ଜ୍ୟୋତିଷ

Swapna Sastra – ଏହି ସବୁ ଜିନିଷ ସ୍ଵପ୍ନରେ ଦେଖିଲେ ଖୁବ୍ ଶୀଘ୍ର ହୋଇଯିବେ କୋଟିପତି ଆସିଯିବ ଭଲ ସମୟ ଜାଣନ୍ତୁ କେଉଁ କେଉଁ ସ୍ଵପ୍ନ ଦେଖିଲେ ପାଇବେ ସୁନାର ଭାଗ୍ୟ

ନମସ୍କାର ପାଠକ ବନ୍ଧୁ ଗଣ। କଣ ଆପଣ ଜାଣିଛନ୍ତି କି ସ୍ବପ୍ନ ଶାସ୍ତ୍ର ରେ ଏପରି ସ୍ବପ୍ନ ବିଷୟ ରେ କୁହା ଯାଇଅଛି ଯାହା ଆପଣ ଙ୍କ ଜୀବନ ରେ ଲକ୍ଷ୍ମୀ ଙ୍କ କୃପା ଅଛି କି ନାହିଁ ଏହାର ସଙ୍କେତ ଦେଇ ଥାଏ କିନ୍ତୁ ଏହି ସ୍ବପ୍ନ ବିଷୟ ରେ କୁହା ଯାଇଛି ଯେ ଏହାକୁ ଯେତେ ଗୁପ୍ତ ରଖିବ ଏହାର ପ୍ରଭାବ ସେତେ ପଡ଼ିବ।

ସ୍ବପ୍ନ ଶାସ୍ତ୍ର ଅନୁଯାୟୀ ସ୍ବପ୍ନ ରେ ମହା ଲକ୍ଷ୍ମୀ ଙ୍କୁ ଦେଖିବା ସୁଖ ସଂବ୍ରୁଧି ର ପ୍ରତୀକ ମନା ଯାଇଛି । ବିଶ୍ୱାସ ଅଛି ଯେ ଏହି ସ୍ବପ୍ନ ପରେ ଆପଣ ଙ୍କ ଜୀବନ ରେ ସବୁ କଷ୍ଟ ଦୁର ହୋଇଯିବ। ଯଦି ଆପଣ ସ୍ବପ୍ନ ରେ ଖାଲି ବାସନ ଦେଖିଥାନ୍ତି ତେବେ ଏହାକୁ ମଧ୍ୟ ଶୁଭ ସଙ୍କେତ ବୋଲି କୁହାଯାଏ।
ସ୍ବପ୍ନ ଶାସ୍ତ୍ର ଅନୁଯାୟୀ ଯଦି ସ୍ବପ୍ନ ରେ ଝାଡୁ ଦେଖନ୍ତି ତେବେ ବୁଝିଯିବେ ଶୀଘ୍ର ଧନ ଲାଭ ହେବାକୁ ଅଛି ଏହା ସୁଖ ଓ ସମୃଦ୍ଧି ର ପ୍ରତୀକ ଅଟେ । ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି ସ୍ବପ୍ନ ରେ ନିଜ କୁ ଗାଈ ର ଗୋବର ରେ ଘଷି ପାରୁ ଥିବାର ଦେଖିବେ ଏହାର ଅର୍ଥ ଆପଣ ଙ୍କ ଭାଗ୍ୟ ଶୀଘ୍ର ଉଜ୍ଜଳ ହେବାକୁ ଯାଉଛି।
ମୂଷା ଦେଖିବା, ଯଦି ସ୍ବପ୍ନ ରେ ଆପଣ ଙ୍କୁ ମୂଷା ଦେଖା ଦିଅନ୍ତି ତେବେ ଆପଣ ଙ୍କୁ ହତାତ ଧନ ଲାଭ ହୋଇପାରେ । କୁହାଯାଏ ଯେ ସ୍ବପ୍ନ ରେ ମୂଷା କୁ ଦେଖିଲେ ଗରିବତା ଦୂର ହୁଏ । କୁହାଯାଏ ଯେ ଘର ବଡ଼ ଙ୍କୁ ନୁହେଁ ବରଂ ଛୋଟ ମାନଙ୍କୁ ଏହି ବିଷୟ ରେ କହିପାରିବେ।
ତେବେ ବନ୍ଧୁଗଣ ଆପଣ ଏପରି କିଛି ସ୍ବପ୍ନ ଦେଖିଥିଲେ ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚିତ ଜଣାନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button