ଦେଶ- ବିଦେଶ

ଭାରତର ୧୦ ଟି ଶକ୍ତିଶାଳୀ ମନ୍ଦିର ଯାହାର ରହସ୍ୟ ଦେଖି ବୈଜ୍ଞାନିକ ମାନେ ହୁଅନ୍ତି ଆଶ୍ଚର୍ଯ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଆମ ଦେଶରେ ଏଭଳି ମୂର୍ତ୍ତି ରହିଛି ଯାହାକୁ ଛୁଇଁବା ମାତ୍ରେ ହିଁ ତାହା ବଢ଼ିବାକୁ ଲାଗିଥାଏ। ଆଜି ଆମେ ଆପଣଙ୍କୁ ଏଭଳି ରହସ୍ୟ ମୟ ମନ୍ଦୀର ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ କି ବିଜ୍ଞାନ ମଧ୍ଯ ସନ୍ଧାନ କରି ପାରି ନାହିଁ।
୧ – ହସ୍ନମ୍ବା ମନ୍ଦିର :- ଏହି ମନ୍ଦିରକୁ ଏକ ବର୍ଷ ରେ କେବଳ ଥରେ ହିଁ ଖୋଲା ଯାଇଥାଏ। ଏହାକୁ ଲଗାତାର ଦଶ ଦିନ ପର୍ଯ୍ୟନ୍ତ ଖୋଲା ଯାଇଥାଏ। ଏହାପରେ ପୁଣି ଏହାକୁ ଏକ ବର୍ଷ ପାଇଁ ବନ୍ଦ କରା ଯାଇଥାଏ। ମନ୍ଦୀର ବନ୍ଦ୍ କରିବା ସମୟରେ ଯେଉଁ ଦ୍ଵୀପ ରଖା ଯାଇଥାଏ ତାହା ଖୋଲିବା ସମୟରେ ମଧ୍ୟ ସେଭଳି ଥାଏ।
୨- ନଚିୟାର କୋଭିଲ:- ଏହି ମନ୍ଦୀର ତାମିଲନାଡୁ ରେ ରହିଛି। ଏହି ମନ୍ଦିରର ଗର୍ଭ ଗୃହରୁ ଗରୁଡ ଙ୍କ ମୂର୍ତ୍ତି କୁ ବର୍ଷ କୁ ଥରେ ବାହାର କରାଯାଇ ଥାଏ। ଆଉ ଯେତେବେଳେ ମୂର୍ତ୍ତି କୁ ବାହାର କରାଯାଏ ସେହି ସମୟରେ ଏହାର ଓଜନ ମଧ୍ୟ ବଢ଼ିବାକୁ ଲାଗିଥାଏ।
Spe timid
୩- ଶ୍ରୀ ୟାଗନ୍ତି ଉମା ମହେଶ୍ୱର ମନ୍ଦୀର:- ଏହି ମନ୍ଦୀର ଆନ୍ଧ୍ରପ୍ରଦେଶ ରେ ରହିଛି। ଏହା ଭଗବାନ ଶିବ ଙ୍କ ମନ୍ଦୀର ଅଟେ। ଆଉ ଏହି ମନ୍ଦିରର ଗର୍ଭ ଗୃହ ରେ ଥିବା ନନ୍ଦୀ ଙ୍କ ମୂର୍ତ୍ତି ଦିନକୁ ଦିନ ବଢିବାକୁ ଲାଗି ଥାଏ। ଲୋକଙ୍କ ଛୁଇଁବା ମାତ୍ରେ ହିଁ ଏହା ବଢେ ବୋଲି କୁହାଯାଇ ଥାଏ।
୪- ଦତ୍ତାତ୍ରେୟ ମନ୍ଦିର:- ଏହି ମନ୍ଦିରରେ ସାଢେ଼ ୧୧ ଟା ସମୟରେ ଏକ ପୂଜା ହୋଇଥାଏ ଆଉ ସେହି ସମୟରେ ଏଠାରେ ଉପସ୍ଥିତ ଥିବା କିଛି ଭକ୍ତ ମାନେ ସୈତାନି ଶକ୍ତି ର ବଶୀଭୂତ ହୋଇ ଅଲଗା ପ୍ରକାରର କଥା ମଧ୍ଯ କହିଥାନ୍ତି।
Special Report
