ଜ୍ୟୋତିଷ
Malika Bachana କଣ କୁହେ ମାଳିକା କେବେ ହେବ ସାତଦିନ ସାତରାତି ଅନ୍ଧାର ଦେଖନ୍ତୁ କଣ ଲେଖା ଅଛି ମାଳିକାରେ

ନମସ୍କାର ପାଠକ ବନ୍ଧୁ ଗଣ। ଆଜି ଆପଣ ଙ୍କୁ ମାଳିକା ରେ କଣ ଉଲ୍ଲେଖ ଅଛି ତାହା ବର୍ଣ୍ଣନାକରାଯାଇଅଛି। ଯାହା ଭବିଷ୍ୟତ ରେ ଘଟିବାର ଅଛି ତାହା ତ ନିଶ୍ଚୟ ଘଟିବ । ଯାହା ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି ସାତ ଦିନ ଅନ୍ଧାର ରହିବ । ସୂର୍ଯ୍ୟ ଦେଖା ଦେବେ ନାହିଁ।
ଆଗାମୀ ଦିନରେ ଏଭଳି ଘଟଣା ଘଟିବ। ଶୃଗାଳ କୁକୁର ଘରେ ପଶିଯିବେ କେହି ରକ୍ଷା କରିବା ପାଇଁ ନ ଥିବେ । ଯମ କଟୁରୀ ଧରି ବୁଲିବେ। ବନ୍ଧୁ ଗଣ ସବୁ ଯୁଗ ରେ ସାତ ଦିନ ଅନ୍ଧାର ରହିଛି। ସତ୍ୟ ଯୁଗରେ, ଦ୍ଵାପର ଯୁଗରେ, ତ୍ରେତୟା ଯୁଗରେ ମଧ୍ୟ ସାତ ଦିନ ଅନ୍ଧାର ରହିଛି।
ଅକାଳ ରେ ମୃତ୍ୟୁ ବରଣ ଲୋକ କରିବେ। ଅକାଳ ରେ କାଳ ହେବ। କୁହୁଡି ମାଡ଼ି ଆସିବ । ସାତ ଦିନ ଯାଏଁ ଅନ୍ଧାର ରହିବ ବୁଦ୍ଧି ଜ୍ଞାନ ଯିବ ବୁଡି। ସାତ ରାତି ଏକ ଦିନ ହେବ ଏକ ରାତି ସାତ ଦିନ ଭଳି ହେବ। ଭଗବାନ ସବୁ ଯୁଗ ରେ ଦୁଷ୍ଟ ଲୋକ ଙ୍କୁ ମାରିବା ପାଇଁ ଅବତାର ଧାରଣ କରନ୍ତି।
ମୁରାସୁର କୁ ମାରିବା ପାଇଁ ଶ୍ରୀକୃଷ୍ଣ ଅବତାର ଧାରଣ କରିଥିଲେ। ତ୍ରେତୟା ଯୁଗରେ ପ୍ରହ୍ଲାଦ କୁ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ନୃସିଂହ ଜନ୍ମ ଗ୍ରହଣ କରିଥିଲେ ଓ ଦେବତା ମାନଙ୍କ ଅନୁରୋଧ ପରେ ସେ ମୁରାସୁର କୁ ମାରି ଥିଲେ। ମୁରାସୁର ସହ ଯୁଦ୍ଧ କରି ସାତ ଦିନ ଅନ୍ଧାର ହୋଇଥିଲା। ଏହିପରି ଭାବେ ଏହି କଳି ଯୁଗରେ ମଧ୍ୟ ସାତ ଦିନ ସାତ ରାତି ଅନ୍ଧାର ରହିବ।



