ମନୋରଞ୍ଜନ
ରାବଣ ମରିବା ଆଗରୁ ମହିଳାଙ୍କ ସତ କଥା କହିଲା ଏମିତି ସମସ୍ତେ ହୋଇଗଲେ ଆଶ୍ଚର୍ୟ୍ଯ ଅନେକ ପୁରୁଷ ଜାଣି ନାହାନ୍ତି ଏହି କଥା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାମାୟଣ ରେ ରାବଣ କୁ ଅବା କିଏବା ନ ଜଣେ। ରାବଣ ନାରୀ ମାନଙ୍କ ବିଷୟ ରେ ଏଭଳି କିଛି କହିଛନ୍ତି ଯାହାକୁ ଶୁଣିଲା ପରେ ଆପଣଙ୍କୁ ଲାଗିବ ଯେ ସତରେ ରାବଣ ଅନେକ ଜ୍ଞାନୀ ଥିଲେ। ରାବଣ ତାଙ୍କ ମୃ-ତ୍ୟୁ ପୁର୍ବ ରୁ ନାରୀ ମାନଙ୍କ ବିଷୟରେ ଏପରି କହିଛନ୍ତି।
ପ୍ରଥମତଃ କହିଛନ୍ତି ଯେ ନାରୀମାନେ ଅତ୍ୟନ୍ତ ସ୍ୱାର୍ଥପର ଅଟନ୍ତି। ସେମାନେ ସବୁବେଳେ କେବଳ ନିଜ ସ୍ବାର୍ଥ ବିଷୟରେ ଚିନ୍ତା କରନ୍ତି। ନିଜ ସ୍ବାର୍ଥ ମଧ୍ୟ ହାସଲ ପାଇଁ ଅନେକ ତଳକୁ ମଧ୍ୟ ଖସି ଯାଇ ପାରନ୍ତି। ନାରୀ ମାନେ ନିଜର ଲୋଭ ରେ ଚାଲି କିଛି ଭି କରିପାରନ୍ତି।
ଦ୍ବିତୀୟତଃ ରାବଣ ଏହା ବି କହିଥିଲେ କୁ ସ୍ତ୍ରୀ ଲୋକ ମାନେ ନିଜର କଥା ରେ ବହୁତ ଜଲଦି ଓଲଟି ଯାଇଥାନ୍ତି। ଏମାନେ କେବେ ସତ୍ୟ କୁହନ୍ତି ନାହିଁ ଓ ନିଜେ ଦେଇଥିବା ପ୍ରତିଶ୍ରୁତି କୁ ମଧ୍ୟ ରକ୍ଷା କରନ୍ତି ନାହିଁ। ତେଣୁ ତାଙ୍କ ଉପରେ ବହୁତ ଭାବିଚିନ୍ତି ଭରଷା କରିବା ଉଚିତ।
ତୃତୀୟ ଟି ହେଉଛି ନାରୀ ମାନଙ୍କ ପେଟରେ କୌଣସି କଥା ବା ରାଜ୍ ଲୁଚି ରୁହେ ନାହିଁ। ତାଙ୍କୁ କହିଥିବା କଥା ସେ ଅନ୍ୟ ନିକଟରେ ବିନା ଦ୍ଵନ୍ଦ ରେ ପ୍ରକାଶ କରିଥାଆନ୍ତି। ତେଣୁ ନାରୀ ମାନଙ୍କୁ କୌଣସି ଗୁପ୍ତ କଥା କହିବା ଉଚିତ୍ ନୁହେଁ। କାରଣ ସେ ଅନ୍ୟ ନିକଟରେ ପ୍ରକାଶ କରିଦେବେ।
ଚତୁର୍ଥ କଥା ଟି ହେଉଛି ନାରୀ ମାନେ ଅନ୍ୟ କଥା ରେ ଖୁବ ଜଲଦି ମାନି ଯାଆନ୍ତି ଅର୍ଥାତ୍ ଅନ୍ୟ ର ଜାଲରେ ଖୁବ୍ ଜଲଦି ଫସି ଯାଇ ଥାଆନ୍ତି। ତେଣୁ ଯେ କେହିବି ନାରୀ ମାନଙ୍କୁ ଅତି ସହଜ ରେ ନିଜ ଅକ୍ତିଆର କୁ ଆଣି ପାରିବ।




