ଜ୍ୟୋତିଷ

ଘରକୁ ଆସିବାକୁ ଲାଗିବ ଧନ ଉପରେ ଧନ ଖାଲି ରାଶି ଦେଖି ପିନ୍ଧନ୍ତୁ ଏହି କଇଁଛ ମୁଦି କେମିତି ପିନ୍ଧିବେ କଣ କରିବେ

ଆଜିକାଲି ପ୍ରଚୁର ମାତ୍ରା ରେ ଲୋକମାନେ କଇଁଛ ମୁଦି ପିନ୍ଧି ଥିବାର ଦେଖିବାକୁ ମିଳୁଛି। ଏବଂ ଲୋକ ଏହା ଜାଣିନଥାନ୍ତି କି କେଉଁ ଦିନ କିପରି କେତେବେଳେ ଓ କେଉଁ ଧାତୁ ରେ ତିଆରି କରି ପିନ୍ଧିବା ଉଚିତ୍ ବୋଲି। ଏହି କଇଁଛ ର ମୁଦି କୁ କେଉଁ ରାଶି ର ବ୍ୟକ୍ତି ପିନ୍ଧିବା ଦ୍ଵାରା ଲାଭ ହୋଇଥାଏ ଓ କେଉଁ ରାଶିର ବ୍ୟକ୍ତି ପିନ୍ଧିବା ଦ୍ଵାରା କ୍ଷତି ହୋଇଥାଏ ଚାଲନ୍ତୁ ଜାଣିବା।

ଏହି କଇଁଛ ର ମୁଦି ପିନ୍ଧିବା ଦ୍ଵାରା ନିଜ ଘରେ ସକାରାତ୍ମକ ଭାବ ବୃଦ୍ଧି ପାଇଥାଏ। ଯାହାଦ୍ବାରା ମଣିଷ ଧନ ଐସୋର୍ଯ୍ୟ ର ଅଧିକାରୀ ହୋଇଥାଏ। କିନ୍ତୁ ଅନେକ ଅଜଣା ଭୁଲ୍ ପାଇଁ ଅନେକ ଲୋକଙ୍କର ଭୁଲ୍ ମଧ୍ୟ ହୋଇଥାଏ। ତେବେ ସେ ଅଜଣା ଭୁଲ୍ କଣ ହୋଇଥାଏ ଚାଲନ୍ତୁ ଜାଣିରଖିବା।
ସାଧାରତଃ ଏହି ମୁଦି ରୂପା ର ହେବା ଆବଶ୍ୟକ କାରଣ ଏହା ଜଳ ତତ୍ତ୍ଵ ର ଅଟେ। ଆପଣ ଙ୍କ ରାଶି ଅନୁସାରେ ଆପଣ ଧାତୁ ପରିବର୍ତ୍ତନ କରି ପାରିବେ। ଏହି କଇଁଛ ର ମୁଦି କୁ କେବଳ ଦକ୍ଷିଣ ହସ୍ତ ରେ ପିନ୍ଧି ପାରିବେ ତେବେ ସେ ନାରୀ ହୁଅନ୍ତୁ ଅବା ପୁରୁଷ। କଇଁଛ ମୁଦି କୁ କେବେ ବି କନିଷ୍ଟ , ବୃଦ୍ଧା କିମ୍ବା ତାର୍ଜନି ଆଙ୍ଗୁଳି ରେ ପିଁନ୍ଧିବେ ନାହିଁ। ଏହାକୁ କେବଳ ମଧ୍ୟମା ଏବଂ ଅନାମିକା ଆଙ୍ଗୁଳି ରେ ପିନ୍ଧିବେ।
ଏହା ଛଡ଼ା ମେଷ ରାଶି, ସିଂହ ରାଶି, ଧନୁ ରାଶି ଏବଂ କୁମ୍ଭ ରାଶି ର ଲୋକମାନେ ପିନ୍ଧିବା ଦ୍ଵାରା ଅନେକ ଲାଭ ଫଳ ମିଳିଥାଏ। କନ୍ୟା ରାଶି, ବିଛା ରାଶି, ମୀନ ରାଶି ଏହି ମୁଦି ଟିକୁ ପିନ୍ଧିବା ଦ୍ଵାରା ଏହା ଅନେକ ଅଶୁଭ ଦାୟକ ହୋଇଥାଏ ଲାଭ ବଦଳ ରେ ଅନେକ କ୍ଷତି ହୋଇଥାଏ। ଏହି ମୁଦି ଟିକୁ ଶୁକ୍ର ବାର ଦିନ କିଣିବା ଓ ଶୁକ୍ର ବାରଦିନ ପିନ୍ଧିବା ଅତ୍ୟନ୍ତ ଭଲ ହୋଇଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button