ରାଜ୍ୟ

ଶ୍ରୀମନ୍ଦିର ରେ ଆ-ତ୍ମ-ହ-ତ୍ୟା ଶେଷ ସଂକେତ ନୁହେଁ ତ ଆଉ ରହିଲା ଅଳ୍ପ ଦିନ ମାଡ଼ି ଆସିବ ବିପଦ ହେ ପ୍ରଭୁ ରକ୍ଷା କର

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ଜାଣି ସାରିଥିବେ ଶ୍ରୀମନ୍ଦିର ରେ ଘଟିଥିବା ଅଘଟଣ ସମ୍ୱନ୍ଧ ରେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।

କିପରି ଶ୍ରୀମନ୍ଦିର ର ସିଂହ ଦ୍ୱାର ରେ ଜଣେ କିନ୍ନର ଗୁମୁଟ ଉପରୁ ଡେଇଁ ଆ-ତ୍ମ-ହ-ତ୍ୟା କରିଛନ୍ତି। ଯାହା କି ଏକ ବଡ଼ ଅନର୍ଥ ବୋଲି ବିବେଚନା କରାଯାଇଛି ତେବେ ଏହି ସମ୍ୱନ୍ଧ ରେ ଆମେ ଜାଣିବା ଯେ ଏହା କଳି ଯୁଗ ବିନାଶ ହେବାର ଶେଷ ସଂକେତ ନୁହେଁ ତ??

ସେ ସମ୍ୱନ୍ଧ ରେ କହିବା କୁ ଯାଇ ମାଳିକା ଗବେଷକ ଶ୍ରୀ ପ୍ରହଲ୍ଲାଦ ନାୟକ କହିଛନ୍ତି ଯେ ପାରାଦ୍ଵୀପ ର ଉଦୟ ବଟ ରେ ଥିବା ଶ୍ରୀ ରାଜିବ ଲୋଚନ ଦାସ କହିଥିଲେ ଯେତେବେଳ କଳି ଯୁଗ ର ଶେଷ ସମୟ ଆସିବ ସେତେବେଳେ ଶ୍ରୀମନ୍ଦିର ରେ ରକ୍ତ ପଡ଼ିବ ଅର୍ଥାତ୍ ଶ୍ରୀମନ୍ଦିରରେ ରକ୍ତ ଛିଟା ଦେଖିବାକୁ ମିଳିବ। ଏହି ଘଟଣା ପରେ ଲାଗୁଛି କି ସେ ସମୟ ନିକଟ ହୋଇ ଆସୁଛି ଓ ତାଙ୍କର ବଚନ ସତ୍ୟ ହେବାକୁ ଯାଉଅଛି।
ଏହା ପୂର୍ବ ରୁ ମଧ୍ୟ ଶ୍ରୀମନ୍ଦିରରେ ଅନେକ ଅଘଟଣ ସବୁ ଘଟି ସାରିଲାଣି। ପୁର୍ବ ରୁ ଘଟିଥିବା ଘଟଣା ଗୁଡ଼ିକର ମାଳିକା ରୁ ମଧ୍ୟ କିଛି ମାତ୍ରା ରେ ପ୍ରମାଣ ମିଳିଥିଲା।
ଏବଂ ଏବେ ଏହି ସବୁ ଯେଉଁ ସଂକେତ ମିଳୁଛି ତାହା ଏକ ପ୍ରକାର ର କଳି ଯୁଗର ଶେଷ ହେବାର ମଧ୍ୟ ସଂକେତ ହୋଇପାରେ କାରଣ ଏହା ଆଗରୁ ମଧ୍ୟ ଆମକୁ ଅନେଗୁଡ଼ିଏ ସଂକେତ ସବୁ ମିଳି ସରିଲାଣି।
ଯେତେବେଳେ ବାଇଶି ପାହାଚ ରେ ମୀନ ଖେଳିବ ଓ ବରୁଣ ପ୍ରଭୁଙ୍କ ଚରଣ ସ୍ପର୍ଶ କରି ପାଦ ଧୋଇଦେବ ସେହି ସମୟରେ ଧନୁ ମାଡ଼ରେ ଚକ୍ର ବକ୍ର ହୋଇଯିବ। ଏବଂ ତାହା ହେଉଛି କଳିଯୁଗ ର ସମାପ୍ତ ହେବାର ଶେଷ ସଂକେତ।
ଯାହାଫଳରେ କି ପାଣି ଘେରରେ ଜଗନ୍ନାଥ ରହିଯିବେ ଓ ଛଅ ବର୍ଷ ରଥ ଯାତ୍ରା ବନ୍ଦ ହୋଇଯିବ। ମାଳିକା ରେ ଲେଖା ହୋଇଥିବା ସବୁ ସଂକେତ ଧୀରେ ଧୀରେ ପୁରା ହେବାରେ ଲାଗିଛି ଯେତେବଳେ ଏହି ଶେଷ ସଂକେତ ପୁରା ହେବ ସେତେବେଳେ ଆମ କୁ ମହା ପ୍ରଭୁଙ୍କ କଳ୍କୀ ରୂପାର ଦର୍ଶନ ମିଳିବ ଓ କଳିଯୁଗ ର ଶେଷ ସମୟ ହେବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button