ଜ୍ୟୋତିଷ

କଳିଯୁଗ ଶେଷରେ ଭୟଙ୍କର ପ୍ରମାଣ ଘରେ ଘରେ ଉଡିବେ ଗୋଧୀକା ଏହିପରି ଭାବରେ ହେବ କଳିଯୁଗ ଶେଷ Malika Bachana

ନମସ୍କାର ପାଠକ ବନ୍ଧୁ ଗଣ। ଆଜି ଆପଣ ମାନେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଙ୍କ ଏକ ଗ୍ରନ୍ଥ ପଟ୍ଟାମଢା ରେ କଳି ଯୁଗରେ ବିଲକ୍ଷଣ ରେ ନାରୀ ମାନଙ୍କର ଆଚରଣ କିପରି ରହିବ ସେ ବିଷୟ ରେ କୁହା ଯାଇଛି। ଆସନ୍ତୁ ଜାଣିବା କଣ ଲେଖା ଅଛି ସେହି ଗ୍ରନ୍ଥ ରେ।

ସ୍ତ୍ରୀ ମାନେ ସବୁ କୂଳ ଧର୍ମ କୁ ନଷ୍ଟ କରିବେ ଅଧର୍ମୀ ହେବେ ଓ ପର ପୁରୁଷ କୁ ସେବିବେ। ସ୍ତ୍ରୀ ମାନେ ସବୁ ସ୍ବାମୀ ଙ୍କ କଥା ରେ ନ ଚଳି ନିଜ ଇଚ୍ଛା ଅନୁସାରେ ରହିବେ। ଘର ର ସୁନା ଗହଣା ଅଳଙ୍କାର କୁ ସବୁ ବିକି ଭାଙ୍ଗି ଦେବେ।
କଳି ଯୁଗରେ ଅଚ୍ୟୁତାନନ୍ଦ କହିଛନ୍ତି ଯେଉଁ ଦିନ ମା ମାନେ ନିଜ କେଶ କୁ କାଟିବେ ସେହି ଦିନ ସୂର୍ଯ୍ୟ ଙ୍କ ଉତ୍ତାପ ବଢିବ। ଏବେ ତ ସବୁ ସ୍ଥାନ ରେ ସ୍ତ୍ରୀ ଲୋକ ମାନେ ଯାଇ କେଶ କଟିଲେନି । ଯେତେବେଳେ କେଶ କାଟିବେ ସେତେବେଳେ ଜାଣିବ ସୂର୍ଯ୍ୟ ଙ୍କ ଉତ୍ତାପ ବଢିବ।
ମା ମାନେ ତିନି ଖଣ୍ଡ ବସ୍ତ୍ର ପିନ୍ଧିବା ବଦଳରେ ତାକୁ ଛାଡ଼ିଦେବେ ଓ ଗୋଟିଏ ପିନ୍ଧିବେ ସେମାନେ ବାହାର
ଚଳନି କୁ ଆଦରିବେ। ଆହୁରି କହିଛନ୍ତି ବୁଢ଼ୀ ଦିନେ ଶାଶୁ ମା ହୋଇବେ। ହସି ହସି ନାରୀ ଦିନ କାଟିବେ।
ଫେଶନ କରି କେଶ କାଟିବେ ଓ ମା ବାପା ଡାକ ପିଲା ଭୁଲିବେ। ଏହି ସବୁ ଘଟଣା ଦେଖିବାକୁ ମିଳିବ
କଳିଯୁଗ ଅନ୍ତ ରେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button