ଜ୍ୟୋତିଷ
ମା ଘରୁ ନିଜ ଶାଶୁଘର କୁ ଭୁଲରେ ନେଇ ଯାଆନ୍ତୁ ନାହିଁ ଗୋଟିଏ ଜିନିସ ନହେଲେ ସ୍ଵାମୀର ହେବ ଘୋର ଅନର୍ଥ

ଝିଅ ମାନଙ୍କ ବାହାଘର ସମସ୍ତ ଙ୍କ ର ବାପା ମା ଙ୍କ ଜୀବନରେ ବହୁତ ବଡ଼ ଖୁସିର ମୁହୂର୍ତ୍ତ ହୋଇଥାଏ।ଗୋଟିଏ ପଟେ ଝିଅ ଘର ବସାଇବେ ବୋଲି ଖୁସି ଥାନ୍ତି।ଅନ୍ୟପଟେ ଝିଅ କୁ ବିଦା କରିବାର ଦୁଃଖ ମଧ୍ୟ ରହିଥାଏ। ସମସ୍ତଙ୍କ ବାପା ମା ନିଜ ଝିଅ ଙ୍କ ର ବାହାଘର ଧୁମ୍ ଧାମ ରେ କରିବା ପାଇଁ ସ୍ବପ୍ନ ଦେଖିଥାନ୍ତି ଏବଂ ଝିଅର ଅଣ୍ଟିରେ ଦୁନିଆର ସବୁ ଖୁସି ଭରି ଦେଇ ତାକୁ ବିଦା କରିବା ପାଇଁ ଚାହିଁଥାନ୍ତି।
ସମସ୍ତଙ୍କ ବାପା ମା ନିଜ ସାମର୍ଥ୍ୟ ଅନୁସାରେ ପାଳି ପୋଷି ବଡ଼ କରିଥାନ୍ତି।ଏବଂ ସେ ଚାହୁଁ ଥିବା ସବୁ ଜିନିଷ ଦେବାପାଇଁ ଚେଷ୍ଟା କରିଥାନ୍ତି।ଯେତେବେଳେ ସେ ଶାଶୁଘର ଯାଏ ସେତେବେଳେ ମଧ୍ୟ ସେ ଚାହୁଁଥାଏ ସେହି ସବୁ ଜିନିଷ ସାଙ୍ଗକୁ ବାପା ମା ସଂସ୍କାର, ବୈବାହାରିକ ଓ ପାରିବାରିକ ଅମୂଲ୍ୟ କଥା ବି ନିଜ ସାଙ୍ଗରେ ନେଇଥାନ୍ତି।ଯାହାକି ତାହା ଆଗାମୀ ଦିନରେ ବହୁତ ଉପଯୋଗୀ ହୋଇଥାଏ।ବାପା ମା ତାଙ୍କ ଝିଅକୁ ସବୁ କିଛି ଦେବାପାଇଁ ଚାହିଁ ଥାନ୍ତି।
କିନ୍ତୁ ଝିଅଙ୍କୁ ବିଦା କରିବା ସମୟରେ ଯେଉଁ ବସ୍ତୁ ଗୁଡ଼ିକ ଦେଇଥାନ୍ତି ସେଥି ମଧ୍ୟରୁ କିଛି ବସ୍ତୁ ଉପଯୋଗୀ ଓ ଶୁଭ ହୋଇଥାଏ।କିନ୍ତୁ ସେଥି ମଧ୍ୟରୁ କିଛି ଏମିତି ବସ୍ତୁ ରହିଛି ଯାହାକି ଭୁଲ୍ ରେ ମଧ୍ୟ ସେହି ବସ୍ତୁ ଗୁଡିକ ଝିଅଙ୍କୁ ଦେବା ଉଚିତ ନୁହେଁ।ନଚେତ୍ ଝିଅଙ୍କୁ ଏବଂ ପରିବାର ଙ୍କୁ କ୍ଷତି ପହଞ୍ଚାଇବ।ଏହାଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଯେଉଁ ସମୟରେ ଝିଅଙ୍କୁ ବିଦା କରାଯାଏ ସେହି ସମୟରେ ଭଗବାନ ଗଣେଶ ଙ୍କ ମୂର୍ତ୍ତି ଦେବେ ନାହିଁ।
ବାପା ମା ଝିଅର ବାହାଘର ସମୟରେ ଝାଡୁ ଦେଇଥାନ୍ତି ତାହା ଦେବା ଉଚିତ ନୁହେଁ।କାରଣ ଆପଣ ଆପଣକଂ ଘରର ଲକ୍ଷ୍ମୀ ଙ୍କୁ ଦେଇ ଦେଉଛନ୍ତି।ଛୁଞ୍ଚି, ଚାଖୁ ଆଉ କଇଁଚି ଏହିପରି ବସ୍ତୁ କେବେହେଲେ ଦିଅନ୍ତୁ ନାହିଁ।କାହିଁକି ନା ଏହି ବସ୍ତୁ ଧାରୁଆ ହୋଇଥାଏ।ଏବଂ ସେଥିରେ କ୍ଷତି ହୋଇଥାଏ।ବାହାଘର ସମୟରେ ଝିଅଙ୍କୁ ରାମାୟଣ ପୁସ୍ତକ ନିଶ୍ଚୟ ଦିଅନ୍ତୁ କିନ୍ତୁ ମହାଭାରତ ବହି ଦିଅନ୍ତୁ ନାହିଁ।




