ଜ୍ୟୋତିଷ

୧୫ ଭିତରେ ଦିତୀୟ ଚନ୍ଦ୍ର ଗ୍ରହଣ ଦେଖନ୍ତୁ କଣ ରହିବ ଶୁଭ ଏବଂ କଣ ଅଶୁଭ

ନମସ୍କାର ଦର୍ଶକ ବନ୍ଧୁ। ଏହି କାର୍ତ୍ତିକ ପୂର୍ଣ୍ଣିମାରେ ଅର୍ଥାତ୍ ନଭେମ୍ବର୍ 8 ତାରିଖ ପଡୁଛି ଚନ୍ଦ୍ର ଗ୍ରହଣ ତେବେ ଏହି ଚନ୍ଦ୍ର ଗ୍ରହଣ ଅବସରରେ କଣ୍ ରହିଛି ନୀତି ନିୟମ କେବେ ରହିଛି ପାକ କର୍ମ ଓ ଦେବନୀତି ନିଷେଧ ଯାହା ମଧ୍ୟ ଆମେ ଏହି ବିଷୟରେ ମାଧ୍ୟମରେ ଜାଣିବା ।

କାର୍ତ୍ତିକ ମାସରେ ପଡୁଛି ଚନ୍ଦ୍ର ଗ୍ରହଣ ସୂର୍ଯ୍ୟ ପରାଗ ପରେ ଏବେ ନଭେମ୍ବର 8 ତାରିଖ ରେ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଛି।

ଜ୍ୟୋତିର୍ବିଜ୍ଞାନ ଅନୁଯାୟୀ, ପୂର୍ଣ୍ଣିମା ତିଥିରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ସମସ୍ତେ ଗୋଟିଏ ସରଳରେଖାରେ ରହିଥିଲେ ଚନ୍ଦ୍ରଗ୍ରହଣ ଘଟିଥାଏ।
ତେବେ ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେ ୧୫ ତାରିଖରେ ପଡିଥିଲା ଏବଂ ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ଆସନ୍ତ ନଭେମ୍ବର ୮ ତାରିଖରେ ଦେଖିବାକୁ ମିଳିବ । ଏହି ଗ୍ରହଣରେ ସୂତାକ ଅବଧି ପ୍ରଭାବଶାଳୀ ରହିବ ନାହିଁ।
ରାତି ୫.୩୨ରୁ ସନ୍ଧ୍ୟା ୬.୧୮ ପର୍ଯ୍ୟନ୍ତ ଲାଗି ରହିବ ଏହି ଚନ୍ଦ୍ରଗ୍ରହଣ। ତେବେ ଏହା ଭାରତର ଅଧିକାଂଶ ଅଞ୍ଚଳରେ ଦେଖାଯିବ ନାହିଁ। ତେବେ ପାଟନା, ରାଞ୍ଚି, କୋଲକାତା, ସଲିଗୁଡି ଏବଂ ଗୁଅ।
ହାଟି ଇତ୍ୟାଦି ସ୍ଥାନରେ ଏକ ଗ୍ରହଣ ଦେଖାଯାଇପାରିବ। ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣରେ ସମସ୍ତ ରାଶିର ବ୍ୟକ୍ତିଙ୍କ ପାଇଁ ମାନସିକ ସ୍ଥିତି ଏବଂ ଜୀବନରେ ଉଭୟ ଶୁଭ-ଅଶୁଭ ପ୍ରଭାବ ଦେଖିବାକୁ ମିଳିବ।
ଚନ୍ଦ୍ରଗ୍ରହଣ ସମୟରେ ସାରା ବିଶ୍ୱରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ। ଗ୍ରହଣ ସମୟରେ ଜଳବାୟୁ ଉପରେ ମଧ୍ୟ ଏହାର ପ୍ରଭାବରେ ପଡିପାରେ ବୋଲି ଅନୁମାନ କରାଯାଉଛି।
ମାନବ ଜଗତ ପାଇଁ ଚିନ୍ତାର ବିଷୟ ହୋଇପାରେ ଏହି ଚନ୍ଦ୍ରଗ୍ରହଣ। ତେବେ ଏହି ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ଗ୍ରହଣ ସମାପ୍ତ ହେବା ପରେ ସ୍ନାନ କରିବା ଉଚିତ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button