ଦେଶ- ବିଦେଶ

ବଦଳିଲା ସମୟର ଗତିପଥ ବିଟିଶର ରାଷ୍ଟ୍ରପତି ହେଲେ ଭାରତୀୟ ଋଷି ଦେଖନ୍ତୁ ଏହି ଦୃଶ୍ୟ

ମାଳିକା ଭକ୍ତ ବିଶିଷ୍ଟ ଜ୍ୟୋତିର୍ବିଦ ପହଲୀ ବାବା କହିଛନ୍ତି ଯେ ଭାରତ ହେବ ବିଶ୍ଵ ଗୁରୁ।କାରଣ ବର୍ତ୍ତମାନ ବ୍ରିଟେନ ର ପ୍ରଧାନ ମନ୍ତ୍ରୀ ହୋଇଛନ୍ତି ସେ ହେଉଛନ୍ତି ଜଣେ ମୂଳ ଭାରତୀୟ ହିନ୍ଦୁ।

ନାସା ରେ ମଧ୍ୟ ଯେଉଁ ବଡ଼ ବଡ଼ ସାଇଣ୍ଟିଷ୍ଟ ଅଛନ୍ତି ସେମାନଙ୍କ ମଧ୍ୟରେ ବି ଭାରତୀୟ ମାନେ ଉଚ୍ଚ ପଦବୀରେ ରହିଛନ୍ତି। ଗୁଗୁଲ ର ସିଇଓ ମଧ୍ୟ ଜଣେ ଭାରତୀୟ ଅଟନ୍ତି।ଭାରତୀୟ ବୈଜ୍ଞାନିକ ମାନେ ସାରା ପୃଥିବୀରେ ଅଛନ୍ତି।

ଭାରତର ପ୍ରତି ରାଜ୍ୟରେ ବୈଜ୍ଞାନିକ ମାନେ ଅଛନ୍ତି। ଚୀନ୍,ଆମେରିକା,ଋଷ ଚାରିଆଡ଼େ ଭାରତୀୟ ବୈଜ୍ଞାନିକ ମାନେ ଅଛନ୍ତି। ମହାପୁରୁଷଙ୍କ ଲେଖା ଅନୁସାରେ ଭାରତ ହେବ ସବୁଠାରୁ ଏକ ନମ୍ବର ଧନୀ।
ଭାରତ ସାରା ପୃଥିବୀ କୁ କଣ୍ଟ୍ରୋଲ କରିବ।ସେ ସମୟ ଆସିବାକୁ ଯାଉଅଛି।ଭାରତ ଯେଉଁଭଳି ଶକ୍ତି ଶାଳୀ ଅସ୍ତ୍ରଶସ୍ତ୍ର ତିଆରି କରୁଛନ୍ତି କାରଣ ମହାପୁରୁଷ ଙ୍କ ଲେଖା ଅନୁସାରେସେ ଯେତେବେଳେ ସବୁଠାରୁ ଏକ ନମ୍ବର ହେବାକୁ ଯିବ ଭାରତ ସେହିଭଳି ଶକ୍ତି ଶାଳୀ ଅସ୍ତ୍ରଶସ୍ତ୍ର ତିଆରି ଆରମ୍ଭ କରିଦେଲେଣି।
ଭାରତରେ ଯେଉଁ ଯନ୍ତ୍ର ତିଆରି କରାଯାଉଛି ତାହା କେଉଁଠି ତିଆରି ହୋଇ ନଥିବ।ସେହିଭଳି ଅସ୍ତ୍ର କାହା ପାଖରେ ନଥିବ।
ବର୍ତ୍ତମାନ ସୁଦ୍ଧା ମଧ୍ୟ ଭାରତରେ କେତେ ପରିମାଣର ଅସ୍ତ୍ର ଅଛି, କେଉଁ ଅସ୍ତ୍ର ରହିଛି ଏ ପର୍ଯ୍ୟନ୍ତ ସାରା ପୃଥିବୀରେ ଏହି କଥା ଜାଣି ନାହାନ୍ତି।
ଅନ୍ୟ ଦେଶର ଅସ୍ତ୍ର ବିଷୟରେ ସମସ୍ତେ ଜାଣିଛନ୍ତି।ତେଣୁ ଭାରତର ଗୁପ୍ତ ଅସ୍ତ୍ର ବହୁତ ରହିଛି।ଯାହାକି ପ୍ରକାଶ କରାଯାଇ ନାହିଁ।ଓଡ଼ିଶାରେ ମଧ୍ୟ ଗୁପ୍ତ ଅସ୍ତ୍ର ରହିଛି ବୋଲି ଜଣାପଡିଛି।
କିନ୍ତୁ ଇନ୍ଦିରାଗାନ୍ଧି ଥରେ ଦେଖିବା ପାଇଁ ଯାଇଥିଲେ।କିନ୍ତୁ ଯାଉଥିବା ସମୟରେ ତାଙ୍କ ଆଖିରେ ଅନ୍ଧ ପୁଟୁଳି ବନ୍ଧା ଯାଇଥିଲା।ପୁଣି ଆସିଲା ବେଳେ ଅନ୍ଧ ପୁଟୁଳି ବନ୍ଧା ହୋଇଥିଲା।
ଏକମାତ୍ର ଇନ୍ଦିରାଗାନ୍ଧି ହିଁ ଦେଖିଥିଲେ।ମାଳିକା ରେ ଏହି ବିଷୟରେ ଲେଖା ହୋଇଛି।ଯେତେବେଳେ ବଡ଼ ଆକାରରେ ଯୁଦ୍ଧ ହେବ ସେତେବେଳେ ସବୁ ଜଣା ପଡ଼ିଯିବ। ପାଣ୍ଡବ ମାନଙ୍କର ଅସ୍ତ୍ର ଶସ୍ତ୍ର ରହିଛି ବୋଲି ବାବା ପହିଲି କହିଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button