ଜ୍ୟୋତିଷ

ମାଦଳା ପାଞ୍ଜିରେ ଲେଖା ହୋଇଛି ସବୁ ରହସ୍ୟ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ ଦେଖନ୍ତୁ ସମ୍ପୂର୍ଣ ବିବରଣୀ

ନମସ୍କାର ପାଠକ ବନ୍ଧୁ ଗଣ। ଶ୍ରୀ ଶ୍ରୀ ଜଗନ୍ନାଥ ଓଡ଼ିଶା ର କୂଳ ଦେବତା ଏବ ଓଡ଼ିଶା ପରମ ଆରାଧ୍ୟ ତାଙ୍କ ବ୍ୟତିରକେ ଓଡ଼ିଶା ର ସ୍ଥିତି ଓ ଉତ୍କଳୀୟ ମାନଙ୍କ ର ସ୍ଥିତି ଅସମ୍ଭବ ଓ ଅସମି ଚିହ୍ନ । ତାଙ୍କର ଦୈନଦିନ ର ସେବା ପୂଜା ର ବିବରଣୀ ଯେଉଁ ଥିରେ ଲିପିବଦ୍ଧ ହୋଇଅଛି ତାକୁ ମାଦଳା ପାଞ୍ଜି ବୋଲି କୁହାଯାଏ।

ଏହା ଜଗନ୍ନାଥ ଙ୍କ ବିଭିନ୍ନ ସମୟ ରେ ଯେଉଁ ପ୍ରକାର ଆକ୍ରମଣ ର ଶିକାର ହୋଇ ଛନ୍ତି ପାତାଳୀ ହୋଈ ଛନ୍ତି ଏବଂ କେଉଁଠି ତାଙ୍କ ନୀତି ରେ ଅବ୍ୟବସ୍ଥା ହୋଇଛି ସେ ସବୁ ର ବିବରଣୀ ମାଦଳା ପାଞ୍ଜିରେ ଲିପିବଦ୍ଧ ହୋଇଅଛି। ଜଗନ୍ନାଥ ଙ୍କୁ ଆମେ ବିଭିନ୍ନ ରୂପେ ଆଖ୍ୟାୟତ କରୁ ତାଙ୍କୁ ଅନେକ ମାଦଳା ଭବେ ଗ୍ରହଣ କରନ୍ତି।
ଅନ୍ୟ ପକ୍ଷରେ କହିବାକୁ ଗଲେ ସେ ମର୍ଦ୍ଦଳ ଆକାର ରେ ପଣ୍ଡିତ ଙ୍କ ପାଖରେଶ୍ରୀ ମନ୍ଦିର ରେ ସୁରକ୍ଷିତ ହୋଈ ଥିବାରୁ ତାକୁ ଆମେ ମାଦଳା ପାଞ୍ଜି ଭାବରେ ଆଖାୟିତ କରୁ ଏହି ମାଦଳା ପାଞ୍ଜି ଜଗନ୍ନାଥ ଙ୍କ ଦୈନଦିନ ଜୀବନ ର ଏକ ଦଲିଲ । ଯାହାକୁ ପଢ଼ିଲେ ଆମେ ଜାଣି ପାରିବୁ ଜଗନ୍ନାଥ ଙ୍କ ଇତିହାସ ଓ ତାଙ୍କ ନୀତି କାନ୍ତି ଓ ଜଗନ୍ନାଥ ୧୪୪ବର୍ଷ ସୋନପୁର ରେ ପାତାଳୀ ହୋଇ ଥିଲେ ତାହା ମଧ୍ୟ ଏଥିରେ ଲିପି ବଧ ହୋଇଛି।
ଏବଂ ବିଶ୍ଵାବସୁ ତାଙ୍କୁ କିପରି କଲିକତା ରୁ ଆଣିଥିଲା ତାହା ମଧ୍ୟ ମାଦଳା ପାଞ୍ଜିରେ ଲିପିବଦ୍ଧ ହୋଇଅଛି
ଯେତକ ରାଜା ଯୁଦ୍ଧ କରି ଯାଇଛନ୍ତି ଅର୍ଜିତ କରି ଥିବା ସୁନା ଜଗନ୍ନାଥ ଙ୍କୁ ଅର୍ପଣ କରିଛନ୍ତି । ଜଗନ୍ନାଥ ହେଉଛନ୍ତି ଗତି ମୁକ୍ତି ଦାତା ଓ ଭାଗ୍ୟ ବିଧାତା। ବହୁ ଦେଶ ରାଜ ପ୍ରତାରୁଦ୍ରଦେବ ବୁଲିଛନ୍ତି ଓଯାହା ଆଣିଛନ୍ତି ତାହା ଜଗନ୍ନାଥ ଙ୍କୁ ସମର୍ପଣ କରିଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button