ଜ୍ୟୋତିଷ

କାହିଁକି ଭଗବାନ ବିଷ୍ଣୁ ଙ୍କ ପାଦ ସେବା କରନ୍ତି ମା ଲକ୍ଷ୍ମୀ ଖୁବ୍ କମ ଲୋକେ ଜାଣିଛନ୍ତି ଏହି ରହସ୍ୟର କଥା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ମହା ଲକ୍ଷ୍ମୀ ହେଉଛନ୍ତି ଧନ ର ପ୍ରତିକ। ଆପଣ ମାନେ ପ୍ରାୟ ସମୟରେ ଦେଖିଥିବେ କି ମହାଲକ୍ଷ୍ମୀ ପ୍ରାୟ ସମୟରେ ବିଷ୍ଣୁ ଙ୍କ ଗୋଡ଼ ଦବେଇ ଦେବାର। ହେଲେ ଆପଣ କେବେ ଭାବି ଛନ୍ତି କି ମହାଲକ୍ଷ୍ମୀ ଏପରି ଭଗବାନ୍ ବିଷ୍ଣୁ ଙ୍କ ଗୋଡ଼କୁ କଣ ପାଇଁ ଦବାଇ ଦେଇଥାନ୍ତି? ଏହାର କରଣ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ।

କେତେକ ଏହା କୁହନ୍ତି କି ମହାଲକ୍ଷ୍ମୀ ଙ୍କ ହସ୍ତରେ ଦେବ ଗୁରୁ ବ୍ରହ୍ମା ବାସ କରୁଥିବା ବେଳେ। ଭଗବାନ୍ ବିଷ୍ଣୁ ଙ୍କ ପାଦ ରେ ଦୈତ ଗୁରୁ ଶୁକ୍ରାଚାର୍ଯ୍ୟ ବାସ କରିଥାଆନ୍ତି। ଏବଂ ଏହି ଦେବ ଦୈତ ମିଳନ ରେ ଧନ ଜାତ ହୋଇଥାଏ। କଥାରେ ମଧ୍ୟ ଏହା ଅଛିକି ଯେ ଏକ ସ୍ତ୍ରୀ ପୁରୁଷ ର ପାଦ କୁ ଧରିଲେ ଧନ ଆସିଥାଏ। ଅନେକ ଙ୍କ ମତରେ ଏହା ମଧ୍ଯ କୁହାଯାଇ ଅଛି କି

ଲକ୍ଷ୍ମୀ ଙ୍କର ଏକ ବଡ଼ ଭଉଣୀ ଅଲକ୍ଷ୍ମୀ ଅଛନ୍ତି। ଲକ୍ଷ୍ମୀ ଧନର ପ୍ରତୀକ ହୋଇଥିବା ବେଳେ ଅଲକ୍ଷ୍ମୀ ଦାରିଦ୍ର୍ୟତା ର ପ୍ରତୀକ ହୋଇଥାନ୍ତି। ଏବଂ ଲକ୍ଷ୍ମୀ ଯେଉଁ ସ୍ଥାନ କୁ ସବୁ ଯାଇଥାନ୍ତି ଅଲକ୍ଷ୍ମୀ ମଧ୍ୟ ସେହି ସ୍ଥାନରେ ଯାଇ ପହଞ୍ଚି ଥାଆନ୍ତି। ଏପରି  ଲକ୍ଷ୍ମୀ ତାଙ୍କ ବିଷ୍ଣୁଙ୍କ ସହ ସମୟ ଅତିବାହିତ କରୁଥିବା ବେଳେ ମଧ୍ୟ ଅଲକ୍ଷ୍ମୀ ସେଠାରେ ଯାଇ ପହଞ୍ଚି ଯାଆନ୍ତି।

 

ଏହି କଥା କୁ ଆଦୌ ଲକ୍ଷ୍ମୀ ସହ୍ୟ କରି ପାରିନଥାନ୍ତି। ସେ କ୍ରୋଧିତ ହୋଇ ଅଲକ୍ଷ୍ମୀ ଙ୍କୁ ଅଭିଶାପ ଦେଲେ କି ତୁମର ସ୍ଵାମୀ ହେଉଛନ୍ତି ମୃ-ତ୍ୟୁ ଲୋକର ରାଜା ତେଣୁ ଯେଉଁ ସ୍ଥାନରେ କ୍ରୋଧ , କ୍ଳେଶ ,ଦାରିଦ୍ର୍ୟତା ଓ ମଇଳା ଥିବ ସେହି ସ୍ଥାନରେ ହିଁ ତୁମର ବାସ ହେବ ତେଣୁ ଲକ୍ଷ୍ମୀ , ବିଷ୍ଣୁ ଙ୍କ ପାଦରୁ ମଇଳା ଛଡ଼ାଇବା ପାଇଁ ସବୁବେଳେ ତାଙ୍କ ପାଦ ଧରିଥାନ୍ତି ବୋଲି କଥାରେ ଅଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button