ଜ୍ୟୋତିଷ

କରନ୍ତୁ ଏହି ଗୋଟିଏ ଉପାୟ ଘରକୁ ମାଡ଼ି ଆସିବ ଧନ ଏତେ ଧନ ମିଳିବ ଯେ ଘରେ ରଖିବାକୁ ଜାଗା ହେବନି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି ଅଚଳା ଚଳ ଧନ ସମ୍ପତ୍ତି ଆପଣଙ୍କ ନିକଟକୁ କିଭଳି ଭାବରେ ଆସିବ। ଏହି ଉପାୟ ଦ୍ବାରା ମଧ୍ଯ ମାଆ ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ଭାବରେ ବାସ କରିବେ। ଆପଣ ଜାତକ ଦ୍ବାରା ମଧ୍ଯ ଜାଣି ପାରିବେ କି ଆପଣଙ୍କ ଧନ ଯୋଗ ଅଛି କି ନାହିଁ। ଜାତକ ଦ୍ଵିତୀୟ ଭାଗ ଓ ଏକାଦଶ ଭାଗ ହେଉଛି ଧନର ଭାଗ।
ଦ୍ଵିତୀୟ ଟି ଆପଣଙ୍କ ସ୍ୱ ଅର୍ଜିତ ଧନ ହୋଇଥିବା ବେଳେ ଏକାଦଶ ହେଉଛି ଆପଣ ଅର୍ଜନ କରିଥିବା ଲାଭ। ଏବଂ ଅଷ୍ଟମ ଭାଗରେ ଜେଉଁ ଧନ ଥାଏ ତାହା ଗୁପ୍ତ ହୋଇ ରହିଥାଏ। ତେଣୁ ଆପଣ ଲଗାତାର ତିନିଦିନ ଏହି ଉପାୟ ଆପଣଙ୍କୁ କରିବାକୁ ପଡ଼ିବ ସେହି ତିନି ଦିନ ମଧ୍ୟ ଆପଣ ମାନେ ଆମିଷ ଖାଇବେ ନାହିଁ। ପ୍ରଥମେ ଏକ ମାଟି ପାତ୍ର ନେବେ। ଏଥିରେ ସାତ ବୁନ୍ଦା ମହୁ ପକାଇ ଦେବେ।
ସାତ ଚୁଟକି କଳା ରାଶି ମଧ୍ଯ ଆପଣ ଏହା ମଧ୍ୟରେ ପକାଇ ଦେବେ। ଏହାପରେ ଏକ ସୋରିଷ ତେଲର ଦ୍ଵୀପ ଆପଣ ଲଗାଇବେ। ଏହାପରେ ଆପଣ ଓମ୍ ଶ୍ରିଂ ଶ୍ରିଂ ନମଃ ମନ୍ତ୍ର କୁ ଜପ କରିବେ। ଏହାକୁ ମଧ୍ୟ ଆପଣ ସହେ ଆଠ ଥର ଜପ କରିବେ। ଏହାପରେ ଆପଣ ଏହାକୁ ଆପଣଙ୍କ ଘରର ପଶ୍ଚିମ ଦିଗରେ ରଖିକି ଆସିବେ। ତାପର ଦିନ ଆପଣ ଘିଅରେ ଦ୍ଵୀପ ଲଗାଇବେ।
ଏବଂ ଏହି ଦ୍ଵିପ କୁ ନେଇ ଆପଣଙ୍କ ଘରର ଉତ୍ତର ଦିଗରେ ନେଇ ଆପଣ ତାହାକୁ ରଖିବେ। ତାହାପର ଦିନ ତାହାକୁ ଆପଣ ଦକ୍ଷିଣ ଦିଗରେ ଏକ ସୋରିଷ ତେଲ ର ଦ୍ଵୀପ ଲଗାଇ ଦେବେ। ଦୁଇଥର ସୋରିଷ ତେଲ ଏବଂ ମଝିରେ ଯୋଉଟା ରହିଲା ସେଟା ହେଉଛି ଘିଅ। ମନେ ରଖିବେ ପ୍ରଥମ ଦିନ ପଶ୍ଚିମ ଦିଗ ତାପରେ ଉତ୍ତର ଦିଗ ଓ ତାପରେ ଦକ୍ଷିଣ ଦିଗ। ଦେଖିବେ ଏଭଳି କରି ଦେଖନ୍ତୁ ଆପଣ ଙ୍କ ଉପରେ ମାଆ ଲକ୍ଷ୍ମୀ ଙ୍କୁ କୃପା ଦୃଷ୍ଟି ପଡ଼ିବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button