ଜ୍ୟୋତିଷ

ଆଜି ରାତି ଠାରୁ ଏହି ରାଶିଙ୍କ ଉପରେ ମା ଲକ୍ଷ୍ମୀ ଙ୍କ ଅପାର କୃପା ବର୍ଷା ହେବ ।

ବନ୍ଧୁଗଣ ମଣିଷ ଜୀବନରେ ଖୁସି ପାଇବା ପାଇଁ କଠିନ ପରିଶ୍ରମ କରିଥାଏ । କିନ୍ତୁ ବେଳେବେଳେ ଗ୍ରହ ମାନଙ୍କର ସ୍ଥିତି ପରିବର୍ତ୍ତନ କାରଣରୁ ମଣିଷର ଭାଗ୍ୟ ଉପରେ ଏହାର ପ୍ରଭାବ ପଡିଥାଏ । ମଣିଷ ଜୀବନରେ କେବେ ସଫଳ ତ କେବେ ବିଫଳ ହୋଇଥାଏ । ଗ୍ରହ ମାନଙ୍କର ଚଳନ କାରଣରୁ ରାଶି ମାନଙ୍କ ଉପରେ ପ୍ରଭାବ ପଡିଥାଏ । ତେବେ ଆଜି ରାତି ଠାରୁ ମା ଲକ୍ଷ୍ମୀଙ୍କ କୃପା 12 ଗୋଟି ରାଶି ମଧ୍ୟରୁ କିଛି ରାଶିଙ୍କ ଉପରେ ପଡିବାକୁ ଯାଉଛି । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

 

ମେଷ ରାଶି : ଜୀବନ ସାଥିଙ୍କ ଠାରୁ ଆପଣ ଖୁସି ଖବର ପାଇବେ । ପୂର୍ବରୁ ଧନ ଜନିତ ସମସ୍ୟା ଥିଲେ ତାହା ଦୂର ହେବ । ମନ ମୁତବାକ ଚାକିରି ମିଳିବ । କରଜ ରୁ ମୁକ୍ତ ହେବେ । ଆଗାମୀ ସମୟ ଆପଣଙ୍କ ପାଇଁ ଭଲ ରହିବ ।

ତୁଳା ରାଶି : ମା ଲକ୍ଷ୍ମୀ ଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ରହିବ । ଆପଣ କାହା ଠାରୁ ଟଙ୍କା ଉଧାର ନେଇଥିଲେ ତାହା ସୁଝି ଦେବେ । ଯେଉଁ ମାନେ ଅବିବାହିତ ଥିଲେ ସେମାନଙ୍କର ବିବାହର ଯୋଗ ଅଛି । ପ୍ରତିଯୋଗୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ । ସେୟାର ବଜାରରେ ଆପଣ ନିବେଶ କରିଲେ ଲାଭବାନ ହେବେ ।

ବିଛା ରାଶି : ଆପଣଙ୍କର ଆଗାମୀ ସମୟ ଶୁଭ ରହିବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ପରିବାରର ଯେତେ ସମସ୍ଯା ଥିଲା ତାହା ଦୂର ହେବ । ଆର୍ଥିକ କ୍ଷେତ୍ରରେ ମଜବୁତ ରହିବେ । ପୂର୍ବ ପରିଶ୍ରମର ଫଳ ପାଇବେ । ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ । ବେରୋଜଗାରଙ୍କୁ ମନ ମୁତାବକ ଚାକିରି ମିଳିବାକୁ ଯାଉଛି ।

ମିଥୁନ ରାଶି : ଆପଣଙ୍କର ସବୁ ଦୁଃଖ କଷ୍ଟ ମା ଲକ୍ଷ୍ମୀ ଦୂର କରିବେ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ଲାଭ କରିବେ । ଧନ ପ୍ରାପ୍ତ ହେବ । ବ୍ୟାପାରରେ ଭଲ ଲାଭ କରିବେ । ଆପଣଙ୍କର ଲଗାତାର ସବୁ କାମ ହେବ । ଯେଉଁ ମାନଙ୍କର ବିବାହ ହେଉ ନ ଥିଲା ସେମାନଙ୍କର ବିବାହ ହେବାକୁ ଯାଉଛି । ଷ୍ଟକ ମାର୍କେଟ ରେ ଟଙ୍କା ନିବେଶ କରିଲେ ଆପଣଙ୍କ ପାଇଁ ଭଲ ସମୟ ସାବ୍ୟସ୍ତ ହେବ ।

କୁମ୍ଭ ରାଶି : ଆପଣ ବନ୍ଧୁଙ୍କ ସହଯୋଗରେ ବଡ କାମ କରିବାକୁ ଯାଉଛନ୍ତି । ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଧନ ଲାଭ ହେବ । ସମାଜରେ ମନ ସମାନ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇବ । ପୂର୍ବରୁ ଲୋନ କରିଥିଲେ ତାହା ସୁଝି ଦେବେ । ସେୟାର ବଜାରରେ ଆପଣ ଟଙ୍କା ନିବେଶ କରିଲେ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି ।

କନ୍ୟା ରାଶି : ଆପଣଙ୍କ ଜୀବନରେ ଆସୁଥିବା ସବୁ ବାଧା ବିଘ୍ନ ମା ଲକ୍ଷ୍ମୀ ଦୂର କରିବେ । ଶୁଭ ଖବର ପାଇବେ । ମନ ପ୍ରଫୁଲ୍ଲ ରହିବ । ବ୍ୟାପାରରେ ଭଲ ଲାଭ କରିବାକୁ ଯାଉଛନ୍ତି । ଆର୍ଥିକ କ୍ଷେତ୍ରରେ ମଜବୁତ ରହିବେ । ବେରୋଜଗାରଙ୍କୁ ଚାକିରି ମିଳିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button