ସ୍ୱାସ୍ଥ୍ୟ

ବାମ ପଟକୁ କଡ ଲେଉଟାଇ ସୋଉଛନ୍ତି କି ? ଏବେ ନିହାତି ଜାଣନ୍ତୁ ଏହି କଥା ନହେଲେ ପରେ ପସ୍ତେଇବେ

ନମସ୍କାର ପାଠକ ବନ୍ଧୁ ଗଣ। କଣ ଆପଣ ବାମ କଡ ମାଡି ଶୁଅନ୍ତି ତାହେଲେ ଏହି ଭିଡ଼ିଓ ଟି ଆପଣ ଙ୍କ ପାଇଁ। ଆଜି ଆମେ ଆପଣ ଙ୍କୁ ଏମିତି କିଛି କଥା କହିବୁ ଯାହା କୁ ଶୁଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ।
ବନ୍ଧୁ ଗଣ ଆପଣ ମାନେ ନିଶ୍ଚିତ ଶୁଣି ଥିବେ ପେଟ ଭଲ ଅଛି ତ ସବୁ ଭଲ ଏହି କଥା ପଛରେ କାରଣ ହେଉଛି ଯଦି ମଣିଷ ର ପେଟ ଠିକ୍ ଅଛି ତ ତାହାର ଶରୀର ଠିକ୍ ଅଛି ଯଦି ପେଟ ଖରାପ ହୁଏ ତା ପ୍ରଭାବ ରେ ଶରୀର ଖରାପ ହେବା ଆରମ୍ଭ ହୋଇ ଯାଏ । ତା ଯୋଗୁଁ ଲୋକ ଙ୍କ ସ୍କିନ ସମୟ ପୁର୍ବ ରୁ ଡଲ ଦେଖା ଯାଏ।
ଶରୀର ରେ ବିଭିନ୍ନ ସମସ୍ୟା ଦେଖାଯାଏ ଏହାର କାରଣ ହେଉଛି ପେଟ ରେ ଥିବା ଏସିଡ। ପ୍ରଶ୍ନ ଉଠୁଛି ଏହି ଏସିଡ ଆସେ କେଉଁଠି ? ଏହାର ସରଳ ଉତ୍ତର ହେଉଛି ଆମେ ଯେଉଁ ଖାଦ୍ୟ ଖାଉ ସେହି ଖାଦ୍ୟ ଆମ ପାଇପ୍ ଦେଇ ପେଟ ଭିତର କୁ ଆସେ ପେଟ ହିଁ ଆମ ବ୍ୟାକ ସହ ଯୋଡ଼ି ହୋଇ ଥାଏ। ଆମେ ଯେଉଁ ଖାଦ୍ୟ ଖାଉ ତାହା ହଜମ ପେଟ କରିଥାଏ ।
ଯେଉଁ ଥିରୁ ଅଲଗା ପଟ ରୁ ଗାଷ୍ଟ୍ରିକ ଏସିଡ ବାହାରେ
ଏହା ଖାଦ୍ୟ କୁ ଛୋଟ ଛୋଟ ତୁକୁଡ଼ା ରେ କରି ଦିଏ
ଯଦି ଭୋଜନ ବେଶି ମାତ୍ରା ରେ ହୁଏ ତେବେ ବେଶି ମାତ୍ରା ରେ ପେଟ ରୁ ଏସିଡ ବାହାରେ କାରଣ ତା ହଜମ ହେଇ ଯାଉ।
ଯଦି ଆପଣ ବାମ କଡ ମାଡି ଶୋଇବେ ତାହେଲେ ଖାଦ୍ୟ ପାଇପ ବିପରୀତ ରେ ରହିବ ଓ ଏସିଡ ପାଇପ ପାଖରେ ପହଁଚି ପାରିବ ନାହିଁ। ଓ ଶରୀର ସୁସ୍ଥ ରହିବ।
ବନ୍ଧୁ ଗଣ ଏହା ଜାଣିବ କିପରି ଲାଗିଲା ତାହା ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚିତ ଜଣାନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button