ଜ୍ୟୋତିଷ
ଘରେ ଏହି ଜାଗାରେ ରଖନ୍ତୁ ମୟୂର ପଙ୍ଖ ଘରେ ୧୦ ଗୁଣା ବଢ଼ି ଚାଲିବ ଧନ ଦେଖନ୍ତୁ କେଉଁଠି ରଖିବେ

ବନ୍ଧୁଗଣ ଆପଣ ମାନଙ୍କର ଘର ର ଆମଦାନୀ କିପରି ଦଶଗୁଣ ବଢିବ ଓ ଟଙ୍କା ପଇସା ଆସିବାର ବାଟ ଖୋଲିଯିବ ଯେତିକି ଟଙ୍କା ଆସୁଛି ଘର କୁ ତା ଠାରୁ ଅଧିକ ଖର୍ଚ୍ଚ ହେଉଛି ତାକୁ କିପରି ଅଟକେଇ ପାରିବେ। ଜାଣନ୍ତୁ ଏମିତି କିଛି ଉପାୟ।
ମୟୂର ପଂଖ ଏକ ଚାମତ୍କାରି ଯନ୍ତ୍ର ଅଟେ। ଏହା ଶ୍ରୀକୃଷ୍ଣ ଙ୍କ ମୁକୁଟ ରେ ମଧ୍ୟ ଶୋଭା ପାଏ। ଏବଂ ଏହା ତନ୍ତ୍ର ସାଧନା ରେ ମଧ୍ୟ ବହୁତ କାମ ରେ ଆସିଥାଏ। ଶାସ୍ତ୍ର ଓ ଯୋତିଶ ଶାସ୍ତ୍ର ରେ ମଧ୍ଯ ଏହାର ବ୍ୟବହାର ଉଲ୍ଲେଖ ରହିଛି।ଘର ର ସେହି କେଉଁ ୩ ଟି କୋଣ ରହିଛି।
ଯେଉଁଠି ମୟୂର ପଂଖ ରଖିଲେ ଘର ର ସକାରତ୍ମକ ଉର୍ଯା ବଢିବ। ଏବଂ ଲକ୍ଷ୍ମୀ ସବୁବେଳେ ବାସ କରିବେ। ଯେପରିକି ବିଦ୍ୟାର୍ଥୀ ମାନେ ଅଭିମନ୍ତ୍ରିତ ମୟୁର ପଂଖ।ରଖିଥାନ୍ତି ଏହା ସେମାନଙ୍କ ପାଇଁ ରାମବାଣ ସଦୃଶ କାର୍ଯ କରିଥାଏ।
ଘର ର ପ୍ରତେକ ରୁମ୍ ରେ ମୟୂର ପର ରଖିଲେ ଘର ର ବାସ୍ତୁ ଦୋଷ ଦୂର ହୁଏ। ଏବଂ ଘର ର ଆଲମାରୀ ରେ ଯେଉଁଠି ଟଙ୍କା ରଖିଛନ୍ତି ସେଠି ମୟୂର ପର ରଖିଲେ ଅଯଥା ଖର୍ଚ୍ଚ ହୁଏ ନାହିଁ। ଏବଂ ପୁଜା ଘରେ ମଧ୍ୟ ମୟୂର ପର କୁ ରଖି ପୁଜା କରାଯାଏ। ବର୍ତ୍ତମାନ ଏହି ଭିଡିଓ ଟି ଜୋରରେ ଭାଇରାଲ ହେଉଛି।