ଜ୍ୟୋତିଷ
୧୬ ମଇ ସୋମବାର ଏହି ଦିନ ଗ୍ରହଣ ରେ ଏହି ସବୁ ଜିନିଷ କରିବା ମନା ଜାଣନ୍ତୁ ଗ-ର୍ଭବତୀ ମହିଳା ପାଳିବେ କେଉଁ ସବୁ ଜିନିଷ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗ୍ରହଣ କି ପରାଗ ହେଲେ ସମସ୍ତ ଙ୍କର ଚିନ୍ତା ଥାଏ କି କିପରି ଆମେ ଏହି ଗ୍ରହଣ କୁ ପାଳନ କରିବା। ଓ ଏହା କେତେ ଶୁଭଙ୍କର ଖାସ୍ କରି ଗର୍ଭବତୀ ମହିଳା ମାନେ ଭାବି ଥାନ୍ତି ଯେ ଗ୍ରହଣ ଗ୍ରହଣ ରେ ସେମାନେ କେଉଁ କେଉଁ ନିୟମ ସବୁ ମାନିଲେ ତାଙ୍କ ଗର୍ଭ ରେ ଥିବା ପିଲା ର କିଛି କ୍ଷତି ହେବ ନାହିଁ।
ବୈଶାଖ ମାସ ଶୁକ୍ଳ ପକ୍ଷ, ବୁଦ୍ଧ ପୂର୍ଣ୍ଣିମା କୁ ଏକ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଗ୍ରହଣ ୧୬ ମଇ ଅପରାହ୍ନ ୩.୩୦ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୨୩ ମିନିଟ ପର୍ଯ୍ୟନ୍ତ ରହିବ। ଏହି ଚନ୍ଦ୍ର ଗ୍ରହଣ ଓଡିଶା ସହ ସହ ୟୁରୋପ, ଆଫ୍ରିକା , ଏସିଆ, ଅଷ୍ଟ୍ରେଲିଆ ରେ ମଧ୍ୟ ଦେଖା ଯିବ। ଏହା ଏକ ଉପଛାୟ ଚନ୍ଦ୍ର ଗ୍ରହଣ ଅଟେ।
ସେଥି ପାଇଁ ଏହି ଚନ୍ଦ୍ରଗ୍ରହଣ ର ଛୁତକ ପାଳିବା ନିତ୍ୟାନ୍ତ ଜରୁରୀ ନୁହେଁ। ଏବଂ ଯେଉଁ ମାନେ ଏହାର ଛୁତକ ପାଳନ କରିବାକୁ ଚାହୁଁଛନ୍ତି ସେମାନେ ଜାଣି ରଖନ୍ତୁ କି ଏହାର ଛୁତକ ଛଅ ଘଣ୍ଟା ପୁର୍ବ ରୁ ଆରମ୍ଭ ହୋଇ ଯାଉଛି। ଏବଂ ଏହି ଗ୍ରହଣ ର ପ୍ରଭାବ ଅଧିକ ଗର୍ଭବତୀ ସ୍ତ୍ରୀ ଲୋକଙ୍କ ଉପରେ ପଡିଥାଏ ତେଣୁ ସେମାନେ ସମସ୍ତେ ନୀତିନିୟମ ମାନିବା ନିହାତି ଜରୁରୀ ଅଟେ।
ଏହି ଚନ୍ଦ୍ର ଗ୍ରହଣ ପାଇଁ ଗର୍ଭବତୀ ମହିଳା ମାନେ ନିଜ ପେଟରେ ଗେରୁଆ ରଙ୍ଗର ଲଗାଇବେ। ଯଦି ଆପଣଙ୍କୁ ସେଭଳି କିଛି ମିଳୁ ନାହିଁ ତେବେ ଆପଣ ତୁଳସୀ ଚନ୍ଦନ ମଧ୍ୟ ଲଗାଇ ପାରିବେ। ଗ୍ରହଣ ସମୟରେ କିଛି ଖାଇବା ପିଇବା ଉଚିତ୍ ନୁହେଁ। କେବଳ ଫଳ ଏବଂ ଡ୍ରାଏ ଫ୍ରୁଟ ହିଁ ଖାଇବେ। ଖୋଲା ଆକାଶ ତଳ କୁ ତ ବିଲକୁଲ ବି ଯିବେ ନାହିଁ।