ଜ୍ୟୋତିଷ

11 ଟି କର୍ମ ଯାହା ନିର୍ଧାରିତ କରେ ଆପଣଙ୍କ ଆସନ୍ତା ଜନ୍ମ ? Garuda Purana

ମାନବ ଜୀବନରେ ପରେ କିଛି ଜନ୍ମ ନେଇ ଆମକୁ ଆମ ପାପ ର ହିସାବ ପୂରଣ କରିବା ପାଇଁ ପଡି ଥାଏ । ଏହା କେବଳ ଆମ ଶାସ୍ତ୍ର ଅନୁସାରେ ଲେଖା ହୋଇନି ସବୁ ଶାସ୍ତ୍ର ରେ ଲେଖା ହୋଇଛି । ଆପଣ ମାନେ ଏହା ମଧ୍ୟ ଜାଣି ନିଅନ୍ତୁ କି ଯଦି କେହି ଏହି ଜନ୍ମରେ ପାପ କରିଛି ତେବେ ଆପଣ ମାନେ ଏହା ଜଣାଇ ନିଅନ୍ତୁ କି ଆପଣଙ୍କୁ ମଧ୍ୟ ଏହାର ଫଳ ମିଳିବ ମୃତ୍ୟୁ ପରେ ହେଉନା କାହିଁକି ଏହା ମିଳିଥାଏ । ଆଜି ଆମେ ଆପଣଙ୍କୁ ସେହି ଭଳି କିଛି କଥା କହିବୁ ।

ପ୍ରଥମ କଥା ହେଉଛି ସାଙ୍ଗ ମାନଙ୍କ ସହ ଯେଉଁ ମାନେ ଧୋକା କରି ଥାନ୍ତି ସେମାନେ ନର୍କ କୁ ଯାଇ ଥାନ୍ତି । ଏହା ସହ ଏହା ମଧ୍ୟ କୁହାଯାଇଛି କି ଯେଉଁ ଭଳି କର୍ଣ୍ଣ ନିଜ ମିତ୍ର ଭୁଲ କରୁଛି ଜାଣିକି ମଧ୍ୟ ତା ସହ ଲଢିଥିଲେ । ସେହି ଭଳି ଯେଉଁ ମାନେ ସାଙ୍ଗ ମାନଙ୍କ ସହ ଭଲ ରେ ଥାନ୍ତି ତାଙ୍କ ସହ ଭଗବାନ ଥାନ୍ତି କିନ୍ତୁ କିଛି ଲୋକମାନେ ଅଛନ୍ତି ଯେଉଁ ମାନେ ଏହି ଭଳି କରିଥାନ୍ତି ।

ଆର ଜନ୍ମ ରେ ସେମାନେ ନିଶ୍ଚିତ ଭାବେ ଗିଧ ହୋଇକି ଜନ୍ମ ନେଇ ଥାନ୍ତି ଓ ବଞ୍ଚି ଥିବା ଶଢା ମାଂସ ଖାଇକି ସେମାନେ ନିଜ ଜୀବନ କୁ ବଞ୍ଚି ଥାନ୍ତି । ଏହା ପରେ ଆସେ ଯେଉଁ ମାନେ ଧର୍ମ ର ଅପମାନ କରି ଥାନ୍ତି କିଛି ଜଣ ଅଛନ୍ତି ଯେଉଁ ନିଜ ଧର୍ମ ସହ ଅନ୍ୟ ଧର୍ମ ର ପାଳନ କରି ଥାନ୍ତି ।

କିନ୍ତୁ କିଛି ଜଣ ଏହାକୁ କରି ନଥାନ୍ତି ସେମାନେ ସବୁ ବେଳେ ନିଜ ପର ଜନ୍ମ ରେ କୁକୁର ହୋଇକି ଜନ୍ମ ନେଇ ଥାନ୍ତି । ଏହା ମଧ୍ୟ କୁହାଯାଏ କି ଯେଉଁ ମଣିଷ ନିଜ ବାପା ମା ଙ୍କ କଥାକୁ ନ ମାନି ସେମାନଙ୍କୁ ଅପମାନ କରି ଥାନ୍ତି ଓ ନିଜ ଗୁରୁ ମାନଙ୍କୁ ମଧ୍ୟ ସମ୍ମାନ ଦେଇ ନଥାନ୍ତି ସେମାନେ ଆର ଜନ୍ମ ରେ ଗର୍ଭ ରୁ ନବାହାରି ପାରି ମୃ-ତ୍ୟୁ ବରଣ କରି ଥାନ୍ତି ।

କୁହାଯାଏ କି ଯଦି କେହି ମଣିଷ ନିଜ ଜ୍ଞାନ କୁ ଅନ୍ୟ ସହ ନବାଣ୍ଟି ମାରି ଯାଇ ଥାଏ ସେ ଆର ଜନ୍ମ ରେ ଏକ ଗାଈ ଯୋନି ନେଇ ଜନ୍ମ ହୋଇ ଥାଏ । ଯେଉଁ ଲୋକମାନେ ନିଜ ଫାଇଦା ପାଇଁ ଅନ୍ୟମାନଙ୍କ ପାଖରୁ ନେଇ ଥାନ୍ତି ସେମାନେ ଆର ଜନ୍ମ ରେ ପେଚା ହୋଇ ଜନ୍ମ ହୋଇ ଥାନ୍ତି ସେମାନେ କେବଳ ନିଜର ଭୁଲ କୁ ଦେଖୁ ଥାନ୍ତି କିନ୍ତୁ କିଛି କରି ପାରି ନଥାନ୍ତି ।

ଯେଉଁ ଭଳି ସନ୍ତାନ ମାନଙ୍କ ଧର୍ମ ସେହି ଭଳି ଜଣେ ବହୁର ମଧ୍ୟ ଧର୍ମ ଏହା ଥାଏ କି ସେ ନିଜ ସାସୁ ଶଶୁର ଙ୍କୁ ସେବା କରୁ ଏହା ନ ହେଲେ ସେ ଆର ଜନ୍ମ ରେ ଏକ ଜୋକ ହୋଇ ଜନ୍ମ ନେଇ ଥାଏ । ଏହା ସହ ଯଦି କେହି ଚୋରୀ କରି ନିଜ ଜୀବନ ଜାପାନ କରୁଛି ସେ ମଣିଷ ଆର ଜନ୍ମ ରେ ଚୁଚୁନ୍ଦ୍ରା କିମ୍ବା ମୂଷା ହୋଇ ଜନ୍ମ ହୋଇ ଥାଏ । ଯେଉଁ ମାନେ ଅନ୍ୟକୁ ସବୁ ବେଳେ ଖରାପ କହି ଥାନ୍ତି ସେମାନେ ଆର ଜନ୍ମ ରେ ଛେଳି ହୋଇ ଜନ୍ମ ହୋଇ ଥାନ୍ତି ଓ କଂସେଇ ଦ୍ଵାରା ମାରି ଯାଇ ଥାନ୍ତି । ତେଣୁ ଆପଣ ମଧ୍ୟ ଏହି ସବୁ ନିଜିଶର ଧ୍ୟାନ ରଖିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button