ଜ୍ୟୋତିଷ
ମହିଳା ଙ୍କ କେଶରୁ ଜାଣନ୍ତୁ ଚରିତ୍ର ଜାଣନ୍ତୁ ତାଙ୍କ ସ୍ଵଭାବ ଏବଂ ଚିନ୍ତାଧାରା କେମିତି

ସବୁ ନାରୀ ମନେ ତାଙ୍କ କେଶକୁ ଅନେକ ଭଲ ପାଇଥାନ୍ତି। କେଶ ର ଅନେକ ଯତ୍ନ ମଧ୍ୟ ନେଇଥାନ୍ତି। କେଶ ନାରୀକୁ ଅତ୍ୟନ୍ତ ସୁନ୍ଦରତା ର ରୂପ ଦେଇଥାଏ।ତେବେ ଆଜିର ବିଷୟବସ୍ତୁ ହେଉଛି କେଶ ଦେଖୀ ମଣିଷ ଆମେ କିପରି ଜାଣିବା।
କେଶ ଦେଖିକି ଆମେ ମନୁଷ୍ୟ ର ପ୍ରକୃତି ମଧ୍ୟ ଜାଣି ପାରିବା। ତେବେ ଚାଲନ୍ତୁ ଜାଣିବା କେତେ ପ୍ରକାର ଲୋକଙ୍କର କେତେ ପ୍ରକାରର କେଶ ଥାଏ ଓ ତାଙ୍କ ପ୍ରକୃତି ସବୁ କଣ।
ଯେଉଁ ନାରୀର ପାର୍ଶ୍ଵ ଲୋମଯୁକ୍ତ, ସ୍ତନ ଲୋମଯୁକ୍ତ, ଅଧର ଏବଂ ଓଠ ଉଚ୍ଚ ସେହି ନାରୀର ପତୀ ଶୀଘ୍ର ମରିଯାଆନ୍ତି। ତ ତାଙ୍କଠୁ ସର୍ବଦା ଦୂରେଇ ରୁହନ୍ତୁ।
ଯେଉଁ ନାରୀର କେଶ କଳା ବର୍ଣ୍ଣ ହୋଇ ଉର୍ଦ୍ଧ କୁ ଯାଇଥାଏ ସେ ରାଜ କନ୍ୟା ହୋଇଥିଲେ ସୁଦ୍ଧା ଦାସୀ ସଦୃଶ୍ୟ ବ୍ୟବହାର କରିଥାନ୍ତି।
ଯେଉଁ ନାରୀର କେଶ ପିଙ୍ଗଳ ବର୍ଣ୍ଣ, ଚକ୍ଷୁ ଗୋଲାକାର ସେହି ନାରୀମାନଙ୍କର ପତୀ ଶୀଘ୍ର ନଷ୍ଟ ହୁଅନ୍ତି। ସେ ସ୍ତ୍ରୀ ମାନେ ସର୍ବଦା ଦୁଃଖ ଭୋଗ କରିଥାନ୍ତି।
ଯେଉଁ ଲୋକଙ୍କ ଶରୀର ରେ ସରଳ ତଥା ମସୃଣ ଲୋମ ଥାଏ ସେମାନେ ସରଳ ପ୍ରକୃତିର।
ଯେଉଁ ପୁରୁଷ ର ଚୁଟି ସାମ୍ନା ରୁ କପାଳ ଉପରେ ନାହିଁ ଅର୍ଥାତ ସାମ୍ନା ଚାନ୍ଦା ହୋଇଥାଏ ସେମାନେ ସବୁ କାମକୁ ଅତି ଭାବିଚିନ୍ତି ଓ ନିଜ କାର୍ଯ୍ୟ ନ ସରିବା ପର୍ଯ୍ୟନ୍ତ କାହାକୁ କୁହନ୍ତି ନାହିଁ। କିନ୍ତୁ ପର କଥା କୁ ଆଦାୟ କରିବା ପାଇଁ ସେମାନେ ଧୁରନ୍ଧର ଥାଆନ୍ତି।
