ଜ୍ୟୋତିଷ

ରୁଣରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ବିଶେଷ ଉପାୟ ଜାଣନ୍ତୁ କଣ କରିବେ ଆଉ କେମିତି କରିବେ

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆଜି ଆମର ନୂଆ ବିଷୟ ରେ ଜାଣିବା । ଆଜି ଆମେ ଆପଣଙ୍କୁ କହିବୁ କିପରି କରଜ ରୁ ମୁକ୍ତି ପାଇବେ ଓ ଧନ ଲାଭ କରିପାରିବେ। ବେଳେ ବେଳେ ଆମେ ଏପରି ସ୍ଥିତି ରେ ପହଂଚି ଥାଉ ଯେ ଯାହା ଦ୍ୱାରା ଆମକୁ ଅଧିକ ଧନ ର ଆବଶ୍ୟକତା ପଡିଥାଏ । ସେହି ସମୟ ରେ ଆମକୁ ଆମ ପରିବାର ଏବଂ ମିତ୍ର ଙ୍କ ଠାରୁ କିଛି ଧନ ର ଆବଶ୍ୟକତା କରିଥାଉ ଏବଂ ଉଦ୍ଧାର ନେଇଥାଉ ମାତ୍ର ତାହା ଆମକୁ ସଠିକ ସମୟରେ ଫେରାଇବାକୁ ପଡିଥାଏ ।
ଏବେ ଆମେ ଏହି ସମସ୍ୟା ରୁ କିପରି ମୁକ୍ତି ପାଇବା ଜାଣିବା। ସେହି ଉପାୟ କରିବା ଦ୍ୱାରା ଆପଣଙ୍କର କରଜ ରୁ ମୁକ୍ତି ପାଇପାରିବେ । ଏବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟ।ଆପଣ ମାନେ ବୁଧବାର ଦିନ ଲୋନ୍ ନେଇପାରିବେ। କିନ୍ତୁ ମଙ୍ଗଳ ବାର ଦିନ କଦାପି ଲୋନ ନେବେ ନାହିଁ। ଆଉ ଲୋନ କୁ ମଙ୍ଗଳବାର ଦିନ ସୂଜିବାକୁ ଚେଷ୍ଟା କରିବେ। ତେବେ ବହୁତ୍ ଜଲଦି ଆପଣ ଋଣ ମୁକ୍ତ ହୋଇଯିବେ।
ଏବଂ ଆପଣ ମାନେ ଚାହିଁଲେ ବୁଧବାର ଦିନ ଲୋନ ନେବେ। କିନ୍ତୁ ବୁଧବାର ଦିନ ଲୋନ ସୁଝିବେ ନାହିଁ। ମଙ୍ଗଳବାର ରେ ଶୁଝିବେ ଦେଖିବେ ଆପଣ ଜଲଦି ଋଣ ମୁକ୍ତ ହେଇଯିବେ। ଆଉ ଏକ କଥା ହେଉଛି ଲକ୍ଷ୍ମୀ ନୃସିଂହଙ୍କର ଋଣ ମୋଚନ ସ୍ତୋତ୍ର ପାଠ କରନ୍ତୁ ତ୍ରିସନ୍ଧ୍ୟାରେ। ମଙ୍ଗଳବାର ଦିନ ଯେଉଁଠି ମନ୍ଦିର ତିଆରି ହେଉଛି ସେଇଠି କିଛି ଲାଲ ଇଟା ଦିଅନ୍ତୁ ଦେଖିବେ ଖୁବ୍ ଶୀଘ୍ର ଆପଣ ରୁଣମୁକ୍ତ ହେଇଯିବେ।
ଆଉ ମଙ୍ଗଳବାର ଦିନ ଗୋଟେ ଲାଲ୍ ଇଟା ଆଣିବେ ଏବଂ ଶୋଇବା ସମୟରେ ହାତରେ ଧରି ହନୁମାନ ଭଗବାନ୍ ଙ୍କୁ ସ୍ମରଣ କରିବେ। ହେ ପ୍ରଭୁ ଇଟା ର ଭାର ଭଳି ମୋ ଋଣ ର ଭାର ବହୁତ୍ ରହିଛି, ମତେ ଋଣ ମୁକ୍ତ କରନ୍ତୁ। ଏବଂ ଏହାକୁ ଗୋଟେ ଲାଲ୍ କପଡ଼ା ରେ ବାନ୍ଧି ଆପଣ ଯେଉଁଠି ସୋଉଛନ୍ତି ସେଇଠି ମୁଣ୍ଡ ପାଖରେ ସେ ଲାଲ୍ ଇଟା କୁ ରଖି ଦିଆନ୍ତୁ। ତାପରେ ସେହି ଇଟା କୁ ସକାଳୁ ସ୍ନାନ କରି ମଦିର ତିଆରି ହେଉଥିବା ଜାଗାରେ ଦିଅନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button