ଜ୍ୟୋତିଷ

Malika Bachana ଅନୁଯାୟୀ ଦେଖନ୍ତୁ କଣ ମିଳିଲା ପ୍ରମାଣ ଆଗାମୀ ସମୟରେ ଘଟିବ ଏମିତି

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ସୋସିଆଲ ମିଡିଆରେ ଆପଣମାନେ ମାଳିକା ବଚନ ବିଷୟରେ ମଧ୍ୟ ଅନେକ ଖବର ଶୁଣିଥିବେ । ମାଳିକା ବଚନ ନ ହୋଇବ ଆନ ।

ମାଳିକାରେ ଯାହା ଲେଖା ହୋଇଛି ତାହା ଦିନେ ନା ଦିନେ ସତ ହେବ । ଆଉ ଏହି ଭିଡିଓରେ ମଧ୍ୟ ଆପଣ ଅନେକ ଖବର ବିଷୟରେ ସୂଚନା ପାଇପାରିବେ ।

ଏହି ଭିଡିଓରେ ଆପଣ ମାଳିକା ବଚନରେ ଥିବା ଅନେକ କଥା ଜାଣିପାରିବେ ।ବାବାଙ୍କର ମହିମା ବିଷୟରେ ଆପଣ ଯଦି ଶୁଣିବେ ତାହେଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ବାବାଙ୍କର ମହିମା ଅପରମ୍ପପାର ।
ବାବା ଜଣକ ବହୁତ ଭଲ ବ୍ୟକ୍ତି ଅଟନ୍ତି । ଆଉ ସେ ଶୁଖିଲା ନଡ଼ିଆ କତାରେ ମଧ୍ୟ ମନ୍ତ୍ର ଗାଇ ନିଆଁ ଲଗାଇ ପାରିବେ । ଏହି ବାବାଙ୍କର ନାଁ ସବୁଠି ଚର୍ଚ୍ଚା ହେଉଛି । ଏହି ବାବା ଜଣକ ବହୁତ ପ୍ରସିଦ୍ଧ ଅଟନ୍ତି । ତାଙ୍କ ମହିମା ଆଉ କାର୍ଯ୍ୟ ପାଇଁ ଭକ୍ତମାନେ ତାଙ୍କୁ ଝୁରୁଛନ୍ତି ।
ଏହି ବାବା ଜଣକ ତାଙ୍କ ଜାଣିଥିବା ବିଦ୍ୟାକୁ ପ୍ରୟୋଗ ନକରିବାକୁ ତାଙ୍କ ଜେଜେମା ତାଙ୍କୁ ରାଣ ଦେଇଥିଲେ । ସେ ଏହି ଭିଡିଓରେ ତାଙ୍କ ଗୁରୁଙ୍କ କଥା କହିଛନ୍ତି । ଏହି ବାବା ଜଣକ ତାଙ୍କ ଗୁରୁଙ୍କର ମହିମା ବିଷୟରେ ଏହି ଭିଡିଓରେ ବର୍ଣ୍ଣନା କରିଥିଲେ
ଆପଣମାନେ ସମସ୍ତେ ତ ଜାଣିଥିବେ କି ଏହି ମାଳିକା ପଞ୍ଚ ସଖାମାନେ ଲେଖିଥିଲେ । ପଞ୍ଚ ସଖା ଭିତରୁ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଏହି କଥା ବିଷୟରେ ଲେଖିଥିଲେ ।
ମହାପୁରୁଷ ବାବାଙ୍କର ଲକ୍ଷେ ଏକ ଗ୍ରନ୍ଥ ଅଛି । ଆଉ ଏହି ମାଳିକା ବଚନ ବିଷୟରେ ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଏହି କଥା ସବୁ ଅଚ୍ୟୁତାନନ୍ଦ ଦାସଙ୍କ ବିଷୟରେ କୁହାଯାଇଛି । ସେ ଗ୍ରନ୍ଥ ଲେଖିବାକୁ ବହୁତ କଷ୍ଟ ସହିଥିଲେ । ଆଉ ଲୋକମାନଙ୍କ ସହିତ ସେ ଅନେକ କଥା କହିଛନ୍ତି ।
ଏହି ଗ୍ରନ୍ଥ ବିଷୟରେ ଆପଣମାନେ ମଧ୍ୟ ଜାଣିପାରିବେ । ଏହି ଗ୍ରନ୍ଥ ଭିତରୁ ଆଉ କିଛି ଗ୍ରନ୍ଥ ଲୋକ ଲୋଚନକୁ ଆସିଛି । ଆଉ ଏହି ଗ୍ରନ୍ଥକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଆଉ ଏହି ଦେବରାଜ ବାବାଙ୍କୁ ମଧ୍ୟ ଧନ୍ୟବାଦ୍ ଜଣାଇଛନ୍ତି ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button