଛି ଆପଣଙ୍କୁ କୌଣସି କଥାର ଫରକ ପଡୁ ନାହିଁ । ଏହି କାରଣରୁ ଆପଣଙ୍କର ସମ୍ପର୍କ ରେ କମଜୋର ହୋଇପାରେ । ଆପଣ ଏହି ସମ୍ପର୍କ ରେ କିଛି ବି ଦେଇ ନାହାନ୍ତି । ନା ସମୟ ଦେଇଛନ୍ତି ନ ତାଙ୍କ ସହ କଥା ହେଉଛନ୍ତି । ଆପଣ କେବଳ ନିଜ ବିଷୟରେ ଭାବୁଛନ୍ତି ।
2- ଯଦି ଆପଣ ଦ୍ଵିତୀୟ ନବର ବାଛିଛନ୍ତି ତେବେ ଆପଣଙ୍କୁ ପରଫେକ୍ଟ ବ୍ୟକ୍ତି ସେ ଭାବୁଛନ୍ତି । ଆପଣଙ୍କୁ ସେ ଜ୍ଞାନୀ ଭାବୁଛନ୍ତି । ଆପଣ ସମୟ ଦେଉ ନାହାନ୍ତି କି କଥା ହେଉ ନାହାନ୍ତି । ସେ ଆପଣଙ୍କର ବ୍ୟକ୍ତିତ୍ବ ରେ ପ୍ରଭାବିତ ଅଛନ୍ତି । ଆପାଙ୍କର ହେୟାର ଷ୍ଟାଇଲ ତାଙ୍କୁ ବହୁତ ପସନ୍ଦ ଲାଗେ । ସେ ଆପଣଙ୍କ ଉପରେ ଫିଡା ଅକହନ୍ତି । ହୋଇପାରେ ସେ ଅପାନଙ୍କୁ ପ୍ରପୋଜ କରିବାକୁ ଚାହୁଁ ଛନ୍ତି । ଆପଣଙ୍କର ସ୍ମାଇଲ ତାଙ୍କୁ ବହୁତ ପସନ୍ଦ ଲାଗେ । ସେ ଆପଣଙ୍କ ପାଇଁ ଦିୱାନା ଅଛନ୍ତି । ସେ ଆପଣଙ୍କର ଲାଭର ହୋଇ ପାରନ୍ତି । ବହୁତ ଭଲ ପାଉଛନ୍ତି ସେ ଆପଣଙ୍କୁ ।

3- ଆପଣ ଯାହାଙ୍କ ପାଇଁ ତୃତୀୟ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କର କେହି ନିଜ ଲୋକ ଆପଣଙ୍କୁ ଧୋକା ଦେଇଛନ୍ତି । ସେ ଆପଣଙ୍କର ଦୁଃଖ କୁ ବୁଝୁଛନ୍ତି । ତାଙ୍କୁ ଲାଗୁଛି ଆପଣ ଲାଇଫରେ ଚିନ୍ତାରେ ଅଛନ୍ତି । ଯାହାକୁ ଶବ୍ଦ ରେ ବୟାନ କରିବା ସମ୍ଭବ ନୁହେଁ । ଆପଣଙ୍କ ଜୀବନରେ ଦୁଃଖଭରା ସ୍ଥିତି ଆସିଛି । ଯଦି ଆପଣଙ୍କ ସହ କେହି ସମ୍ପର୍କ ରଖିବାକୁ ଚାହୁଁଛନ୍ତି ତେବେ ଆପଣ ଆଗକୁ ବଢନ୍ତୁ । ଯଦି ନାହିଁ ତେବେ ଛାଡି ଦିଅନ୍ତୁ । ଆପଣଙ୍କ ଦୁଃଖ ଆପଣ ନିଜେ ଅନୁଭବ କରୁଛନ୍ତି । ଆପଣ ଲାଇଫରେ ବହୁତ କଷ୍ଟ ସହିଛନ୍ତି । ଲଗାତାର ଆପଣଙ୍କ ଲାଇଫରେ ଦୁଃଖ ଚାଲିଛି ତଥାପି ଆପଣ ନିଜକୁ ସମ୍ଭାଳିଛନ୍ତି ।





