ଦେଶ- ବିଦେଶ

ସୁପ୍ରିମ କୋର୍ଟର ନୂଆ ଆଦେଶ- ବିବାହ ସମ୍ଭବ ନୁହେଁ ଜାଣି ମଧ୍ୟ, ମହିଳା ଯଦି ଶାରିରୀକ ସଂପର୍କ ରଖନ୍ତି… ପଢନ୍ତୁ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ଗତ ବୁଧବାର ସୁପ୍ରିମ କୋର୍ଟ ଏକ ନୂଆ ଆଦେଶ ଦେଇଛନ୍ତି । ଯାହା ବିଷୟରେ ଜାଣି ଅନେକ ଲୋକ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ତେବେ ଏହା ହେଉଛି ଯଦି କୌଣସି ମହିଳା ନିଜ ଇଛା ଅନୁସାରେ କୌଣସି ଯୁବକ ସହ ଶାରୀରିକ ସମ୍ପର୍କ ରଖି ପରେ ଏହାକୁ ରେପ କୁହନ୍ତି ତେବେ ଏହା ଉପରେ କୌଣସି ଆକ୍ସନ ନିଯା ଜୀବ ନାହିଁ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ବିଷୟରେ ।

ତେବେ ଏଭଳି ଏକ ନିଷ୍ପତ୍ତି ନେବା ପଛରେ ଏକ ଘଟଣା ଅଛି ଏବଂ ତାହା ହେଲା ମହାରାଷ୍ଟ୍ର ବିକ୍ରୟ କର ବିଭାଗର ଜନୈକା ସହକାରୀ କମିଶନର ତାଙ୍କୁ ସିଆରପିଏଫ୍‌ର ଜନୈକ ଡେପୁଟି କମାଣ୍ଡାଣ୍ଟ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ।

 

ଯାହା କିନ୍ତୁ ପ୍ରକୃତରେ କୌଣସି ଦୁଷ୍କର୍ମ ନ ଥିଲା ଏହା ତାଙ୍କ ଅନୁମତି ରେ ହୋଇଥିଲା ବା ସେମାନେ ପ୍ରାପ୍ତ ବୟସ୍କ ଅଟନ୍ତି ଏବଂ ସେମାନେ ନିଜ ଇଚ୍ଛାରେ ସରରିକ ସମ୍ପର୍କ ରକ୍ଷା କରୁଥିଲେ ସେଥିପାଇଁ ଏହା ଏକ ଅପରାଧରେ ଗଣନା କରାଯିବ ନାହିଁ । ତେବେ ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଡି. ଓ୍ଵାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଏହି ଅଭିଯୋଗକୁ ଖାରଜ କରିଥିଲେ ଓ ଏହି ନିଷ୍ପତ୍ତି ନେଇଥିଲେ ।

ତାଙ୍କ କହିବା ଅନୁସାରେ ଯଦି ଜେନ ଯୁବତୀ ନିଜ ଇଚ୍ଛାରେ କୌଣସି ଯୁବକ ସହ ଶାରୀରିକ ସମ୍ପର୍କ ରକ୍ଷା କରୁଛି ଏହା ଯାନୀ ମଧ୍ୟ କି ସେମାନଙ୍କ ର ବିବାହ ସମ୍ଭବ ନୁହେଁ ତେବେ ପରେ ସେମାନେ ଏହାକୁ ଦୁଷ୍କର୍ମ ବା ରେପ ର ନାଁ ଦେଇ ସେହି ଯୁବକ ଉପରେ କୌଣସି କେସ୍ କରି ପାରିବେ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button