ଜ୍ୟୋତିଷ

ମଙ୍ଗଳବାର ରେ ବିଶେଷ ଉପାୟ କରିଦେବ ଆପଣଙ୍କୁ କୋଟିପତି ଦେଖନ୍ତୁ କେମିତି କରିବେ ପ୍ରୟୋଗ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଲୁଣ ର ଆମ ଜୀବନରେ ବିଶେଷ ଏକ ମହତ୍ତ୍ଵ ରହିଛି। ଲୁଣ ମଧ୍ଯ ଆମର ଆୟୁ ବୃଦ୍ଧି କରୁଥିବା ବେଳେ ଆମ ଆୟୁ କୁ ହ୍ରାସ ମଧ୍ୟ କରିଥାଏ। ଲୁଣ ଅନେକ ପ୍ରକାରର ଥାଏ ସିନ୍ଧା ଲୁଣ ଯାହାକୁ କି ପାହାଡିଆ ଲୁଣ ବୋଲି କୁହା ଯାଇଥାଏ। ଅନ୍ୟ ଏକ ସାମୁଦ୍ରିକ ଲୁଣ ଥିବା ବେଳେ ଅନ୍ୟ ଏକ କଳା ଲୁଣ ମଧ୍ଯ ଥାଏ।
କୁହାଯାଏ କି ଯଦି ଆପଣଙ୍କ କୁଣ୍ଡଳିରେ ଚନ୍ଦ୍ରମା ଙ୍କ ପ୍ରଭାଵ କମ୍ ଥାଏ ତେବେ ଆପଣ ସାମୁଦ୍ରିକ ଲୁଣ ବ୍ୟବହାର କରିବା ବଦଳରେ ପାହାଡିଆ ଲୁଣ ବ୍ୟବହାର କରିବା ଉଚିତ। ଯଦି ଆପଣ ଏକ କାଚ ପାତ୍ରରେ ଲୁଣ ପୁରାଇ ଘର ର କୌଣସି କୋଣରେ ରଖିବେ ତେବେ ଘରେ ସକାରାତ୍ମକ ଭାବନାର ଜାଗ୍ରତ ହେବ। ଲୁଣ ମଧ୍ଯ ବେଳେ ବେଳେ ରାହୁର ପ୍ରତୀକ ବୋଲି ମନା ଯାଇଥାଏ। ସେଥି ପାଇଁ ଷ୍ଟିଲ ବା ଲୁହା ପାତ୍ର ବଦଳରେ କାଚ ପତ୍ରରେ ଲୁଣ ରଖିବା ଉଚିତ ଅଟେ।
ଏବଂ ଲୁଣ କାହାକୁ ନିଜ ହାତରେ ଦେବା ଉଚିତ ହୋଇ ନଥାଏ। ସର୍ବଦା ଲୁଣ ଦେବା ସମୟରେ ତାହାକୁ ତଳେ ରଖି ଅନ୍ୟକୁ ନେବା ପାଇଁ କହିବେ ନଚେତ୍ ଚାମୁଚ ମାଧ୍ୟମରେ ଦେବେ। ଏହାଦ୍ବାରା ମନୁଷ୍ୟର ସମ୍ୱନ୍ଧ ଖରାପ୍ ହୋଇ ଥାଏ। ଘରର ମୁଖ୍ୟ ଦ୍ଵାରରେ କଳା ଲୁଣ କୁ ଏକ ଲାଲି କପଡ଼ାରେ ଗୁଡ଼ାଇ ବାନ୍ଧି ଦେବା ଦ୍ବାରା ଏହା ଖରାପ୍ ନଜର ଓ ନକାରାତ୍ମକ ଦୃଷ୍ଟି ରୁ ଆମ ମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ।
ଏହି ଲୁଣ ମଧ୍ୟ ଆପଣଙ୍କ ଦୋକାନ କିମ୍ୱା ଘରେ ଯେଉଁଠାରେ ଆପଣ ପଇସା ରଖନ୍ତି ସେଠାରେ ଟାଙ୍ଗି ଦେବା ଦ୍ବାରା ଧନ ର ବୃଦ୍ଧି ଘଟିଥାଏ। ଏବଂ ସେହି ଲୁଣ ମଧ୍ୟରେ ଚାରିଗୋଟି କିମ୍ୱା ପାଞ୍ଚ ଗୋଟି ଲବଙ୍ଗ ମଧ୍ଯ ପକାଇ ଦେବେ। ଯଦି ଆପଣ ପାଣିରେ ମଧ୍ଯ କିଛି ଲୁଣ ମିଶାଇ ଘର ପୋଛନ୍ତି ତେବେ ଏହା ଘରୁ ସମସ୍ତ ନକାରାତ୍ମକ ଭାବନା କୁ ଦୂରୀଭୂତ କରିଥାଏ ଏବଂ ଏଭଳି ପ୍ରତ୍ୟେକ ଦିନ କରିବା ଉଚିତ ଅଟେ। ଏଭଳି ଅନେକ ଲୁଣ ର ମାହାତ୍ମ୍ୟ ଅଛି ଯାହାକୁ କି ଆପଣ ଭିଡ଼ିଓ ଦେଖିଲେ ସମ୍ପୂର୍ଣ ଭାବରେ ଜାଣି ପାରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button