ଜ୍ୟୋତିଷ
କାହିଁକି ମୃ-ତ୍ୟୁ ପରେ କଟାଯାଏ କିନ୍ନର ଙ୍କ ଅଙ୍ଗ କାହିଁକି ରହିଛି ଏମିତି ପ୍ରଥା କାହିଁକି ଅଧା ରାତିରେ ହୁଏ ଗୁପ୍ତ ସଂସ୍କାର

ଆପଣମାନେ ଜାଣିଛନ୍ତି କି ଗୋଟିଏ କିନ୍ନରଙ୍କୁ କାହିଁକି ଘନ ଅନ୍ଧକାରରେ ରାତିରେ ଶ-ବ ଘାଟକୁ ନିଆଯାଇଥାଏ?କାହିଁକି ତାଙ୍କ ଶ-ବ କୁ ମାଟିରେ ପୋତି ଦିଆଯାଇଥାଏ?
ଜଣେ କିନ୍ନର ର ମୃ-ତ୍ୟୁ ପରେ ତାଙ୍କ ଶ-ବ କୁ ଯୋତାରେ ମାଡ଼ କରାଯାଇଥାଏ।ଗୋଟିଏ କିନ୍ନର ର ଜନ୍ମକୁ ସାଧାରଣ ନର୍କ ର ଜନ୍ମ ବୋଲି ମଧ୍ୟ ଅନେକ କିନ୍ନର ବିବେଚିତ କରନ୍ତି।
ଗୋଟିଏ କିନ୍ନର ଙ୍କୁ ସାମାଜିକ ବାସନ୍ଦ, ପରିବାର ଠାରୁ ତାଙ୍କୁ ଦୂରରେ ରଖାଯାଇଥାଏ।ଗୋଟିଏ କିନ୍ନର ସମାଜରେ ଅନ୍ୟ ମାନଙ୍କର ଦୟାର ପାତ୍ର ହୋଇ ବଞ୍ଚେ।
ଅନେକ ତାଙ୍କର ଶା-ରୀ-ରି-କ ଶୋଷଣ କରୁଥିବା ବେଳେ,ଅନେକ ତାଙ୍କୁ ଦୟା ଓ ଘୃଣାର ଦୃଷ୍ଟିରେ ମଧ୍ୟ ଦେଖନ୍ତି।ଯେତେବେଳେ ଜଣେ କିନ୍ନର ର ମୃ-ତ୍ୟୁ ହୁଏ ତାଙ୍କର ସାଥୀମାନେ ନାଚଗୀତ କରି ତାଙ୍କୁ ବିଦାୟ ଦେଇଥାନ୍ତି।
କିନ୍ନର ମାନେ ଯେଉଁ ଟଙ୍କା ଅନ୍ୟ ମାନଙ୍କ ଠାରୁ ମାଗିଥାନ୍ତି ସେହି ଟଙ୍କାରେ କେବେ ମଧ୍ୟ ସେମାନେ ଗୋଟିଏ କିନ୍ନର ର ଅନ୍ତିମ ସଂସ୍କାର କରନ୍ତି ନାହିଁ।କାରଣ ସେମାନେ ଭାବନ୍ତି ସେହି ଟଙ୍କାରେ ଅନ୍ୟ ମାନଙ୍କର ଦୟା ରହିଛି ଏବଂ ସେହି ଟଙ୍କା ଯଦି ଶ-ବ ସଂସ୍କାର ବେଳେ ରହିଥାଏ ତେବେ କିନ୍ନର ଟି କେବେ ହେଲେ ମୁକ୍ତି ପାଇ ନଥାନ୍ତି।ଜଣେ କିନ୍ନର ର ମୃ-ତ୍ୟୁ ପରେ ତାର ଶ-ବକୁ ସାଥୀମାନେ ମାଡ଼ ମାରିଥାନ୍ତି।
ଏହାର କାରଣ ହେଉଛି ଯେ ଜଣେ କିନ୍ନର ଙ୍କୁ ଜୋତା ରେ ମାଡ଼ ମାରିବା ଦ୍ଵାରା ସେ ତା ଜନ୍ମରେ ଯେଉଁ ଯେଉଁ ପାପ କରିଥିବେ ସେଥିରୁ ସେ ମୁକ୍ତି ପାଇଯିବେ।ଗୋଟିଏ କିନ୍ନର ଙ୍କୁ ଚିତା ଉପରେ ବସାଇ ଅନ୍ତିମ ସଂସ୍କାର କରାଯାଏ ନାହିଁ।
କାରଣ କିନ୍ନର ମାନେ ହିନ୍ଦୁ ଧର୍ମ କୁ ମାନିଥାନ୍ତି।କିନ୍ତୁ ତାଙ୍କର ଶ-ବ କୁ ପୋତି ଦିଆଯାଏ।କିନ୍ନର ମାନଙ୍କ ମାନ୍ୟତା ରହିଛି ଯେ ଯଦି ମୃ-ତ୍ୟୁ ପରେ ଗୋଟିଏ କିନ୍ନର ର ଶ-ବ କୁ କିଏ ଖାଲି ଆଖିରେ ଦେଖେ ତାହେଲେ ପରବର୍ତ୍ତୀ ଜନ୍ମରେ ସେ କିନ୍ନର ହୋଇ ଜନ୍ମ ହୋଇଥାଏ।