ଜୀବନରେ ସବୁ କିଛି କରିବ କିନ୍ତୁ କେବେ କାହାକୁ ସଚ୍ଚା ପ୍ରେମ କରିବ ନାହିଁ- Love tips

ବନ୍ଧୁଗଣ ଜୀବନରେ ସମସ୍ତେ କାହାକୁ ନା କାହାକୁ ଭଲ ପାଇଥାନ୍ତି । ସେ ଭଲ ପାଇବା ନିଜ ପରିବାରକୁ ହେଉ ବା ସାଥି ଙ୍କୁ ହେଉ । ପ୍ରତେକ ମଣିଷ ର ଜୀବନରେ ଲାଇଫ ପାର୍ଟନର ଆସିଥାଏ ଯିଏ ସାରା ଜୀବନ ସାଥି ହୋଇ ଚାଲିବାକୁ କଥା ଦିଏ । କିନ୍ତୁ ଯେବେ ସେ ଧୋକା ଦିଏ ବହୁତ କଷ୍ଟ ହୁଏ । ଆଜି ଆମେ କହିବୁ ଜୀବନରେ ପ୍ରେମ କରିବା କେତେ ବଡ ଭୁଲ ହୋଇଥାଏ ବା ପ୍ରେମ କରିଲେ କଣ ମିଳିଥାଏ ।
ପ୍ରତେକଙ୍କ ଜୀବନରେ ପ୍ରେମ ଏମିତି ଏକ ଅନୁଭବ ହୋଇଥାଏ ଯାହାକୁ କେହି ବି ଅନୁଭବ କରିଥାଏ । କେହି ପ୍ରେମକୁ ଅଧିକ ପସନ୍ଦ କରିଥାଏ ତ ଆଉ କେହି ଘୃଣା କରିଥାଏ । ଏହି ସବୁ ମୂହୁର୍ତ୍ତରେ କାହାକୁ ପ୍ରେମ ତ କାହାକୁ ଧୋକା ମିଳିଥାଏ । କେହି ପ୍ରେମ ପାଇଁ ତ ଆଉ କେହି ଧୋକା ପାଇଁ କାନ୍ଦିଥାଏ । ଯଦି କେହି ଆପଣଙ୍କ ମନକୁ କଷ୍ଟ ଦିଅନ୍ତି ତେବେ ଚୁପ ରୁହନ୍ତୁ ।
ଯଦି ଜୀବନରେ ଖରାପ ସମୟ ନ ଆସିବ ତେବେ ନିଜ ଲୋକଙ୍କ ଠାରେ ଖରାପ ଲୋକଙ୍କୁ କେମିତି ଚିହ୍ନିବେ । ଯଦି ଆପଣଙ୍କ ସାଥି ଆପଣଙ୍କୁ ଧୋକା ଦେଉଥିବାର ଜାଣନ୍ତି ତେବେ ତାଙ୍କୁ ଧୋକା ବିଷୟରେ କେବେ କହିବେ ନାହିଁ । ଆପଣ ଧୀରେ ଧୀରେ ନିଜ ଜୀବନରୁ ବାହାର କରି ଦିଅନ୍ତୁ । ଆପଣ କାନ୍ଦିବେ ନାହିଁ କି ଭବିବେ ନାହିଁ କି ଆପଣଙ୍କ ଜୀବନ ବରବାତ ହୋଇଯିବ ଯଦି ସେ ଆପଣଙ୍କୁ ଛାଡି ଦେବେ ।
କାରଣ ଇମୋଶନ କାରଣରୁ ଆପଣ ତାଙ୍କ ସହ ଅନେକ ବର୍ଷ ହେବ ସମ୍ପର୍କ ରେ ଅଛନ୍ତି । ଏମିତିରେ ବି ଆପଣଙ୍କୁ ତାଙ୍କ ଠାରୁ ପ୍ରତିଶୋଧ ନେବାର ନାହିଁ । ବରଂ ତାହାକୁ ନିଜ ଜୀବନର ଭୁଲ ଭାବି ବାହାର କରିବାକୁ ହେବ । ଗୋଟେ କଥା ନିଶ୍ଚୟ ମନେ ରଖନ୍ତୁ ଯିଏ ଆପଣଙ୍କୁ ଧୋକା ଦେଉଛି ତାଙ୍କୁ କେବେ ମୌକା ଦେବେ ନାହିଁ କି ସେ ସୁଧୁରିଯିବେ ।
କାରଣ ଯେଉଁ ବ୍ୟକ୍ତି ଥରେ ଆପଣଙ୍କୁ ଧୋକା ଦେଇ ସାରିଛି ସେ ବାରମ୍ବାର ଧୋକା ଦେବେ । ତାଙ୍କୁ କିଛି ବି ଫରକ ପଡିବ ନାହିଁ ଆପଣଙ୍କ ଉପରେ କଣ ବିଟୁଛି । କୁହାଯାଏ ପ୍ରେମ କରିଲେ ଆଖି ରୁ ଲୁହ ଆସିବ ନାହିଁ ଏମିତି କେବେ ହୋଇପାରିବ ନାହିଁ । ଯେବେ ଆମେ କାହାକୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଇଥାଉ ବା ତାଙ୍କୁ ଜୀବନର ସବୁ କିଛି ମାନି ନେଇଥାଉ ଆଉ ସେ ଯଦି କେବେ ହାତ ଛାଡି ଦିଅନ୍ତି ବା ଧୋକା ଦିଅନ୍ତି ତେବେ ବହୁତ କଷ୍ଟ ହୋଇଥାଏ ।
ଜୀବନ ନର୍କ ସହ ସମାନ ହୋଇଯାଏ ଯେବେ ଆମକୁ କେହି ନିଜ ଲୋକ ଛାଡି କି ଚାଲିଯାଏ । ଯେବେ ବାରମ୍ବାର ହୃଦୟ କାନ୍ଦେ ତେବେ ମନରେ ଗୋଟେ କଥା ଆସେ କି ଜୀବନରେ କେବେ ବି କାହାକୁ ସଚ୍ଚା ପ୍ରେମ କରିବା ଉଚିତ ନୁହେଁ ।