ଯେଉଁ ସ୍ତ୍ରୀ ଲୋକଙ୍କ ର ଚୁଟି ଛୋଟ ଓ ସୁନ୍ଦର ଦେହର ରଙ୍ଗ ଗୋରା ସେମାନେ ଅନେକ ସନ୍ତାନ ଜନ୍ମ ଦେଇଥାନ୍ତି।
ଯେଉଁ ସ୍ତ୍ରୀ ବା ପୁରୁଷ ର ମୁଣ୍ଡ ଅସମାନ୍ ନଡ଼ିଆ ପରି ଆଗକୁ ବାହାରିଥାଏ ସେମାନେ ଭବିଷ୍ୟତ ରେ ପାଗଳ ହେବାର ଆଶଙ୍କା ଥାଏ।
ଯେଉଁ ସ୍ତ୍ରୀ ବା ପୁରୁଷ ର ମୁଣ୍ଡ ଅସ୍ବାଭାବିକ ଭାବ ରେ ଚେପଟା ସେମାନେ ଚିର ଋଣ ହୋଇଥାନ୍ତି।
ଯେଉଁ ନାରୀର କେଶ ସମୂହ ଭ୍ରମର ଭଳି କୃଷ୍ଣ ବର୍ଣ୍ଣ, ସୂକ୍ଷ୍ମ, ସୁକୋମଳ, କେଶର ଅଗ୍ରଭାଗ କୁଞ୍ଚୁ କୁଞ୍ଚିଆ ସେହି ନାରୀ ସ୍ଵଭାଗ୍ୟବତୀ ହୋଇଥାନ୍ତି।
ଯେଉଁ ନାରୀ ର କେଶ ଅତ୍ୟନ୍ତ ଚିକ୍କଣ, ନୀଳ ବର୍ଣ୍ଣ, କୁଞ୍ଚୂ କୁଞ୍ଚିଆ ଏବଂ ଯେଉଁ ନାରୀର ମୁଣ୍ଡ, ପାଦତଳ , ହସ୍ତ ସମାନ ଥାଏ ସେହି ନାରୀ ଅତ୍ୟନ୍ତ ସୌଭାଗ୍ୟବତୀ ହୋଇ ଥାଆନ୍ତି। ସେହି ନାରୀକୁ ଆପଣ ବିବାହ କରିବା ପାଇଁ ଉପଯୋଗ ଅଟନ୍ତି।
ଯେଉଁ ନାରୀଙ୍କ କେଶ କୁଞ୍ଚୂ କୁଞ୍ଚିଆ ଏବଂ କଳା ସେହି ନାରୀ ଅତ୍ୟନ୍ତ ସୌଭାଗ୍ୟବତୀ ହୋଇଥାନ୍ତି ମାତ୍ରା ଜିଦଖୋରିଆ ପ୍ରକୃତି ର ହୋଇଥାନ୍ତି।
ଯେଉଁ ନାରୀର ମୁଣ୍ଡ ରେ ରୁମ ଓ ଶିରା ଦେଖା ଯାଏ ସେମାନେ ଆଜୀବନ ରୋଗିଣୀ ହୁଅନ୍ତି।
ଯେଉଁ ନାରୀର କେଶ ଛୋଟ ଓ ଦେହର ବର୍ଣ୍ଣ ଶୁଭ୍ର ହୋଇଥାଏ ସେମାନେ ସ୍ବାମୀ ଙ୍କ ପ୍ରିୟ ଓ ଅତି ଆଦରର ହୋଇଥାନ୍ତି। ତାଙ୍କର ସନ୍ତାନ ବହୁତ ମାତ୍ରା ରେ ହୋଇଥାନ୍ତି।
ତ ଏହା ଥିଲା କେଶ ଦେଖି ଲୋକଙ୍କ ପ୍ରକୃତି ଜାଣିବା ନର ଓ ନାରୀର।