ରାଜ୍ୟ

ପୂଜା କରିବା ସମୟରେ ହଠାତ୍ ଫାଟିଲା ହନୁମାନଙ୍କ ମୂର୍ତ୍ତି- ସେହି ମୂର୍ତ୍ତି ଭିତରୁ ବାହାରିଲା କିଛି ଏମିତି ଯାହାକୁ ଦେଖି ସମସ୍ତେ ହୋଇଗଲେ ଆଚମ୍ବିତ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ବିଷୟରେ କହିବୁ । ଆପଣ ଜାଣିଛନ୍ତି ସଂସାରରେ ଯେବେ ପାପ ବଢିଯାଏ ଓ ଦୁଷ୍ଟ ମାନଙ୍କର ସଂଖ୍ୟା ବଢିଯାଏ ସେବେ ଭଗବାନ ଧାରା ପୃଷ୍ଟରେ ଜନ୍ମ ନିଅନ୍ତି । ଆଜି ବି ଆମେ ଆପଣଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବୁ ଯେଉଁଠି ସାକ୍ଷାତ ହନୁମାନ ନିଜ ଭକ୍ତଙ୍କ ଉପରେ ପ୍ରଶନ୍ନ ହୋଇ ଦର୍ଶନ ଦେଇଥିଲେ । ଏହି ଘଟଣା ହେଉଛି ବୁଲନ୍ଦସହରର । ଯେଉଁଠି ୭୦ ବର୍ଷର ପୁରୁଣା ମୂର୍ତ୍ତି ହଠାତ ପୂଜା କରାଯାଉଥିବା ସମୟରେ ଫାଟି ଯାଇଥିଲା । ଏହା ହେଉଛି ବୁଲନ୍ଦସହରର ଅନୁପସହରରେ ଥିବା ଏକ ଧର୍ମଶାଳାରେ ହୋଇଥିବା ଘଟଣା ।

ଯେଉଁଠି ଏକ ପ୍ରାଚୀନ ହନୁମାନ ମୂର୍ତ୍ତି ପୂଜା ପାଉଥିବା ସମାୟରେ ହଠାତ ଫାଟି ତା ଭିତରୁ ଆଉ ଏକ ଅହନୁମାନ ମୂର୍ତ୍ତି ର ଆବିର୍ଭାବ ହୋଇଥିଲା । ଏହି ଘଟଣା ସାରା ଅଞ୍ଚଳରେ ବହୁତ ଶୀଘ୍ର ବ୍ୟାପୀ ଯାଇଥିଲା, ଯାହା ଫଳରେ ଶ୍ରଦ୍ଧାଳୁ ମାନଙ୍କର ଖୁବ ଭିଡ ହୋଇଥିଲା । ସମସ୍ତେ ଜାଣିବା ପାଇଁ ଇଚ୍ଛୁକ ଥିଲେ ଯେ ପ୍ରକୃତରେ କଣ ଘଟିଥିଲା । ତେବେ ଏହା ବହୁତ ପ୍ରାଚୀନ ମୂର୍ତ୍ତି ହୋଇଥିବାରୁ ଲୋକେ ମାନେ ଭାବିଲେ ଏହା ଏମିତି ଭାଙ୍ଗିବା ଏକ ସାଧାରଣ କଥା, କିନ୍ତୁ ଏହି ମୂର୍ତି ଫାଟି ତା ମଧ୍ୟରୁ ଆଉ ଏକ ନୂତନ ମୂର୍ତ୍ତି ବାହାରିବା ସାମସ୍ତଙ୍କୁ ଯେମିତି ଆଚମ୍ବିତ କରିଦେଇ ଥିଲା । ଏହି ଘଟଣା ସାରା ସାହାରରେ ହଇଚଇ ସୃଷ୍ଟି କରି ଦେଇଥିଲା । କିଛି ଲୋକ ଏହାକୁ ଭଗବାନ ଙ୍କର ଚମତ୍କାର କହୁଥିବା ବେଳେ କେହି କେହି ଏହାକୁ ଅନ୍ଧ ବିଶ୍ବାସ ବୋଲି ମାନୁଥିଲେ ।

ତେବେ ଏହା ପ୍ରକୃତ ରେ କଣ ଥିଲା କେହି ବି ଜାଣି ପରି ନ ଥିଲେ । କିଛି ଲୋକ ଭାବୁଥିଲେ ଭଗବାନ ସାକ୍ଷାତ ଏଠାରେ ପ୍ରକଟ ହୋଇଛନ୍ତି ସବୁ ଭକ୍ତଙ୍କର ଦୁଃଖ ଦୂର କରିବା ପାଇଁ , ତ କେହି କେହି ଭାବୁ ଥିଲେ ଏହା ସବୁ ଅନ୍ଧ ବିଶ୍ଵାସ । ଏ ସବୁ କଥା ଶାସ୍ତ୍ର , ନିୟମ ଏ ସବୁ ଆଧି ବେକାର ବୋଲି କିଛି ଲୋକ ଭାବି ଥାନ୍ତି । କିନ୍ତୁ ଆପଣଙ୍କ ମତ ରେ ଏହା କଣ ନିଶ୍ଚୟ ଆମକୁ ଜଣେଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button