ଦେଶ- ବିଦେଶ

ମିଳିଲା ରାମାୟଣର ପ୍ରମାଣ ସତରେ ଘଟିଥିଲା ଦେଖନ୍ତୁ ମାଟି ତଳୁ ବାହାରିଲା ଆଖି ବନ୍ଦ କରିଦେବା ଭଳି ପ୍ରମାଣ

ଛୋଟ ପିଲାଠାରୁ ବଡ ପର୍ଯ୍ୟନ୍ତ ଆମେ ସମସ୍ତେ ରାମାୟଣ ବିଷୟରେ କିଛି ନା କିଛି ଜାଣିଛନ୍ତି। ସମସ୍ତ ହିନ୍ଦୁ ପ୍ରଭୁ ଶ୍ରୀ ରାମ ଙ୍କୁ ଭଗବାନ ରୂପେ ପୂଜା କରିଥାନ୍ତି।କିନ୍ତୁ ଆମ ଭିତରୁ ପ୍ରାୟ ଅଧିକାଂଶ ଲୋକମାନଙ୍କ ମନରେ ପ୍ରଶ୍ନ ଆସିଥାଏ ଯେ କଣ ସତରେ ରାମାୟଣ ରେ ହେଉଥିବା ସମସ୍ତ ଘଟଣା କଣ ସତ ହୋଇଥାଏ।ନା ଏହା କଳ୍ପନା କରାଯାଇଛି।ସତରେ କଣ ପ୍ରଭୁ ଶ୍ରୀ ରାମ ଅଯୋଧ୍ୟା ରେ ଜନ୍ମ ଗ୍ରହଣ କରିଥିଲେ।
ଏପରିବି ପ୍ରଶ୍ନ ଆସିଥାଏ ଯେ ରାବଣଙ୍କ ର କଣ ସତରେ ୧୦ ଟି ମୁଣ୍ଡ ରହିଥିଲା।ଏମିତି କେତେ କଣ ପ୍ରଶ୍ନ ରାମାୟଣ ଙ୍କୁ ନେଇ ମନ ଭିତରକୁ ଆସିଥାଏ।କିନ୍ତୁ ଜଣେ ୟୁ ଟ୍ୟୁବର ରାମାୟଣ ର ୧୦ ଟି ତଥ୍ୟ ବିଷୟରେ କହିଛନ୍ତି ଯାହାକି ରାମାୟଣ ରେ ଯାହା ହୋଇଥିଲା ତାହା ବାସ୍ତବରେ ଘଟିଥିଲା। ତାହା କାଳ୍ପନିକ ନୁହେଁ।
୧ – ନାଗ ଫଣା ଗୁମ୍ଫା – ଏହି ଗୁମ୍ଫାର ଆକାର ଏକ ନାଗ ଫଣା ପରି ହୋଇଥାଏ।ରାବଣ ଯେତେବେଳେ ମାତା ସୀତା ଙ୍କୁ ହରଣ କରିଥିଲେ ପ୍ରଥମେ ଏହି ଗୁମ୍ଫାରେ ରଖିଥିଲେ।
୨ – ହନୁମାନ ଗଡି ମନ୍ଦିର – ରାମାୟଣ ରେ ଲେଖା ଅଛି ହନୁମାନ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କୁ ଦର୍ଶନ କରିବା ପାଇଁ ହନୁମାନ ଗଡି ନାମକ ଜାଗାରେ ଅପେକ୍ଷା କରି ରହିଥିଲେ।ଅଯୋଧ୍ୟା ପାଖରେ ଏହି ମନ୍ଦିର ଏବେ ମଧ୍ୟ ରହିଛି।
୩ – ହନୁମାନ ଙ୍କ ର ପଦ ଚିହ୍ନ – ଯେତେବେଳେ ହନୁମାନ ମାତା ସୀତା ଙ୍କୁ ଠାବ କରିବା ପାଇଁ ସମୁଦ୍ର ପାରି ହୋଇଥିଲେ ସେ ସମୁଦ୍ର ମଧ୍ୟରେ ବିଶାଳକାୟ ରୂପ ଧାରଣ କରି ଲଙ୍କା କୁ ଲମ୍ଫ ମାରିଥିଲେ।ହନୁମାନ ଙ୍କୁ ପଦ ଚିହ୍ନ ଏବେ ମଧ୍ୟ ଶ୍ରୀଲଙ୍କା ରେ ଦେଖିବାକୁ ମିଳୁଛି।
