ଦେଶ- ବିଦେଶ

୭୦ ବର୍ଷ ବୟସରେ ୩୦ ଭଳି ଶକ୍ତି ପାଇବେ, ଦୁର୍ବଳତା, ଶକ୍ତି ଏବଂ ଫୁର୍ତ୍ତି କମ ହେବ ନାହିଁ

ବନ୍ଧୁଗଣ ବର୍ତ୍ତମାନ ସମୟରେ ଶରୀରରେ ଦୁର୍ବଳ ଲାଗିବା, ଥକା ଲାଗିବା ଏକ ସାଧାରଣ କଥା ହୋଇଗଲାଣି । ଯେବେ ଏହି ପ୍ରକାରରେ ସମସ୍ଯା ଆମ ଶରୀରରେ ଦେଖା ଦିଏ ଆମେ ଅଣଦେଖା କରିଥାଉ । ଏହି କାରଣରୁ ଏହି ସମସ୍ଯା ଆମ ଶରୀରରେ ବଢିଥାଏ । ଏହି କାରଣରୁ ଅନେକ କାରଣରୁ ଆମର ମ୍ୟାରେଜ ଲାଇଫ ରେ ପ୍ରଭାବ ପଡିଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କର ଶକ୍ତି, ଷ୍ଟାମିନା ବଢିବା, 70 ବର୍ଷ ବୟସରେ ବି 30 ବର୍ଷ ବୟସ ଭଳି ଷ୍ଟାମିନା ପାଇବେ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ଛୋଟ ଗୁଜୁରାତି, ପୋସ୍ତକ, ଦେଶୀ ଗାଈ ଘିଅ, ମିଶ୍ରି ଓ ଇସ୍ରାବୁଲ ଭୁଶି । ଗୁଜୁରାତି ଆମ ଶରୀରରେ ବ୍ଲଡ଼ ସରକୁଲେସନକୁ ବୃଦ୍ଧି କରାଇଥାଏ । ଯାହା ଦ୍ଵାରା ଶିର ଷ୍ଟ୍ରାଙ୍ଗ ହୋଇଥାଏ ।

ପୋସ୍ତକ ମଧ୍ୟ ଶରୀରରେ ଏନର୍ଜି ବଢାଇବା ପାଇଁ ବହୁତ ବଢିଆ ଜିନିଷ ଅଟେ । ଏହାର ବ୍ୟବହାର କରିଲେ ନର୍ଭ ସିଷ୍ଟମ ଷ୍ଟ୍ରଙ୍ଗ ହୋଇଥାଏ । ମିଶ୍ରି ଓ ଦେଶୀ ଘାଇ ମଧ୍ୟ ଆପଣଙ୍କ ଶରୀର ପାଇଁ ଲାଭଦାୟକ ଅଟେ । ଇଶ୍ରବୁଲ ଭୁଶି ଶରୀରର ଦୁର୍ବଳତା କୁ ଦୂର କରିବାରେ ସାହାଜ୍ଯ କରିଥାଏ । ପ୍ରଥମେ 3ଟି ଗୁଜୁରାତି ନେଇ ଏହାର ମଞ୍ଜି ବାହାର କରି ଅଳ୍ପ ବାଟି ନିଅନ୍ତୁ । ଏକ ପ୍ୟାନ ରେ ଏକ ଚାମଚ ଦେଶୀ ଘିଅ ପକାନ୍ତୁ ।

ତା ପରେ ପୋସ୍ତକ ପକାନ୍ତୁ । ଏବେ ଏହାକୁ ଲୋ ଫ୍ରେମ ରେ ଭଲ ଭାବେ ରୋଷ୍ଟ କରନ୍ତୁ । ଏହାକୁ ଭାଜିବା ପରେ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହା ପରେ ପୋସ୍ତ କୁ ଅଳ୍ପ ବାଟି ଦିଅନ୍ତୁ । ସଂପୂର୍ଣ୍ଣ ଫାଇନା କରିବାର ଜରୁରତ ନାହି । ଏବେ ଆପଣ ଅଳ୍ପ ମିଶ୍ରି କୁ ବାଟି ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ଏଥିପାଇଁ ଆପଣଙ୍କୁ ଏକ ଚାମଚ ଇସରି ପାଉଡର ଓ ଇସ୍ରାବୁଲ ଭୁଶି ଏକ ପାତ୍ର କୁ ନିଅନ୍ତୁ ।

ଏଥିରେ ଗୁଣ୍ଡା କରି ରଖିଥିବା ମିଶ୍ରଣ କୁ ଆଡ କରନ୍ତୁ । ଏହିପରି ଭାବେ ଆପଣ ଆୟୁର୍ବେଦିକ ରେମେଡି ତିଆରି କରିବେ । ରାତି ଦିନ ଆପଣଙ୍କୁ ଏକ ଚାମଚ ଏହି ରେମେଡି ର ସେବନ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀର ସହ ଏକ ଚାମଚ ଏଇ ମିଶ୍ରଣ କୁ ପକାଇ ସେବନ କରନ୍ତୁ । ଏହାର ସେବନ ଦ୍ଵାରା ଶରୀରରେ ବ୍ଲଡ଼ ସରକୁଲେସନ ବଢିଥାଏ । ଏହା ସହ ଶରୀରରେ ଶକ୍ତି ବୃଦ୍ଧି ଓ ଶୀର ଶକ୍ତିଶାଳୀ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button