ଦେଶ- ବିଦେଶ

ସବୁ ଗୋଟେ ଶବ୍ଦ ରେ ଆସିବ ଗୋଟେ ଝିଅର ନାଁ, ଗୋଟେ ଫିଲ୍ମ ର ନାଁ, ଗୋଟେ ଔଷଧର ନାଁ, ଗୋଟେ ଗଛର ନାଁ । କୁହ କଣ ? 15+ GK Questions And Answers

ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ତେବେ ଆପଣଙ୍କର ଜ୍ଞାନ ବଢାଇବା ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ ନୂଆ ସାଧାରଣ ଜ୍ଞାନ ପାଇଁ ନେଇ ଆସିଛୁ ।

1- କେଉଁ ପଶୁ ର କେବଳ ତଳ ଦାନ୍ତ ଅଛି ?

ଉତ୍ତର- ଛେଳି ।

2- କଣ ଆପଣ ଜାଣିଛନ୍ତି କି ଏମିତି କେଉଁ ଜୀବ ଅଛି ଯିଏ ଜିଭ ବାହାର କରିପାରେ ?

ଉତ୍ତର- କୁମ୍ଭୀର ।

3- ପୁରା ଦୁନିଆରେ କେତେ ଲୋକ ରହିଥାନ୍ତି ?

ଉତ୍ତର- 106 ବିଲିଅନ ।

4- ସୂର୍ଯ୍ୟ ଭିତରେ କେତୋଟି ପୃଥିବୀ ରହିପାରିବ ?

ଉତ୍ତର- 13 ଲକ୍ଷ ।

5- ମହିଳା ଓ ପୁରୁଷ ଙ୍କ ମଧ୍ୟରେ କାହାର ହୃଦୟ ସବୁଠୁ ଅଧିକ ତରଳିଥାଏ ?

ଉତ୍ତର- ମହିଳା ।

6- ଭାରତରେ ରଙ୍ଗୀନ ଟିଭି ର ଆରମ୍ଭ ହେବେ ହୋଇଥିଲା ?

ଉତ୍ତର- 1982 ।

7- ଭାରତର ସର୍ବ ପ୍ରଥମ ସରକାରୀ ଚ୍ଯାନେଲ ର ନାମ କଣ ?

ଉତ୍ତର- ଦୂରଦର୍ଶନ ।

8- କଣ ଆପଣ ଜାଣିଛନ୍ତି କି ଇଣ୍ଟରନେଟ କିଏ ତିଆରି କରିଥିଲେ ?

ଉତ୍ତର- ଟିମ ବରନର୍ସ ଲି ।

9- ଭାରତରେ ପ୍ରଥମ ଥର ପାଇଁ ଇଣ୍ଟରନେଟ କେବେ ଓ କାହା ଦ୍ଵାରା ଆରମ୍ଭ ହୋଇଥିଲା ?

ଉତ୍ତର- 1995 BSNL ଦ୍ଵାରା ଭାରତରେ ।

10- କେଉଁ ଜୀବ ର 5ଟି ଆଖି ଅଛି ?

ଉତ୍ତର- ମହୁମାଛି ।

11- ପ୍ରଥମେ ମୋବାଇଲ ଫୋନ କେଉଁଠି ଓ କେବେ ତିଆରି ହୋଇଥିଲା ?

ଉତ୍ତର- 1973 ଆମେରିକାରେ ।

12- ଅନ୍ତରିକ୍ଷ ରେ ସୂର୍ଯ୍ୟ କେମିତି ଦେଖାଯାଏ ?

ଉତ୍ତର- ଧଳା ।

13- ହାୱାଇ ଜାହାଜ ର ଖାଇବା ଲୋକଙ୍କୁ କାହିଁକି ଭଲ ଲାଗେନି ?

ଉତ୍ତର- ଉଚ୍ଚ କାରଣରୁ ।

14- କେଉଁ ଜୀବ ର ଜିଭର ଓଜନ ହାତୀ ର ଓଜନ ସହ ସମାନ ହୋଇଥାଏ ?

ଉତ୍ତର- ବ୍ଲୁ ୱ୍ହେଲ ।

15- କେଉଁ ଜୀବ ର 8ଟି ଆଖି ଅଛି ?

ଉତ୍ତର- ଷ୍ଟାର ଫିସ ମାଛ ।

16- ଜଣେ ବ୍ୟକ୍ତି ଗତେ ଦିନରେ କେତେ ବାଟ ଚାଲିକି ଯାଇପାରିବ ?

ଉତ୍ତର- 175 କିମି ।

17- ପୁରା ଦୁନିଆରେ କେତେ ପ୍ରତିଶତ ଲୋକ ଇଣ୍ଟରନେଟ ର ବ୍ୟବହାର କରିଥାନ୍ତି ?

ଉତ୍ତର- 40% ।

18- ସବୁ ଗୋଟେ ଶବ୍ଦ ରେ ଆସିବ ଗୋଟେ ଝିଅର ନାଁ, ଗୋଟେ ଫିଲ୍ମ ର ନାଁ, ଗୋଟେ ଔଷଧର ନାଁ, ଗୋଟେ ଗଛର ନାଁ । କୁହ କଣ ?

ଉତ୍ତର- ହନି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button