ଜ୍ୟୋତିଷ

ଦୀର୍ଘ 171 ବର୍ଷ ପରେ ପ୍ରସନ୍ନ ହେଲେ ମହାଦେବ, ଏହି 8ଟି ରାଶିରେ ଖାଲି ଟଙ୍କା ବର୍ଷା !

ଗ୍ରହମାନଙ୍କର କିଛି ଚାଳନ ହେତୁ ସମସ୍ତ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ଆସିଥାଏ । ଯେଉଁ ରଶିଙ୍କର ଉପରେ ଗ୍ରହ ମାନଙ୍କର ସ୍ଥିତି ଠିକ ରହିଥାଏ । ସେହି ବ୍ୟକ୍ତିଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପଡିଥାଏ । ସମସ୍ତ ମନୁଷ୍ୟ ଚାହିଁଥାନ୍ତି ବୈବାହିକ ଜୀବନରେ କିପରି ସୁଖ ସମୃଦ୍ଧି ଆସିବା ପାଇଁ । ହେଲେବି କିଛି ନା କିଛି ବ୍ୟକ୍ତିଙ୍କ ଜୀବନରେ ଅସାନ୍ତି ଆସିଥାଏ ।ଯଦି କୌଣସି ରାଶି ବିଶେଷ୍ୟଙ୍କ ଉପରେ ଗ୍ରହ ମାନଙ୍କର ସ୍ଥିତି ପ୍ରତିକୂଳ ରହିଥାଏ ।

ବ୍ୟକ୍ତି ମାନଙ୍କର ଜୀବନରେ ଅନେକ ପ୍ରକାର ସମସ୍ଯାର ସମୁଖୀନ ହେବାକୁ ପଡିଥାଏ । ସମସ୍ତ ବ୍ୟକ୍ତିଙ୍କ ଜୀବନ ଉପରେ ରାଶି ଓ ନକ୍ଷେତ୍ର ମାନଙ୍କର ବାହିତ ମହତ୍ଵ ରହିଛି । ଜୀବନରେ କିଛି ନା କିଛି ସମସ୍ଯା ଆସିଥାଏ । ଆସନ୍ତୁ ଜାଣିବା ସେହି ୮ଟି ରଶିଙ୍କ ବିଷୟରେ ଯେଉଁ ବ୍ୟକ୍ତିଙ୍କ ଜୀବନକୁ ବହୁତ ପରିବର୍ତ୍ତନ କରିବାକୁ ଯାଉଛି । ପ୍ରଥମେ ରହିଛି ମେଷ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିବାକୁ ଯାଉଛି । ସମସ୍ତ ଚିନ୍ତା ଯାହା ଆଗରୁ ଥିଲା ତାହା ଏହି ସମୟରେ ଦୂର ହେବାକୁ ଯାଉଛି ।

କାର୍ଯ୍ୟ କ୍ଷେତ୍ରରେ ବହୁତ ଉନ୍ନତି କରିବେ । ଯାହା ପୂର୍ବରୁ ଇଚ୍ଛା ଥିଲା କରିବା ପାଇଁ ତାହା ବହୁତ ଶୀଘ୍ର ପୂର୍ଣ ହେବ । ନିଜ ବୁଦ୍ଧିମାନ ଯୋଗୁ ଅଧିକରୁ ଅଧିକ ଧନ ରୋଜଗାର କରିପାରିବେ । ବ୍ୟବସାୟ କ୍ଷେତ୍ରରେ ହେଉ ବା ଚାକିରି କ୍ଷେତ୍ରରେ ହେଉ ବହୁତ ଲାଭ ରେ ରହିବେ । ଦ୍ବିତୀୟରେ ରହିଛି ମକର ରାଶି । ଏହି ରାଶିର ବ୍ୟକ୍ତି ଜୀବନରେ ବହୁତ କିଛି କରିବା ପାଇଁ ଚେଷ୍ଟା କରୁଥିଲେ ହେଲେ ତାହା ଏହି ସମୟରେ ସେହି ଚେଷ୍ଟାର ଫଳ ପ୍ରାପ୍ତି ହେବ । ତୃତୀୟରେ ରହିଛି କର୍କଟ ରାଶି । ଏହି ରାଶିର ବ୍ୟକ୍ତି ସର୍ବଦା କର୍ମ ସହ ନିୟୋଜିତ ରହିବାକୁ ପସନ୍ଦ କରନ୍ତି ।

ଏବଂ ସେଥିରେ ସଫଳତା ମଧ୍ୟ ପ୍ରାପ୍ତି କରନ୍ତି । ଯେଉ କାର୍ଯ୍ୟ କରିବାକୁ ଚାହିଁଥାନ୍ତି ସେ କାର୍ଯ୍ୟରେ ସଫଳ ହେବ ପର୍ଯ୍ୟନ୍ତ ଚେଷ୍ଟା କରନ୍ତି । ଚତୁର୍ଥରେ ରହିଛି ସିଂହ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଉଆପରେ ଭଳାନାଥଙ୍କର କୃପା ଯୋଗୁ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତି କରନ୍ତି । କର୍ମ କ୍ଷେତ୍ରରେ ବାଧା ବିଗନ୍ନ ଦୂର ହେବ । ପରିବାରରେ କୌଣସି ସମସ୍ଯା ଥିଲେ ତାହା ଦୂର ହେବ । ପଞ୍ଚମରେ ରହିଛି ବିଛା ରାଶି । ଏହି ରାଶିର ବ୍ୟକ୍ତିଙ୍କ ଉପରେ ମହାଦେବଙ୍କର ଆଶୀର୍ବାଦ କାରଣରୁ ସବୁ କାର୍ଯ୍ୟରେ ସଫଳ ହେବେ ।

ଯାହା କରିବାର ପୂର୍ବରୁ ଇଚ୍ଛା ଥିଲା ତାହା ପୂର୍ଣ ହେବ । ଷଷ୍ଠରେ ରାଶିଛି ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ବହୁତ ଶୁଭ । ଯାହା କରିବେ ସବୁ ଶୁଭ ହି ଶୁଭ ହେବ । ସପ୍ତମରେ ରାଶିଛି କନ୍ୟା ରାଶିର ବ୍ୟକ୍ତି ସମାଜରେ କୌଣସି କାର୍ଯ୍ୟ ପାଇଁ ସନ୍ନମାନିତ ହେବେ । ସବୁ ଦୁଃଖ କଷ୍ଟ ଦୂର ହେବ । ଅଷ୍ଟମରେ ରହିଛି କୁମ୍ଭ ରାଶି । ଏହି ରାଶିର ବ୍ୟକ୍ତି ବହୁତ ଭାଗ୍ଯବାନ ଅଟନ୍ତି । ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ମାନସନ୍ନମାନରେ ବୃଦ୍ଧି ପାଇବ । ପରିବାରରେ ଖୁଶିର ବାତାବରଣ ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button