୫- କୈଳାସ ମନ୍ଦିର:- ଏହି ମନ୍ଦିରରେ ଥିବା ପଥରକୁ କାଟି ହିଁ ଏହି ମନ୍ଦିରର ନିର୍ମାଣ କରା ଯାଇଛି। ଆଉ ଆଜି ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ କି ୮୦୦ ଶତାବ୍ଦୀ ରେ ଏହି ପଥରକୁ କିଭଳି କଟା ଯାଇଥିଲା।
୬- ଧର୍ମେଶ୍ୱର ମହାଦେବ ମନ୍ଦିର:- ଏହି ମନ୍ଦିରରେ ଯମ ଙ୍କ ପୁଜା କରାଯାଇ ଥାଏ। ସେଥିପାଇଁ ଏଠାକୁ କୌଣସି ସଜୀବ ଲୋକ ଯାଇ ନଥାନ୍ତି କାରଣ ବିଶ୍ବାସ ଅଛି କି ଏଠାକୁ ଯଦି କୌଣସି ବ୍ୟକ୍ତି ଯିବେ ତେବେ ତାଙ୍କର ଯମ ଦୃଷ୍ଟି କାରଣରୁ ମୃ-ତ୍ୟୁ ହେବ।
୭- ଦକ୍ଷିଣ ମୁଖା ନନ୍ଦୀ ମନ୍ଦିର:- ଏହି ମନ୍ଦିରରେ ଥିବା ନନ୍ଦୀ ଙ୍କ ଚେହେରା ଦକ୍ଷିଣ ମୁଖା ହୋଇଥାଏ। ଆଉ ଏହି ମନ୍ଦିରରେ ନନ୍ଦୀ ଙ୍କ ମୁହଁରୁ ଲଗାତାର ପାଣି ବାହାରି ଥାଏ।
Special Report
୮- ଶ୍ରୀ ପଦ୍ମନାଭ ସ୍ୱାମୀ ମନ୍ଦିର:- ଏହି ମନ୍ଦିର ର ୭ ଟି ଖଜଣା ଖୋଲା ଯାଇଥିବା ବେଳେ ଗୋଟେ ଖଜଣା ଖୋଲା ଯାଇ ନାହିଁ। କାରଣ ସେହି ଖଜଣା ର କବାଟ ରେ ଦୁଇଟି ଭୟଙ୍କର ସାପ ରହିଛି। ଏହାକୁ ମଧ୍ୟ କେବଳ ମନ୍ତ୍ର ଦ୍ବାରା ଖୋଲା ଯାଇ ପାରିବ।
୯- ମେହେନ୍ଦି ବାଲାଜୀ ମନ୍ଦୀର:- ଏହି ମନ୍ଦିରକୁ କେବଳ ସେହି ମାନେ ଯାଇ ଥାଆନ୍ତି ଯେଉଁ ମାନଙ୍କୁ ଲାଗି ଥାଏ କି ଏହି ମନ୍ଦିର ରେ ଭୂତ ଓ ପ୍ରେତ ମାନଙ୍କ ସାୟା ରହିଛି।
୧୦- ଶ୍ରୀ ଜଗନ୍ନାଥ ମନ୍ଦିର:- କୁହା ଯାଏ କି ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିରରେ ଶ୍ରୀ କୃଷ୍ଣ ଙ୍କ ହୃଦୟକୁ ରଖା ଯାଇଛି। ଏହି ମନ୍ଦୀର ଉପରେ ଥିବା ବାନା ମଧ୍ୟ ହାୱା ର ବିପରୀତ ପାର୍ଶ୍ଵରେ ଉଡ଼ି ଥାଏ। ମନ୍ଦିର ବାହାରେ ମଧ୍ୟ ସମୁଦ୍ରର ଲହଡ଼ି ର ଶବ୍ଦ ଶୁଣିବାକୁ ମିଳି ଥାଏ। ହେଲେ ମନ୍ଦିର ମଧ୍ୟରେ ପ୍ରବେଶ କରିବା ମାତ୍ରେ ଏହା ଶୁଣା ଯାଇ ନଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button