ମନୋରଞ୍ଜନ

ଫେସବୁକରେ ସବୁ ଠାରୁ ଅଧିକ ପସନ୍ଦ କରାଯାଉଥିବା ଏହି ୩ ଜଣ ଅଭିନେତ୍ରୀ ୨ ନମ୍ବର ସମସ୍ତଙ୍କ ଫେବରେଟ

ସମୟ ଥିଲା ଯେବେ ଲୋକ ମାନଙ୍କ ସମୟ ନିଜର ପରମ୍ପରା ଏବଂ ଦୁହେଁ ଦୁହିଁଙ୍କ ସହ କଥା ହୋଇ ବିଟିଯାଉଥିଲା।କାମ ଶେଷ ହେବାପରେ ଲୋକମାନେ ପଞ୍ଚାୟତ ବସାଉ ଥିଲେ ଏବଂ ଛୋଟ ଛୁଆ ମାନେ ମଧ୍ୟ ଖେଳ କୁଦ କରୁଥିଲେ।ସମୟ ବଦଳିଲା ଏବଂ ଲୋକମାନେ ବାହାର ଦୁନିଆରୁ ଏକ ମୋବାଇଲ ଦୁନିଆ କୁ ଆସିଗଲେ।ଏବେ ଲୋକଙ୍କ ବହୁତ ସମୟ ସୋସିଆଲ ମିଡ଼ିଆ ରେ ବିତିଯାଉଛି।ୱାଟ୍ସ ଆପ,ଇନଷ୍ଟାଗ୍ରାମ,ଟ୍ୱିଟର ଏବଂ ଫେସବୁକ ଭଳି ସୋସିଆଲ ମିଡ଼ିଆ ଭଳି ପ୍ଲାଟଫର୍ମ ରେ ଲୋକମାନେ ନିଜର ସମୟ ବିତାଉଛନ୍ତି।ଏହି ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରି ର ଲୋକମାନେ ମଧ୍ୟ ସୋସିଆଲ ମିଡ଼ିଆ ରେ ନିଜର ସମୟ ବିତାଉଛନ୍ତି।ଆଜି ଆମେ କଥା ହେବା ସାଉଥ ଇଣ୍ଡିଆନ ସିନେମାର ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଯେଉଁମାନେ ଫେସବୁକ ରେ ପସନ୍ଦ ହେଉଥିବା ୩ ଅଭିନେତ୍ରୀ।ଆପଣଙ୍କ ର ବି ଜାଣିବା ଦରକାର ଏହି ଅଭିନେତ୍ରୀ ମାନଙ୍କର ଫେସବୁକ ରେ ଚାହିଦା କେତେ।

ଫେସବୁକ ସୋସିଆଲ ମିଡ଼ିଆ ର ସବୁଠୁ ବଡ଼ ପ୍ଲାଟଫର୍ମ ଯେଉଁଠି ଦୁନିଆର ଅଧାରୁ ଅଧିକ ଲୋକ ସାମିଲ ଅଛନ୍ତି।ଏକ ଗବେଶଣା ରୁ ଜଣା ପଡ଼ିଛି ଯେ ଲୋକମାନେ ବହୁତ ସମୟ ଫେସବୁକ ପରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେ ସମୟ ବିତାଇବା ପାଇଁ ପସନ୍ଦ କରିଥାନ୍ତି।ଏହି ୩ ଅଭିନେତ୍ରୀ ନିଜର ସୁନ୍ଦରତା ପାଇଁ ସୋସିଆଲ ମିଡ଼ିଆ ଫେସବୁକ ରେ ଚର୍ଚ୍ଚା ରେ ରହିଛନ୍ତି।ଚାଲନ୍ତୁ ଜାଣିବା ସେମାନଙ୍କ ନାମ।

ଅଞ୍ଜଳି- ଅଭିନେତ୍ରୀ ଅଞ୍ଜଳି ତାମିଲ ଫିଲ୍ମ ରେ କାମ କରିଥିଲେ।ସେ ୨୦୦୬ ମସିହାରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ଏବଂ ଆଜି ସାଉଥ ର ଜଣେ ବିଶିଷ୍ଟ ଅଭିନେତ୍ରୀ ଅଟନ୍ତି।ଫେସବୁକ ତାଙ୍କ ଲୋକପ୍ରିୟତା ଏତେ ଅଧିକ ଯେ ତାଙ୍କ ଫ୍ୟାନ ମାନଙ୍କ ସଂଖ୍ୟା ୨୫ଲକ୍ଷ୍ୟ ରୁ ଅଧିକ।

 

ତୃଷ୍ଣା କୃଷ୍ଣନ- ଅଭିନେତ୍ରୀ ତୃଷ୍ଣା କୃଷ୍ଣନ ଙ୍କୁ ଆପଣମାନେ ସାଉଥ ଫିଲ୍ମ ରେ ବି ଦେଖିଥିବେ ଯେଉଁଟା ହିନ୍ଦୀ ରେ ବି ହେଇସାରିଛି।ଏହା ସହିତ ସେ କିଛି ବଲିଉଡ ଫିଲ୍ମ ରେ ବି କାମ କରିଛନ୍ତି।ଫିଲ୍ମ କୁ ଛାଡି ସେ କିଛି ମିଉସିକ ଭିଡ଼ିଓସ ରେ ବି କାମ କରିଛନ୍ତି।ତାଙ୍କ ଫେସବୁକ ପେଜ ରେ ଏପର୍ଯ୍ୟନ୍ତ ୩୨ଲକ୍ଷ୍ୟ ଲାଇକ ଆସିସାରିଲାଣି।

 

ଅଦା ଶର୍ମା- ଅଭିନେତ୍ରୀ ଅଦା ଶର୍ମା।୨୦୦୮ ମସିହାରେ ବଲିଉଡ ଫିଲ୍ମ ‘୧୯୨୦’ରୁ ଆରମ୍ଭ କରିଥିଲେ।ଏହା ପରେ ସେ ତେଲୁଗୁ ଫିଲ୍ମ ରେ ନଜର ଆସିଥିଲେ, ପୂର୍ବ ବର୍ଷ ତାଙ୍କୁ ବଲିଉଡ ଫିଲ୍ମ ‘କମାଣ୍ଡୋ-୨’ ରେ ନଜର ଆସିଥିଲେ। ଅଦା ଶର୍ମା ଫିଲ୍ମ ରେ କମ ନଜର ଆସନ୍ତି କିନ୍ତୁ ତାଙ୍କ ଲୋକପ୍ରିୟତା ଫେସବୁକ ରେ କମ ନୁହେଁ, ତାଙ୍କର ୪୪ ଲକ୍ଷ୍ୟ ଫଲୋଅର୍ସ ଅଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button