୪ – ରାମସେତୁ – ଶ୍ରୀ ରାମ ଲଙ୍କା କୁ ଯିବାପାଇଁ ବାନର ସେନା ସହିତ ରାମସେତୁ ନିର୍ମାଣ କରିଥିଲେ। ଏବେ ମଧ୍ୟ ଭାରତ ଏବଂ ଶ୍ରୀଲଙ୍କା ଭିତରେ ସେହି ସେତୁ ରହିଛି।
୫ – ପାଣିରେ ଭାସୁଥିବା ପଥର – ରାମସେତୁ ରେ ବ୍ୟବହାର ହୋଇଥିବା ପଥର ପାଣିରେ ଭାସୁଛି।ବୈଜ୍ଞାନିକ ମାନେ ପ୍ରମାଣ କରି କହିଛନ୍ତି ଯେ ଏହା ହେଉଛି ରାମାୟଣ ସମୟର ପଥର।
୬ – ଦ୍ରୋଣ ଗିରି ପର୍ବତ – ଲକ୍ଷ୍ମଣ ଯେତେବେଳେ ଆହତ ହୋଇଥିଲେ ସେତେବେଳେ ହନୁମାନ ସଂଜୀବନୀ ଆଣିବା ପାଇଁ ଦ୍ରୋଣ ଗିରି ପର୍ବତ ଯାଇଥିଲେ।ସେହି ପାହାଡ ଏବେ ମଧ୍ୟ ରହିଛି।
୭ – ଜଡି ବୁଟି ବୃକ୍ଷ – ଯେତେବେଳେ ହିମାଳୟ ର ଦ୍ରୋଣ ଗିରି ପର୍ବତ କୁ ହନୁମାନ ଉଠାଇ ଶ୍ରୀଲଙ୍କା କୁ ଆଣିଥିଲେ ସେବେଠାରୁ ଶ୍ରୀଲଙ୍କା ରେ ହିମାଳୟ ରେ ଥିବା ଦୁର୍ଲଭ ଔଷଧୀୟ ବୃକ୍ଷ ଦେଖାଯାଏ।ଜଡି ବୁଟି ବୃକ୍ଷ ଶ୍ରୀଲଙ୍କା ରେ ଦେଖିବାକୁ ମିଳିଥାଏ।
୮ – ଆଶୋକ ବାଟିକା – ଯେତେବେଳେ ରାବଣ ମାତା ସୀତା ଙ୍କୁ ହରଣ କରି ଲଙ୍କା କୁ ନେଇଥିଲେ ସେ ସେତେବେଳେ ମାତା ସୀତା ଙ୍କୁ ଆଶୋକ ବାଟିକା ରେ ରଖିଥିଲେ।ବର୍ତ୍ତମାନ ତାହା ଶ୍ରୀଲଙ୍କା ରେ ରହିଛି।
୯ – ବିଶାଳ ହାତୀ – ରାବଣ ଲଙ୍କାର ସୁରକ୍ଷା ପାଇଁ ବିଶାଳକାୟ ହାତୀ ସବୁ ନିୟୋଜିତ କରିଥିଲେ।ପରେ ଶ୍ରୀଲଙ୍କା ରୁ ବିଶାଳକାୟ ହାତୀ ର ଜୀବାଶ୍ମ ମଧ୍ୟ ମିଳିଛି।
୧୦ – ରାବଣର ରାଜମହଲ – ରାବଣଙ୍କ ର ରାଜମହଲ ବହୁତ ସୁନ୍ଦର ବୋଲି ଆପଣମାନେ ଜାଣିଥିବେ।ଯାହା ଏବେ ମଧ୍ୟ ଶ୍ରୀଲଙ୍କା ରେ ରହିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button