ବାଛନ୍ତୁ କୌଣସି ଗୋଟିଏ ନମ୍ବର ଆପଣଙ୍କର ଇଚ୍ଛା କେବେ ଓ କେମିତି ପୁରା ହେବ-Tarto Card Reading

ବନ୍ଧୁଗଣ ପ୍ରତେକ ମଣିଷ ର କିଛି ନା କିଛି ଇଚ୍ଛା ରହିଥାଏ । କିନ୍ତୁ ଅନେକ ସମୟରେ ଏମିତି କିଛି ଇଚ୍ଛା ରହିଥାଏ ଯାହା କେବେ ପୂରଣ ହେବ ତାହାକୁ ନେଇ ମଣିଷ ଚିନ୍ତାରେ ପଡିଯାଏ । ଆଜି ଆମେ ଆପଣଙ୍କ ପାଇଁ ସୁନ୍ଦର ବିଷୟ ଅବସ୍ତୁ ଟି ନେଇ ଆସିଛୁ । ଆମର ବିଷୟ ବସ୍ତୁ ଟି ହେଉଛି ଆପଣଙ୍କର ଇଚ୍ଛା କେବେ ଓ କେମିତି ପୁରା ହେବ । ଏଥିପାଇଁ ଆପଣଙ୍କୁ 3ଟି ଚିତ୍ର ମଧ୍ୟରୁ କୌଣସି ଗୋଟିଏ ବାଛିବାକୁ ହେବ । ଏଥିପାଇଁ ଆପଣଙ୍କୁ ମାତ୍ର 5 ସେକେଣ୍ଡ ର ସମୟ ଦିଆଯିବ । ଆପଣ କାହାର ନାମ ନେଇ ବାଛନ୍ତୁ 3ଟି ନମ୍ବର ମଧ୍ୟରୁ କୌଣସି ଗୋଟିଏ ।

1- ଯଦି ଆପଣ ପ୍ରଥମ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କର ଯାହା ବି ଇଚ୍ଛା ଅଛି ତାହା ନିଶ୍ଚୟ ପୂରଣ ହେବ । ବହୁତ କମ ସମୟ ବାକି ଅଛି । 2 ସପ୍ତାହ ବା ଦେଢ ମାସ ଲାଗିପାରେ । ଆପଣଙ୍କର ମନରେ ଯାହା ବି ଇଚ୍ଛା ଅଛି ତାହା ବହୁତ ଜଲ୍ଦି ପୂରଣ ହେବାକୁ ଯାଉଛି । ଆପଣଙ୍କ ମନରେ ଯାହା ବି କାମ ପୁରା ହେବାର ଅଛି ତାହା ନିଶୟ ହେବ । ସେଥିରେ କିଛି ବି ସନ୍ଦେହ ନାହିଁ । ଆପଣ ନିଜ ଉପରେ ହିଁ ସନ୍ଦେହ କରିଥାନ୍ତି । ଅଧିକ ଖୁସି ହେଲେ ଆପଣ ଚିନ୍ତାରେ ପଡି ଯାଇଥାନ୍ତି । ଆପଣଙ୍କର ନେଗେଟିଭ ଚିନ୍ତାଧାରା ଆପଣଙ୍କ କାମ ହେବାରେ ବାଧା ସୃଷ୍ଟି କରୁଛି । କୌଣସି କାମ ପୁରା ହେବାକୁ ନେଇ ଆପଣଙ୍କ ମନରେ ଆଶଙ୍କା ରହୁଛି ।

2- ଆପଣଙ୍କୁ ପ୍ରଥମ ନଜର ରେ ଦ୍ଵିତୀୟ ନମ୍ବର ଟି ପସନ୍ଦ ଆସିଥିଲେ ଆପଣ ନିଜ ପାଇଁ ସମୟ ଚାହୁଁଛନ୍ତି । ଆପଣ ଜାଣିଛନ୍ତି ଆପଣଙ୍କର ଇଚ୍ଛା ପୁରା ହେବ କିନ୍ତୁ ଆପଣ ଏହା ମଧ୍ୟ ଜାଣିଛନ୍ତି ତାହା ପୂରଣ ହେବାକୁ ସମୟ ଲାଗିବ । ଆପଣଙ୍କ ଘର ପରିବାରକୁ ନେଇ ହେଉ ବା ଜୀବନର କୌଣସି ବଡ ନିସ୍ପତି ନେବାକୁ ହେଉ । ଏକ ବର୍ଷ ମଧ୍ୟରେ ଆପଣଙ୍କର ଇଚ୍ଛା ପୂରଣ ହୋଇଯିବ । ଆପଣଙ୍କର ଏମିତି କିଛି ଇଚ୍ଛା ଅଛି ଯାହା ପୁରା ହେବା ପାଇଁ ସମୟ ଲାଗିବ । ହୋଇପାରେ ଆପଣ ନିଜର ଶୁଭ କାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ଆପଣ ପଜେଟିଭ ରୁହନ୍ତୁ । ନିଜ ଲୋକଙ୍କୁ ନେଇ ସାଥିରେ ଚାଲନ୍ତୁ ।
3- ଆପଣ ତୃତୀୟ ନମ୍ବରଟି ବାଛିଥିଲେ ତେବେ ଆପଣଙ୍କର ଯାହା ବି ଇଚ୍ଛା ଅଛି ତାହା ଏକ ମାସ ବା 20 ଦିନ ମଧ୍ୟରେ ପୂରଣ ହେବ । ଆପଣଙ୍କର ଇଚ୍ଛା ଏ ଯାଏଁ ପୁରା ହୋଇ ନାହିଁ । କାରଣ ଆପଣ ନିଜ କାମ ପ୍ରତି ଅବହେଳା କରୁଛନ୍ତି । ତା ଉପରେ କୌଣସି କାମ କରୁ ନାହାନ୍ତି ଓ ସିରିଏସ ହେଉ ନାହାନ୍ତି । ଆପଣ ଖାଲି ଭାବିଛନ୍ତି କିନ୍ତୁ କିଛି କାମରେ ଲଗାଉ ନାହାନ୍ତି । ଆପଣ ମେହନତ ଜାରି ରଖନ୍ତୁ । ନିଶ୍ଚୟ ଆପଣଙ୍କର ଇଚ୍ଛା ପୂରଣ ହେବ । ନିଜକୁ ସଂପୂର୍ଣ୍ଣ ରୂପେ ସମର୍ପଣ କରନ୍ତୁ ନିଜ କମ ପ୍ରତି ।




